Sign in
Sign in
Recover your password.
A password will be e-mailed to you.
ଗଛରୁ ପଡ଼ି ନାବାଳକ ମୃତ l
କାଲିମେଳା(ବି ଶ୍ରୀନିବାସ ପାତ୍ର): ବରକୋଳି ଗଛରୁ ଖସିପଡ଼ିବାରୁ ଜଣେ ନାବାଳକ ମୃତ୍ୟୁ ହୋଇଛି। ଘଟଣାଟି ଘଟିଛି କାଲିମେଳା ବ୍ଲକ ଅନ୍ତର୍ଗତ ବେଜାଙ୍ଗିବାଡ଼ା ପଞ୍ଚାୟତର ବେହେରାଗୁଡ଼ା ଗ୍ରାମରେ । ମୃତକଜଣକ ହେଲେ ଭଗବାନ ବେହେରାଙ୍କ ୯ ବର୍ଷର ପୁଅ ସୁମନ ବେହେରା। ସୁମନ ନିଜ ସାଙ୍ଗମାନଙ୍କ ସହ…
“ଛାତ୍ର ବିଜେଡି ଏକ ମସ୍ତକ ବିହୀନ ସଂଗଠନ”
ଛାତ୍ର ବିଜେଡି ଛାତ୍ର ବା ରାଜ୍ୟ ସ୍ୱାର୍ଥ ପାଇଁ କେବେ ଲଢ଼ିନି : ୟାସିର ନୱାଜ
ଭୁବନେଶ୍ୱର (ଶାସକ ପ୍ରଶାସକ)– ବିଜେଡିର ଛାତ୍ର ସଂଗଠନ ଛାତ୍ର ସ୍ୱାର୍ଥ ପାଇଁ କେବେ ଲଢ଼ି ନଥିବା ଏକ ମସ୍ତକବିହୀନ ସଂଗଠନ । ରାଜ୍ୟରେ ୨୦ ବର୍ଷର ନବୀନ ଶାସନର ଭ୍ରଷ୍ଟାଚାର ଓ ଦୁର୍ନୀତି ଓ ମୋଦିଙ୍କର…
ଜାନୁଆରୀରେ ୧ ‘କୋଶଳ କଳା ମଣ୍ଡଳ’ର ପ୍ଲାଟିନମ୍ ଜୁବ୍ଲି
ବଲାଙ୍ଗୀର(ନିରୋଜ ମିଶ୍ର) : ଆସନ୍ତା ଜାନୁଆରୀ ୧ ତାରିଖ ଦିନ ବଲାଙ୍ଗିର ସହରରେ ଅବସ୍ଥିତ ଐତିହ୍ୟ ସଂପନ୍ନ ପୀଠ ‘କୋଶଳ କଳା ମଣ୍ଡଳ’ର ପ୍ଲାଟିନମ୍ ଜୁବ୍ଲି ପାଳିତ ହେବ । ଏହି ଅବସରରେ ଏକଦା କୋଶଳ କଳା ମଣ୍ଡଳରୁ ପ୍ରକାଶ ପାଉଥିବା ଏବଂ ସାରା ଓଡ଼ିଶାରେ ସୁନାମ ଅର୍ଜନ କରିଥିବା ମାସିକ…
ଅମିତ ଶାହାଙ୍କ ଆସାମ ଗସ୍ତ ପୂର୍ବରୁ ବୈଜୟନ୍ତ ପଣ୍ଡାଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା
ଭୁବନେଶ୍ବର- ଆସନ୍ତା ୨୬ ତାରିଖରେ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଆସାମ ଗସ୍ତ କରୁଥିବା ପରିପ୍ରେକ୍ଷୀରେ ବିଭିନ୍ନ ଯୋଜନାର ତଥା ବିଜେପି ଆସାମ ପ୍ରଦେଶର ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ଶ୍ରୀ ବୈଜୟନ୍ତ ପଣ୍ଡା ବୁଧବାର ଆସାମରେ…
ମନ୍ଦିର ପାଇଁ ଭୂମି ପୂଜନ ସହ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କଲେ ମନ୍ତ୍ରୀ ସୁଶାନ୍ତ
ଭଟଲି :- (ସୁଧୀର ତ୍ରିପାଠୀ )- ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଟଲି ବ୍ଲକ ମୂଳବାର ପଂଚାୟତ ଭିଞ୍ଜେତୋରା ଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଏକ ଭବ୍ୟ ମନ୍ଦିର ପାଇଁ ଆଜି ଭୂମି ପୂଜନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ରାଜ୍ୟ…
