Sign in
Sign in
Recover your password.
A password will be e-mailed to you.
ରୋଗରେ ପଡି ଚିକିତ୍ସିତ ହେଉଥିବା ବେଳେ ଘରେ ପଶିଲେ ଚୋର
ଝରକା ଭାଙ୍ଗି ଘରୁ ଟଙ୍କା ଓ ଅଳଙ୍କାର ଲୁଟ
ବାରିପଦା(ଦିଲ୍ଲୀପ ମହାନ୍ତି)- ହଜି ଯାଇଛି ମାନବିକତା । ବାରିପଦା ପୌରପରିଷଦର ୧୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ତଥା ମା ମଙ୍ଗଳା ବାର ଓ ଜିଲ୍ଲା ଭିଜିଲାନ୍ସ ୟୁନିଟ କାର୍ଯ୍ୟାଳୟ ସମ୍ମୁଖରେ ବସବାସ କରୁଥିବା ରଞ୍ଜିତ କୁମାର ପାଢ଼ୀ ଅସୁସ୍ଥ…
ପଦାକୁ ଆସିଛି ଜଙ୍ଗଲ ବିଭାଗର ପାରିବା ପଣିଆ
ଶିମିଳିପାଳ ଅଭୟାରଣ୍ୟରେ ଶିକାରୀର ବିଷାକ୍ତ ତୀର ମାଡ଼ରେ ଅସୁସ୍ଥ ଦନ୍ତାହାତୀର ମୃତ ଓ ଦାନ୍ତ ଉଦ୍ଧାର
ବାରିପଦା(ଦିଲ୍ଲୀପ ମହାନ୍ତି)- ଆଜି ଦକ୍ଷିଣ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନରେ ଥିବା ପୋଡ଼ାଡ଼ିହା ରେଞ୍ଜରେ ଆଜି ଏକ ଅସୁସ୍ଥ ଦନ୍ତାହାତୀର ମୃତ୍ୟୁ ହୋଇଛି । ଉକ୍ତ…
ଓଡଗାଁ : ପୋଲିସ ଆଖିରେ ଆଙ୍ଗୁଠି ଗେଂଜି ଚୋର କରୁଛନ୍ତି ଚୋରି
ଦୋକାନ ଆଗରେ ପାଲ ଟାଣି ଅଳଙ୍କାର ମରାମତ ଦୋକାନରୁ ଚୋରି କଲେ ୩ ଲକ୍ଷ ଟଙ୍କାର ସାମାନ
ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ଲକ୍ଷ୍ମୀ ବଜାର ଲଜ୍ ସାହିରେ ଥିବା ଏକ ମରାମତ ଦୋକାନରୁ ପ୍ରାୟ ୩ଲକ୍ଷ ଟଙ୍କାର ସୁନା ରୁପା ରବିବାର ବିଳମ୍ବିତ ରାତିରେ ଚୋରି ହୋଇ ଥିବା ନେଇ ଦୋକାନି ମାଲିକ…
ଓଡ଼ିଆ ଆଇଏଏସ ସୁବ୍ରତ ସାହୁଙ୍କୁ ଛତିଶଗଡର ମୁଖ୍ୟ ଶାସନ ଭାବେ ଅତିରିକ୍ତ ଦାୟିତ୍ୱ
ରାୟପୁର(ଶାସକ ପ୍ରଶାସକ) : ୧୯୯୨ ମସିହା ବ୍ୟାଚର ବରିଷ୍ଠ ଓଡ଼ିଆ ଆଇଏଏସ ଅଧିକାରୀ ସୁବ୍ରତ ସାହୁ ଅତିରିକ୍ତ ଭାବେ ଛତିଶଗଡ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତ ହୋଇଛନ୍ତି | ମୁଖ୍ୟ ଶାସନ ସଚିବ ଅମିତାଭ ଜୈନ ସ୍ୱାସ୍ଥ୍ୟ ଗତ କାରଣରୁ ଛୁଟିରେ ଯାଇଥିବା ହେତୁ ତାଙ୍କ ସ୍ଥାନରେ ଶ୍ରୀ…
କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ୯୨.୩୭ କୋଟି ଟଙ୍କାର ବୋନସ୍
କେନ୍ଦୁପତ୍ର କଲ୍ୟାଣ ବୋର୍ଡରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ମୃତ୍ୟୁ ଓ ଅକର୍ମଣ୍ୟତା କ୍ଷେତ୍ରରେ ସହାୟତା ଦୁଇ ଲକ୍ଷକୁ ବୃଦ୍ଧି
ଭୁବନେଶ୍ବର(ଶାସକ ପ୍ରଶାସକ) : କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୯୨.୩୭ କୋଟି ଟଙ୍କାର…
