Sign in
Sign in
Recover your password.
A password will be e-mailed to you.
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେଡିର କର୍ମୀ ବୈଠକ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଆସନ୍ତା ଝାରସୁଗୁଡ଼ା ପୌରପାଳିକା ନିର୍ବାଚନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପାଇଁ ଅଗ୍ନିପରୀକ୍ଷାର ବେଳ। ଗୋଟିଏ ପକ୍ଷରେ ନିଜର ନବନିଯୁକ୍ତ ଦଳର ପ୍ରଦର୍ଶନକୁ ନେଇ ବେଶ୍ ଆଶାବାନ ଥିବା କଂଗ୍ରେସ ଦଳ ଓ ଅନ୍ୟପକ୍ଷରେ ରାଷ୍ଟ୍ରୀୟ ରାଜନୀତିରେ ଗୋଟିଏ ପରେ ଗୋଟିଏ ସଫଳତା…
କୋରୋନା ଟୀକା ଦିଆଯିବା ନିମନ୍ତେ ସମସ୍ତ ପ୍ରସ୍ତୁତି ସରିଯାଇଛି :ସ୍ବାସ୍ଥ୍ୟମନ୍ତ୍ରୀ
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲା ସହିତ ରାଜ୍ୟର ସମସ୍ତ ଜିଲ୍ଲାରେ କୋଭିଡ ଟୀକାକରଣ ନିମନ୍ତେ ସମସ୍ତ ପ୍ରକାରର ପ୍ରସ୍ତୁତି ସରିଯାଇଛି। କୋଭିଡ ଟୀକା ଆସିବା ପରେ ଯେପରି ଟୀକାକରଣ ନିମନ୍ତେ କୌଣସି ଅବହେଳା ନ ହୁଏ ସେଥିପାଇଁ ସମସ୍ତ ବ୍ୟବସ୍ଥା ସରକାରୀ ସ୍ତରରେ ନିଆଯାଇଥିବା…
ସର୍ବଭାରତୀୟ ଟି-୨୦ ଓଡ଼ିଶା ଟିମର ନେତୃତ୍ୱ ନେବେ ଶୁଭ୍ରାଂଶୁ ସେନାପତି ।
ଝାରସୁଗୁଡ଼ାରୁ ଅଙ୍କିତ ଓ ତରୁଣ ଟିମରେ ସାମିଲ
ଝାରସୁଗୁଡ଼ା :(ସୁଭାଷ ସହାରେ) : ଆସନ୍ତା ୧୦ ଜାନୁଆରୀରୁ କୋଲକାତାଠାରେ ଆରମ୍ଭ ହେବାକୁ ଯାଉଥିବା ସୈୟଦ ମୁସ୍ତାକ ଅଲି ଟି-୨୦ ଟ୍ରଫି ପାଇଁ ଓଡ଼ିଶା ଦଳର ଚୟନ ହୋଇଯାଇଛି। ଏହି ଟିମର ନେତୃତ୍ୱ ନେବେ ଶୁଭ୍ରାଂଶୁ ସେନାପତି। ଏହି ଟିମରେ …
ପାଇକମାଲ ଓ ଝାରବନ୍ଧ ବ୍ଳକ ରେ କଂଗ୍ରେସ ଦଳର ସାଙ୍ଗଠନିକ ବୈଠକ
ପଦ୍ମପୁର-ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ପାଇକମାଲ ଓ ଝାରବନ୍ଧ ବ୍ଳକ ରେ କଂଗ୍ରେସ ଦଳର ସାଙ୍ଗଠନିକ ବୈଠକ ହୋଇଥିଲା । ବୈଠକରେ ନବ କାର୍ଯ୍ୟଭାର ପାଇଥିବା ଜିଲ୍ଲା ସଭାପତି ପୂର୍ବତନ ବିଧାୟକ ଅତାବିରା ଶ୍ରୀ ନିହାର ମାହାନନ୍ଦ, ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ସତ୍ୟ…
ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପତ୍ର ଲେଖି ଦାବି ଜଣାଇଲେ ଜିଲ୍ଲା ବିଜେଡି ଏସସି ସେଲ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ଅନୁସୂଚିତ ଜାତିର ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଜେଡି ଜିଲ୍ଲା ଏସସି ସେଲ ତରଫରୁ ଝାରସୁଗୁଡ଼ାର ନିର୍ମାଣଧୀନ ନୂତନ ବସଷ୍ଟାଣ୍ଡକୁ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗୀୟ ବିହାରୀ ରାମ ତନ୍ତୀଙ୍କ ନାମରେ ନାମିତ କରିବା ପାଇଁ ଝାରସୁଗୁଡ଼ା ବିଧାୟକ ତଥା…
