ଭିନ୍ନକ୍ଷମଙ୍କ ପାଇଁ କାର୍ଯ୍ୟରତ ପିଏଜି ମାନଙ୍କୁ ଛଟେଇ ଓ ବକେୟା ଦରମା ନ ଦେବାର ପ୍ରତିବାଦ

http://www.youtube.com/watch?v=ajPDLucXveA   ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ଓ ସ୍ମାରକପତ୍ର ପ୍ରଦାନ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ୧୩୯ ଟି ପଞ୍ଚାୟତରେ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ ନିଯୁକ୍ତି ପାଇଥିବା କାର୍ଯ୍ୟରତ…

ଅଖା ବୋଝେଇ ଟ୍ରକରୁ ଅବକାରୀ ବିଭାଗ ଦ୍ବାରା ୧୬୨୨ କେଜି ଗଞ୍ଜେଇ ଜବତ 

ରାୟଗଡା/ ସରୋଜ ସାହୁ : ରାୟଗଡା ଜିଲ୍ଲା କୋଲନରା ବ୍ଲକ ମୁକୁନ୍ଦପୁର ଘାଟିରେ ଯାଞ୍ଚ କରି ଏକ ଅଖା ବୋଝେଇ ଟ୍ରକରୁ ଅବକାରୀ ବିଭାଗ ଦ୍ବାରା ୧୬୨୨ କେଜି ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୫ ଲକ୍ଷ ହେବ। ଘଟଣାରୁ ପ୍ରକାଶ ଯେ, ଅବକାରୀ ବିଭାଗ କର୍ତ୍ତୃପକ୍ଷ ଏକ…

ସେବାରେ ସମର୍ପିତ ଦିବସ ଓ ଆକାଶଙ୍କ ମହନୀୟତାକୁ ସ୍ଵୀକୃତି 

ବରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ଦୁଇଭାଇଙ୍କୁ କଲେ ସମ୍ବର୍ଦ୍ଧିତ  ବରଗଡ଼ (ଶାସକ ପ୍ରଶାସକ) : ଜଣକର ନା ଦିବସ, ଦିବସର ଆଲୋକ ପରି ସ୍ୱଚ୍ଛ ତଥା ଲୋକଙ୍କ ସେବାରେ ସମର୍ପିତ ହୃଦୟ | ଆଉ ଜଣକର ନା ଆକାଶ, ଆକାଶ ପରି ବିଶାଳ ଦରଦୀ ହୃଦୟ ସେବା ସହାୟତା ପାଇଁ ତତ୍ପର | ଏବେ ଚର୍ଚାରେ ଦି ଭାଇଙ୍କ…

ମହିଳାଙ୍କର ମୃତଦେହ ଉଦ୍ଧାର : ସନ୍ଦେହ ଘେରରେ ମୃତ୍ୟୁ ରହସ୍ୟ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଟେମରି ଗ୍ରାମର ଅନାଦି ବାରିହାଙ୍କର ସ୍ତ୍ରୀ ବିଲସିନୀ ବରିହା( ୪୫)ଙ୍କର ମୃତଦେହ ସେ କାମ କରୁଥିବା ଏକ ବିଲରୁ   ( ଯେଉଁଠି ଉଭୟ ପତି ପତ୍ନୀ ଇଟା ତିଆରି କରୁଥିଲେ ) ଉଦ୍ଧାର କରାଯାଇଛି । ମୃତ ଦେହରେ କିଛି କ୍ଷତ ଥିବାର ମଧ୍ୟ ଦେଖିବାକୁ…

ପାଞ୍ଚବର୍ଷରେ ପଦାର୍ପଣ କଲା ଶିକ୍ଷାନୁଷ୍ଠାନ ଓ୍ବିନର ବ୍ରାଇଟ ଫ୍ୟୁଚର

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ସହରର ଜଣାଶୁଣା ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନ ଓ୍ବିନର ବ୍ରାଇଟ ଫ୍ୟୁଚର ଆଜି ପାଞ୍ଚବର୍ଷ ପଦାର୍ପଣ କରିଛି । ଆଜିକା ଦିନରେ ପାଞ୍ଚ ବର୍ଷ ପୂର୍ବରୁ ଏହି ଶିକ୍ଷାନୁଷ୍ଠାନ ଆରମ୍ଭ ହୋଇଥିଲା । କରୋନା କଟକଣା ଯୋଗୁଁ କୋଭିଡ଼ ନିୟମ ଅନୁସାରେ ଆଜି ପାଞ୍ଚବର୍ଷ…