ବିପିନ ବିହାରୀ କ୍ରିକେଟ ଟୁର୍ଣ୍ଣାମେଂଟ : ମଳିପଡ଼ା ଚାମ୍ପିଅନ
ଭୁବନେଶ୍ୱର : ବିପିନ ବିହାରୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ବାରଘର ପାଟଣାକୁ ପରାସ୍ତ କରି ଚାମ୍ପିଅନ ହୋଇଛି ମଳିପଡ଼ା । ଡକ୍ଟର ବିଜୟ କୁମାର ସୁନ୍ଦରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନୀ ମହୋତ୍ସବରେ ମୁଖ୍ୟଅତିଥି ଭାବେ ପ୍ରକାଶ ବିଜୁଳି, ମୁଖ୍ୟବକ୍ତା ଭାବେ…
ମୁଖ୍ୟମନ୍ତ୍ରୀ ବାହାରକୁ ଆସି ବାସ୍ତବ ସ୍ଥିତି ଜାଣନ୍ତୁ ଏବଂ ଉଚିତ ସେବା କରନ୍ତୁ : ପୁରନ୍ଦେଶ୍ୱରୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିକୁ ଦିନିକିଆ ଗ୍ରସ୍ତରେ ଆସି ସ୍ଥାନୀୟ ପ୍ରଦକ୍ଷଣ ଗୃହ ଠାରେ ସାମ୍ବାଦିକ ମାନଙ୍କୁ ବିଜେପି ଜାତୀୟ ସମ୍ପାଦିକା ଡଃ ଡି.ପୁରନ୍ଦେଶ୍ୱରୀ କହିଥିଲେ ଯେ , ଏଠାକାର ଓଡିଶା ଲୋକେ ଥରେ ଚିନ୍ତା କରି ଦେଖନ୍ତୁ…
ବାଳିକା ଉଚ୍ଚ ବିଦ୍ୟାଳୟରେ ପୁସ୍ତକ ଓ ମାସ୍କ ବଂଟନ
ପଦ୍ମପୁର- ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ଦଶମ ଶ୍ରେଣୀ ଛାତ୍ରୀ ମାନଙ୍କୁ ପୁସ୍ତକ ଓ ମାସ୍କ ବଂଟନ କରାଯାଇଛି । ଉକ୍ତ ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ ତଥା ଶିକ୍ଷାପ୍ରେମୀ ଶ୍ରୀଯୁକ୍ତ ଗୋବିନ୍ଦ ପ୍ରକାଶ ଅଗ୍ରୱାଲ ଉପସ୍ଥିତ…
ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅନୁଗୁଳ(ଶାସକ ପ୍ରଶାସକ) – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପ୍ରତ୍ୟକ୍ଷ ଦର୍ଶନ କରି ନିଜକୁ କୁତାର୍ଥ ମନେ କରୁଥିବା କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଲୋକମାନଙ୍କ ସହଯୋଗ କାରଣରୁ ମା’ ହିଙ୍ଗୁଳାଙ୍କ ମନ୍ଦିରର ଭବ୍ୟତା…
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସମୃଦ୍ଧ ଅଂଚଳ ହେବ ଅନୁଗୁଳ – ଧର୍ମେନ୍ଦ୍ର ପ୍ରଧାନ
ଅନୁଗୁଳରେ ବିଜେପିର ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ
ଦଳରେ ଶତାଧିକ ବିଜେଡି, କଂଗ୍ରେସ ଓ ବିଏସପି କର୍ମୀଙ୍କ ଯୋଗଦାନକୁ ସ୍ୱାଗତ
ସମସ୍ତଙ୍କ ଯୋଗଦାନ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବ
ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବାର୍ତାକୁ ଘରେ ଘରେ…