ରାତ୍ରିକାଳୀନ ଅସ୍ଥାୟୀ ଆଶ୍ରୟ ଶିବିର ନିର୍ମାଣ ନେଇ ଦାବି ଜଣାଇଲା ବ୍ରଜରାଜନଗର ବିକାଶ ମଞ୍ଚ।
ଝାରସୁଗୁଡ଼ା :(ସୁଭାଷ ସହାରେ): ବ୍ରଜରାଜନଗରଠାରେ ଏକ ଶୀତକାଳୀନ ରାତ୍ରିରେ ଗୂହହୀନ ଲୋକଙ୍କ ପାଇଁ ଏକ ଅସ୍ଥାୟୀ ଆଶ୍ରୟସ୍ଥଳୀ ନିର୍ମାଣ କରିବା ପାଇଁ ବ୍ରଜରାଜନଗର ପୌରାଞ୍ଚଳର ମୂଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଅନୁରୋଧ କରି ଏକ ଦାବିପତ୍ର ଆଜି ଝାରସୁଗୁଡ଼ା ବିକାଶ ମଞ୍ଚ ଦେଇଛନ୍ତି। ପତ୍ରରେ…
ଦେବାଂଶୀ ନୃତ୍ୟାନୁଷ୍ଠାନ ସାଂସ୍କୃତିକ ଆନ୍ଦୋଳନର ବାହକ ହେଉ-ମନ୍ତ୍ରୀ ରଘୁନନ୍ଦନ ଦାସ
ସପ୍ତଶଯ୍ୟା ଉତ୍ସବ-୨୦୨୦ ଉଦ୍ଘାଟିତ
ଭୁବନେଶ୍ୱର (ଶାସକ ପ୍ରଶାସକ): ଆଜି ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ନୃତ୍ୟାନୁଷ୍ଠାନ ଦେବାଂଶୀ ଡ୍ୟାନ୍ସ ଏକାଡେମୀର ଭୁବନେଶ୍ୱର ଶାଖା ତରଫରୁ ସପ୍ତଶଯ୍ୟା ଉତ୍ସବ-୨୦୨୦ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ସୁର୍ ଭାଇବ୍ରେସନ ଷ୍ଟୁଡିଓ,ଭୁବନେଶ୍ୱର ଠାରେ…
କ୍ରିଷ୍ଣା କପ୍ କ୍ରିକେଟ୍: ମହୁଲପାଲି ସେମିରେ
ପଦ୍ମପୁର:ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୧୯ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନ ପ୍ରଥମ ମ୍ୟାଚରେ ବୁଧାପାଲି ଦଳ କୁଧରେନପାଲି ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚ ରେ ମହୁଲପାଲି ଦଳ ସରଗାଡ଼ ଦଳକୁ ହରାଇ କ୍ବାଟର ଫାଇନାଲ ରେ…
ଶିକୁଳିରେ ବନ୍ଧା ହୋଇ ବିତୁଛି ଦୁଇଟି ଜୀବନ ।
ମାଲକାନଗିରି: (ବି ଶ୍ରୀନିବାସ ପାତ୍ର): ମାଲକାନଗିରି ଜିଲ୍ଲ ଅନ୍ତର୍ଗତ ମାଥିଲି ବ୍ଲକର ବଲଦିଆଗୁଡାରେ ବାସ କରୁଛନ୍ତି କୃଷ୍ଣ ଦାସ। କୃଷ୍ଣ ଦାସଙ୍କର ଏକ ସୁଖୀ ପରିବାର ଥିଲା। ଦୁଇ ପୁଅ ଏବଂ ଗୋଟିଏ ଝିଅ ସହ କୃଷ୍ଣ ସୁଖରେ ଦିନ କାଟୁଥିଲେ। ବ୍ଲକର ଜଳ ଓ ପରିମଳ ବିଭାଗରେ ଏସିଏମ ଭାବେ କାମ…
ସହରାଞ୍ଚଳ ବିକାଶରେ ଓଡିଶା ହେବ ରୋଲ ମଡେଲ – ମୁଖ୍ୟମନ୍ତ୍ରୀ
ସହାରାଞ୍ଚଳର ଯୋଜନାବଦ୍ଧ ବିକାଶ ଦିଗରେ ନୂଆ ପଦକ୍ଷେପ
ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଗ୍ରାମବାସୀଙ୍କୁ ପଟ୍ଟା ବଣ୍ଟନ
ଭୁବନେଶ୍ବର, (ଶାସକ ପ୍ରଶାସକ)- ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଆଜି ଭୁବନେଶ୍ବର ଉପକଣ୍ଠର ୪ଟି ଗାଁ ସହଜପୁର, ନାରଗୋଦା, ସିଜୁପୁଟ ଓ ପାଇକରାପୁରର…