Sign in
Sign in
Recover your password.
A password will be e-mailed to you.
ଯଶସ୍ବୀ ଫିଲ୍ମସର ଦ୍ୱିଭାଷୀ ଚିତ୍ର ‘ନବ ମାସ’ର ଶୁଭ ମହୁରତ
ଭୁବନେଶ୍ୱର (ଶାସକ ପ୍ରଶାସକ): ପ୍ରଯୋଜନା କ୍ଷେତ୍ରରେ ପ୍ରଥମ କରି ପାଦ ରଖିଛି ଯଶସ୍ବୀ ଫିଲ୍ମସ | ବିଡିଏ ସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣରେ ଯଶସ୍ବୀ ଫିଲ୍ମସର ପ୍ରଥମ ଅବଦାନ 'ନବ ମାସ'ର ଟାଇଟଲ ଘୋଷଣା ସହିତ ମହୁରତ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି | ମୌଳିକ କାହାଣୀକୁ ନେଇ ନିର୍ମିତ ଏହି…
ସୁନ୍ଦରଗଡ଼ର ଖୁଣ୍ଟଗାଁଠାରେ ହେବ ଅତ୍ୟାଧୁନିକ ଟସର ସିଲକ୍ ପାର୍କ
ଭୁବନେଶ୍ୱର(ଶାସକ ପ୍ରଶାସକ): ସୁନ୍ଦରଗଡ଼ ଜିଲ୍ଲା ଟସର ଚାଷ ପାଇଁ ସାରା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛିା ଟସର ଚାଷୀ ଓ ଗ୍ରାମୀଣ ଉଦ୍ୟୋଗୀଙ୍କ ବ୍ୟତୀତ ଏହା ଉପରେ ଅନେକ ହିତାଧିକାରୀ ନିର୍ଭର କରୁଥିବାରୁ ସରକାର ଟସର ଚାଷର ପ୍ରସାର
ପାଇଁ ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତିା ସୁନ୍ଦରଗଡ଼ର ବଣେଇ,…
ବାଳ ମୁକୁନ୍ଦ କେନ୍ଦ୍ର ଠାରେ ଜାତୀୟ ଗ୍ରାହକ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗ୍ରାହକ ଅଧିକାର ସୁରକ୍ଷା କମିଟି ପକ୍ଷରୁ ବାଳ ମୁକୁନ୍ଦ ପରିବାର ଉପସ୍ଥାପନ କରିଥିବା "ଖାଉଟି ସଚେତନତା କାର୍ଯ୍ୟକ୍ରମରେ ବାଳ ମୁକୁନ୍ଦ କେନ୍ଦ୍ରର ଉପଦେଷ୍ଟା ଭାଗବତ ପାଢ଼ୀ ଅଧ୍ୟକ୍ଷତାରେ ବିଶିଷ୍ଟ ଶିକ୍ଷାବିତ ଲିଙ୍ଗରାଜ ପ୍ରସାଦ ଦାଶ ମୁଖ୍ୟ…
କ୍ରିଷ୍ଣା କପ୍ କ୍ରିକେଟ୍: କଲଙ୍ଗାପାଲି ସେମିରେ
ପଦ୍ମପୁର: ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୧୯ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ପ୍ରଥମ ମ୍ୟାଚରେ କଲଙ୍ଗାପାଲି ଦଳ ବୁଡେନ ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚ ରେ ମହୁଲପାଲି ଦଳ ଇଚ୍ଛାପାଲି ଦଳକୁ ହରାଇ କ୍ବାଟର ଫାଇନାଲ ରେ…
ଆମପାଳରେ ଭୀମଭୋଇ ସେବା ସଂଘ ପକ୍ଷରୁ ଆମ୍ବେଦକର ଶିକ୍ଷା କେନ୍ଦ୍ର ଉଦଘାଟନ
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଭୀମଭୋଇ ସେବାସଙ୍ଘ ତରଫରୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପବିତ୍ର ବଡ଼ଦିନରେ ଆମ୍ବେଦକର ଶିକ୍ଷା କେନ୍ଦ୍ର ରେଢ଼ାଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ଼ ନଂ ୯ ଆମପାଲ ଠାରେ ଉଦଘାଟନ ହୋଇଯାଇଛି ।ଏହି ଉଦଘାଟନ…
ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳିତ ।
ମାଲକାନଗିରି :(ବି ଶ୍ରୀନିବାସ ପାତ୍ର)ଆଜି ମାଲକାନଗିରି ଜିଲ୍ଲା ନଗରଭବନ ଠାରେ ମାଲକାନଗିରି ଭାରତୀୟ ଜନତା ପାର୍ଟି ତରଫରୁ ଭାରତ ରତ୍ନ , ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଉକ୍ତ ଉତ୍ସଵରେ ମାଲକାନଗିରି ଜିଲ୍ଲା ବିଜେପି…
ପୁନର୍ଗଠିତ ହେଲା ବିଜେଡି ମିଡ଼ିଆ ଟିମ
ଛ ଜଣ ଜାତୀୟ ମୁଖପାତ୍ର, ଷୋହଳ ମୁଖପାତ୍ର ଏବଂ ଚଉଦ ପ୍ୟାନେଲିଷ୍ଟ |
ଭୁବନେଶ୍ୱର: ବିଜୁ ଜନତା ଦଳ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଜନତା ଦଳର ମିଡିଆ ଟିମ ପୁନର୍ଗଠନ କରାଯାଇଛି । ଦଳର ପୁନର୍ଗଠିତ ମିଡିଆ ଟିମରେ ଛ ଜଣ ଜାତୀୟ ମୁଖପାତ୍ର, ଷୋହଳ ମୁଖପାତ୍ର ଏବଂ ଚଉଦ ଜଣ…
ସୁରେଶ ମହାପାତ୍ର ମୁଖ୍ୟ ସଚିବ, ପ୍ରଦୀପ ଜେନା ହେଲେ ଉନ୍ନୟନ କମିଶନର
ଅସିତ ତ୍ରିପାଠୀ ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ
ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ହେବା ପାଇଁ ଆଶା କରିଥିବା ବରିଷ୍ଠ ରାଜନେତା ମାନେ ସାମୟିକ ନିରାଶ
ଭୁବନେଶ୍ୱର : ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଚଳିତ ମାସ 31…
ଭୟଙ୍କର ଆଶଙ୍କାରେ ଚାଷୀ : ଅକ୍ଟୋପାସ ପରି ବେପାରୀଙ୍କ ଆଙ୍ଗୁଠି ପଶୁ ପଶୁ ବାହା ପଶିଯିବନି ତ !!
କୃଷକ ଆନ୍ଦୋଳନର କରୁଣ ପରିଣତି : କୃଷି ଆଇନର ଅର୍ଥନୈତିକ ଅସମାନତା
{କୃଷକ ଆନ୍ଦୋଳନ ସ୍ଥଳୀରୁ ଗ୍ରାଉଣ୍ଡ୍ ରିପୋର୍ଟ}
ନୂଆଦିଲ୍ଲୀ ( ସ୍ୱତନ୍ତ୍ର ପ୍ରତିନିଧି ): ଦିଲ୍ଲୀକୁ ଲାଗିରହିଥିବା ସୀମାରେଖାରେ ଚାଲିଥିବା କୃଷକ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଥିବା ବେଳେ କୃଷକଙ୍କ ଆତ୍ମହତ୍ୟା…
ଗୃହହୀନଙ୍କୁ ଗୃହ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନେଲେ ସମାଜସେବୀ
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ପୌରାଞ୍ଚଳର ୧୩ ନମ୍ବର ୱାର୍ଡ଼ର ତେଲିପଡ଼ା ନିବାସୀ ଗୁଲାବ ନାୟକ ଆର୍ଥିକ ଅନଟନ ଯୋଗୁଁ ନିଜ ଘର ମରାମତି କରି ପାରିଲେ ନାହିଁ। ଶେଷରେ ତାଙ୍କର ଘର ଭାଙ୍ଗିଯାଇ ସେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି। ଏହା ପୂର୍ବରୁ ସେ ପକ୍କା ଘର ପାଇଁ ଆବେଦନ ମଧ୍ୟ…