Sign in
Sign in
Recover your password.
A password will be e-mailed to you.
ପୋଲିସ କନଷ୍ଟେବଲ ଦେଖାଇଲେ ମାନବିକତା
୬୮ବର୍ଷୀୟା ବୃଦ୍ଧାଙ୍କୁ କାନ୍ଧରେ ବୋହି ପହଞ୍ଚାଇଲେ ହସ୍ପିଟାଲରେ
ମାଲକାନଗିରି: (ବି ଶ୍ରୀନିବାସ ପାତ୍ର) ସୀମାନ୍ତ ଆନ୍ଧ୍ରପ୍ରଦେଶ ର ବିଶାଖାପାଟଣା ଜିଲ୍ଲାର ପୋଲିସ କନଷ୍ଟେବଳ ସୈଖ ଅରସଦ୍ ଦେଖାଇଲେ ମାନବିକତା । ଜଣେ ୬୮ ବର୍ଷ ବୟସର ମହିଳା ମଙ୍ଗି ନାଗେଶ୍ଵରମ୍ ପ୍ରଭୁ…
ଝାରବନ୍ଧରେ ପୁଲିସର ଜନସମ୍ପର୍କ ଶିବିର
ଝାରବନ୍ଧ(ମନୋହର ଦାସ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଛତିଶଗଡ଼ ସୀମାନ୍ତ ଛୋଟ ଅନକି ଗ୍ରାମର ଖେଳ ପଡ଼ିଆରେ ପୋଲିସ ର ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ଥାନା ଅଧିକାରୀ ଠାକୁରପ୍ରସାଦ ମୁର୍ମୁ,ଏ.ଏସ.ଆଇ ବିନୋଦ କନ୍ଦେର ,ଏ.ଏସ.ଆଇ ଦୀପକ ବାରିକ ଛୋଟ ଅନକି…
ଝାରସୁଗୁଡ଼ା ନୂତନ ସିଡିଏମଓଙ୍କୁ ସ୍ବାଗତ।
ଝାରସୁଗୁଡ଼ା :(ସୁଭାଷ ସହାରେ) ଝାରସୁଗୁଡ଼ା ଜିଲ୍ଲାର ନୂତନ ମୂଖ୍ୟ ଚିକିତ୍ସାଧିକାରୀ ଭାବରେ ଯୋଗଦାନ କରିଛନ୍ତି ଡାକ୍ତର ଅରୁଣ କୁମାର ପାତ୍ର। ଏହା ପୂର୍ବରୁ ସିଡିଏମଓ ଭାବରେ କାର୍ଯ୍ୟ କରୁଥିବା ଡାକ୍ତର ଜଗଦୀଶ ଚନ୍ଦ୍ର ବାରିକ ବଦଳି ହୋଇ ରାଉରକେଲାକୁ ଯିବେ। ନୂତନ ଭାବରେ ଯୋଗଦାନ କରିଥିବା…
କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣର ନିନ୍ଦା କଲା ଝାରସୁଗୁଡ଼ା ପ୍ରେସ କ୍ଲବ।
ଝାରସୁଗୁଡ଼ା :(ସୁଭାଷ ସହାରେ): ଗତ ୨୪ ତାରିଖରେ ନୟାଗଡ଼ ଜିଲ୍ଲା ଯଦୁପୁରରେ ଏକ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ନନ୍ଦିଘୋଷ ଚ୍ୟାନେଲର ସମ୍ବାଦଦାତା ଓ କ୍ୟାମେରାମେନଙ୍କୁ ଆକ୍ରମଣକୁ ଝାରସୁଗୁଡ଼ା ପ୍ରେସ କ୍ଲବ ତରଫରୁ ନିନ୍ଦା କରାଯାଇଛି। ଏହି ପରିପ୍ରେକ୍ଷୀରେ ଦୋଷୀମାନଙ୍କୁ ଗିରଫ କରିବା ପାଇଁ…
ଗୁମ୍ମା ବ୍ଲକ୍ ରେ କଂଗ୍ରେସର ଜନସମ୍ପର୍କ ଯାତ୍ରା ଓ ବନ୍ଧୁ ମିଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର ବଡଦିନରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ରେ ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାଥି ଭି.ଚନ୍ଦ୍ରଶେଖର ନାଇଡୁ ଜନସମ୍ପର୍କ ଯାତ୍ରା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଛନ୍ତି। ଟି.ଉକୁରା ଚର୍ଚ୍ଚରେ ପ୍ରଥମେ କେକ କାଟି…