ଦିଗହରା ବିକାଶ : ବେସାହାରା ବରିଷ୍ଠ ନାଗରିକ ଜହ୍ନେଇ ଆଈ ଗଣୁଛନ୍ତି ନିଃଶ୍ୱାସ

 ଦରଦ ହୀନ ପ୍ରଶାସନ : ଅସହାୟତାରେ ବିତୁଛି ୯୨ ବର୍ଷ ବୟସରେ ବାର୍ଦ୍ଧକ୍ୟ ଭତ୍ତାରୁ ବଂଚିତ ଜହ୍ନେଇ ଆଈଙ୍କ ଜୀବନ  ଜଗନ୍ନାଥ ପ୍ରସାଦ ( ନିଲୁ ବିଷୋୟୀଙ୍କ ସ୍ୱତନ୍ତ୍ର ରିପୋର୍ଟ ) - ଗୋଟେ ପଟେ ରାଜ୍ୟ ସରକାର ଗାଁ କୁ କାମ ଆଉ ମାଆ କୁ ସଂମାନର କଥା କହି ବିକାଶର ନାରା ଦେଉଥିବା ବିକାଶ ଯେ କିଛି…

ଶିକ୍ଷାବିତ ଚିତ୍ତରଞ୍ଜନ ପ୍ରଧାନଙ୍କ ଦେହାନ୍ତ

ବୁଗୁଡ଼ା: (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡ଼ାର ବିଶିଷ୍ଟ ଶିକ୍ଷାବିତ ଜିଲ୍ଲା ଶିକ୍ଷାଧିକାରୀ ତଥା ବୁଗୁଡା ପିପୁଲସ ହାଇ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ପ୍ରଧାନଙ୍କ ଜାନୁୟାରୀ ୧୧ ତାରିଖ ଦିନ ବୁଗୁଡା ସହରର ନିଜ ବାସ ଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କର…

ଜବାହରଲାଲ ନେହେରୁ ଆଦିବାସୀ କ୍ଲବ ଦ୍ୱାରା ସଫେଇ କାର୍ଯ୍ୟ ଆରମ୍ଭ।

କଣ୍ଟାବାଞ୍ଜି(ଚୁଡାମଣି ସୁନା)ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଚଟୁଅନକା ଗ୍ରାମର ଜବାହରଲାଲ ନେହେରୁ ଆଦିବାସୀ କ୍ଲବ ର ସଦସ୍ୟ ମାନେ ଆଜି ଚଟୁଅନକା ମାଝୀ ପଡ଼ା ରେ ଥିବା ଆବର୍ଜନା ଭର୍ତ୍ତି ଡ୍ରେନେଜ କୁ ସଫା କରିଥିଲେ।କ୍ଲବ ର ସଭାପତି ସହଦେବ ମାଝୀ, ଉପ ସଭାପତି ବିଶିକେଶନ ମାଝୀ, ସମ୍ପାଦକ…

ଜଗନ୍ନାଥ ପ୍ରସାଦ ପୋଲିସକୁ ସଫଳତା ; ଯୁବତୀ ହତ୍ୟାକାଣ୍ଡର ଫର୍ଦ।ଫାସ ; ଦମ୍ପତି ଗିରଫ 

ଜଗନ୍ନାଥ ପ୍ରସାଦ ( ନିଲୁ ବିଷୋୟୀ )- ଯୁବତୀଙ୍କ ଘର ବାଲେଶ୍ବର ଆଉ ହତ୍ୟାର ଶିକାର ହେଲେ ଭୁବନେଶ୍ୱର ରେ ଶେଷ ରେ ମୃତ ଦେହ ଉଦ୍ଧାର ହେଲା ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧିନ ବିଡିପୁର ନିକଟସ୍ଥ ଭୂଷଣ୍ଢପାଳ ଛକ ରାସ୍ତା କଡ ଜମି ମଧ୍ୟରୁ । ଶେଷରେ ଘଟଣାର ଏକ ମାସରୁ ଉର୍ଦ୍ଧ୍ବ ଦିନ…

“ବିଜୁଳି” ଠକ :ଲୋକ କାବୁ କରି ଦେଲେ ପୋଲିସ ଜିମା 

 ବିଦ୍ୟୁତ ବିଲ ଆଦାୟ ସମୟରେ ନକଳି ବିଦ୍ୟୁତ କର୍ମଚାରୀ ମାନଙ୍କୁ କାବୁ କରି ପୋଲିସରେ ଜିମା ଦେଲେ ଗ୍ରାମବାସୀ  । ପଦ୍ମପୁର(ଶାସକ ପ୍ରଶାସକ) : ବିଦ୍ୟୁତ ବିଭାଗ କର୍ମଚାରୀ ସାଜି ବିଦ୍ୟୁତ ବିଲ ଆଦାୟ କରୁଥିବା ସମୟରେ ନକଲି  ଦୁଇ ବିଦ୍ୟୁତ କର୍ମଚାରୀକୁ କାବୁ କରି ପୋଲିସରେ ଜିମା ଦେଇଛନ୍ତି …