ଛାତ୍ରଛାତ୍ରୀଙ୍କ ପାଇଁ ଶୁଭାରମ୍ଭ ହେଲା ଓଡ଼ିଶା କ୍ୟାରିଅର୍ ପୋର୍ଟାଲ
ଭୁବନେଶ୍ୱର, (ଶାସକ ପ୍ରଶାସକ) : ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡ଼ିଶା କ୍ୟାରିଆର୍ ପୋର୍ଟାଲର ଶୁଭାରମ୍ଭ କରି କହିଲେ ଯେ ଏହି ନୂତନ ଓଡ଼ିଶା କ୍ୟାରିଅର୍ ପୋର୍ଟାଲ୍ ଏକ ଅଦ୍ୱିତୀୟ ଏବଂ ସମୟୋପଯୋଗୀା ଯେତେବେଳେ…
ଜାଡରେ ଥରୁଛି ବୀରମହାରାଜପୁର, ଘନ କୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ।
ବୀରମହାରାଜପୁର -( ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ): ସମଗ୍ର ଦେଶରେ ଜାରୀ ରହିଥିବା ଶୀତ ଲହରୀ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଅନୁଭୂତ ହେଉଥିବା ବେଳେ ଗତ ୭ ଦିନ ହେଲା ଏହାର ମାତ୍ରା ଯଥେଷ୍ଟ ବୃଦ୍ଧି ପାଇଛି । ଶୀତ ଯୋଗୁଁ ମଣିଷ ଅପେକ୍ଷା ପ୍ରାଣୀ, ପକ୍ଷୀଙ୍କ ଅବସ୍ଥା…
ପାଳଗଦାରେ ନିଆଁ ଲାଗି ବୃଦ୍ଧା ମୃତ ।
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ଆଜି ସକାଳୁ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା, କଦଳୀଗଡ ପଞ୍ଚାୟତ,ସାମସିଙ୍ଗା ଗାଁ ର ୬୦ ବର୍ଷୀୟ ବୃଦ୍ଧା ପାଞ୍ଚ ବେହେରା ,ନିଜ ପୁଆଳ ଭାଡ଼ି ରେ ଅଳିଆ ସଫା କରିବା ସମୟରେ ବୃଦ୍ଧାଙ୍କ ଦେହରେ ନିଆଁ ଲାଗିଥିଲା, ଫଳରେ ସମ୍ପୂର୍ଣ୍ଣ ଶରୀର ପୋଡିଯାଇଥିବା…
ଡଇଁଚା ଗାଁ କୁ ପଶି ଆସିଲେ ହାତୀ ପଲ , ଅଳ୍ପକେ ବର୍ତ୍ତିଲେ ଚାଷୀ ବ୍ୟାପକ ଧାନ ଫସଲ ନଷ୍ଟ
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) କିଛି ଦିନ ହେଲା ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡରେ ହାତୀମାନଙ୍କର ଆତଙ୍କରାଜରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତକାଲି ରାତିରେ ହାତୀପଲ ଡଇଁଚା ଗାଁ କୁ ପଶି ଆସି ଖଳାଭିତରେ ପଶି ଧାନ ବିଡା ଖାଇବା ସହ ଧାନ ଅମଳ କରି…
ରାଉରକେଲାରେ ଭାରତର ସବୁଠାରୁ ବଡ ହକି ଷ୍ଟାଡିୟମ
ଭୁବନେଶ୍ୱର (ଶାସକ ପ୍ରଶାସକ ) ରାଉରକେଲାରେ ଭାରତର ସବୁଠାରୁ ବଡ ହକି ଷ୍ଟାଡିୟମ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଘୋଷଣା କରିଛନ୍ତି।
http://www.youtube.com/watch?v=bHpMlQohvJs
ବିପିୟୁଟି କ୍ୟାମ୍ପସ ପରିସରରେ ୧୫…