ବିଜେପି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୬ ତମ ଜନ୍ମ ଜୟନ୍ତୀ ଓ ସୁ-ଶାସନ ଦିବସ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଭାଜପା ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ବିଜେପି ପକ୍ଷରୁ ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୬ ତମ ଜନ୍ମ-ଜୟନ୍ତୀ ଓ ସୁଶାସନ ଦିବସ…
ଓଜେୟୁ ବରଗଡ଼ ଜିଲ୍ଲା ଶାଖାର ନୁତନ କର୍ମକର୍ତ୍ତା ଚୟନ ଓ ଦ୍ୱିବାର୍ଷିକ ବୈଠକ
ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ଗାଇସେଲେଟ ଅଙ୍ଗ ଡ଼େମ ଖୋଲା ପଡ଼ିଆରେ ଓଡ଼ିଶା ଜର୍ଣ୍ଣାଲିଷ୍ଟ ୟୁନିଅନ ବରଗଡ଼ ଜିଲ୍ଲା ଶାଖାର ନୁତନ କର୍ମକର୍ତ୍ତା ଚୟନ ଓ ଦ୍ୱିବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ରବିନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରରେ ସଭାକାର୍ଯ୍ୟ ପରିଚାଳିତ…
ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି।
ଝାରସୁଗୁଡ଼ା :(ସୁଭାଷ ସହାରେ) : ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବାକୁ ଦଳ ତରଫରୁ ସମସ୍ତ ଯୋଜନା ହୋଇଯାଇଥିବା ବେଳେ ଝାରସୁଗୁଡ଼ା ପୌରାଞ୍ଚଳରେ ମଧ୍ୟ ଏହା ପାଳିତ ହେବାର ସୂଚନା ମିଳିଛି। …
୧୯୯୮-୨୦୦୦ ଶିକ୍ଷାବର୍ଷର ଗୁରୁଛାତ୍ର (ସିଟି ଟ୍ରେନିଂ ) ବ୍ୟାଚର ବନ୍ଧୁ ମିଳନ ଅନୁଷ୍ଠିତ
ଭଞ୍ଜନଗର ( ନିଲୁ ବିଷୋୟୀ ) - ଭଞ୍ଜନଗର ସ୍ଥିତ ଶିକ୍ଷକ ତାଲିମ ବିଦ୍ୟାଳୟର ୧୯୯୮-୨୦୦୦ ଶିକ୍ଷା ବର୍ଷ ବ୍ୟାଚର ଗୁରୁଛାତ୍ର ( ବର୍ତ୍ତମାନର ଶିକ୍ଷକ)ମାନଙ୍କର ଏକ ବନ୍ଧୁ ମିଳନ କାଯ୍ୟକ୍ରମ ଭଞ୍ଜନଗରର ପ୍ରସିଦ୍ଧ ମା ସୋରାଦେବୀ ପୀଠରେ ଶୁକ୍ରବାର ଦିନ ତୃତୀୟ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି।…
ଭଞ୍ଜନଗର ବିଜେପି କାଯ୍ୟାଳୟ ରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମ ଜୟନ୍ତୀ ପାଳନ
ଭଞ୍ଜନଗର ( ନିଲୁ ବିଷୋୟୀ ) - ମହାନ ରାଷ୍ଟ୍ର ନାୟକ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ବିଜେପି କାଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଜେପି ନେତା ସନ୍ତୋଷ କୁମାର ପାଳ ସ୍ୱର୍ଗତ ବାଜପେୟୀଙ୍କ…