ଜମନକିରା ବାଙ୍ଗଟାଲରେ ପାଣି ସମସ୍ୟା।

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ଜମନକିରା ବ୍ଲକ ଅଂଚଳରେ ଏଵେ ପାଣି ସମସ୍ୟା କୁ ନେଇ ଵହତୁ ଅସୁବିଧା ଦେଖିବାକୁ ମିଳୁଛି । ଅନେକ ଅଞ୍ଚଳ ଲୋକେ ପାଣି ପାଇଁ ଛାନିଆ ହେଉଥିବା ମଧ୍ୟ ଅଭିଯୋଗ ହେଉଛି l କେତେକ ସ୍ଥାନରେ ଲୋକେ ପାଣି ପାଇଁ ୨/୩ କିଲୋମିଟର  ପାଣି ଆଣିବାକୁ ଯିବାର ଅଭିଯୋଗ ହେଇଛି l…

ବିଜେଡିର ଯୁବ-ଛାତ୍ର ନେତାଙ୍କୁ ଖିଣ୍ଡାଛକରେ ସ୍ୱାଗତ ସମ୍ବର୍ଦ୍ଧନା।

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଠାରେ ସୋମବାର ଆୟୋଜିତ ହେଉଥିବା ବିଜୁ ଜନତା ଦଳ ଯୁବ-ଛାତ୍ର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ବିଜେଡି ରାଜ୍ୟ ଯୁବ ସଭାପତି ବ୍ୟୋମକେଶ ରାୟ, ଯୁବବ୍ୟାପାର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତ ରାୟ ଏବଂ ବିଜେଡି ରାଜ୍ୟ ଛାତ୍ର ସଭାପତି ଦେବୀରଞ୍ଜନ…

ସମ୍ବଲପୁର ରେ ବିଜେଡି ର  ଯୁବ ଛାତ୍ର ସମ୍ମିଳନୀ 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ବିଜୁ ଜନତା ଦଳ ପକ୍ଷରୁ ଯୁବ ଓ ଛାତ୍ର ସଙ୍ଗଠନକୁ ସମ୍ବଲପୁର ଜିଲ୍ଲାରେ  ଆହୁରି ଦୃଢ଼ କରିବା ପାଇଁ  ଯୁବ-ଛାତ୍ର ନେତୃତ୍ୱ ସମ୍ମିଳନୀର ଆୟୋଜନ କରାଯାଇଛି।  ସମ୍ୱଲପୁର ଠାରେ ଜିଲ୍ଲା ଯୁବ-ଛାତ୍ର ନେତୃତ୍ୱ ସମ୍ମିଳନୀର ଅବସରରେ ଏକ ବିଶାଳ ରାଲି ସହର ପରିକ୍ରମା…

କଫ ସିରଫ ଚୋରା ଚାଲାଣ, ୪ ଗିରଫ I

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ପୋଲିସ  ଓ ସ୍ପେଶାଲ ସ୍କ୍ୱାଡ଼ ଦ୍ୱାରା ମିଳିତ ଚଢ଼ଉ ସମୟରେ ଅବୈଧ୍ୟ କଫ ସିରଫ, କଫ ଏବଂ ନିଶା ବଟିକା ଜବତ କରାଯାଇଛି। ସୋମବାର ସନ୍ଧ୍ୟା ସମୟରେ ଏ ସର୍ମ୍ପକରେ ଜ଼ିଲ୍ଲା  ପୋଲିସ ଆରକ୍ଷୀ ଅଧିକ୍ଷକ ବ. ଗଙ୍ଗାଧର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା…

ଲରମ୍ଭI ମହାବିଦ୍ୟାଳୟ ଗଣିତ ଅଧ୍ୟାପକ ବସନ୍ତ ପ୍ରଧାନଙ୍କ ପରଲୋକ I

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ):  ଲରମ୍ଭI ମହାବିଦ୍ୟାଳୟ ଗଣିତ ଅଧ୍ୟାପକ ତଥା ସୋନପୁର ଜ଼ିଲ୍ଲା ଡୁଙ୍ଗୁରିପାଲି ବ୍ଲକ ତମାମୁରା ପଂଚାୟତ ଭାଟବାହାଲି ଗ୍ରାମ ମୂଳ ନିବାସୀ ସମ୍ବଲପୁର ଏନ.ଗୁହା ଲେନ ବାସିନ୍ଦା ବସନ୍ତ ପ୍ରଧାନ (୫୫) ଙ୍କ ରବିବାର ବୁର୍ଲା  ଭିମସାର କୋଭିଡ ହସ୍ପିଟାଲ ରେ  ପରଲୋକ…

ଗଣେଶ ନଗର କ୍ରିକେଟ କ୍ଲବ  ପକ୍ଷରୁ  କ୍ରିକେଟ ପ୍ରତିଯୋଗିତା ଉଦଯାପିତ।

ସମ୍ବଲପୁରରୁ ରମାକାନ୍ତ  ବିଶ୍ବାଳ : ରେଙ୍ଗାଲି ବ୍ଲକ  ଗଣେଶନଗର  କ୍ରିକେଟ କ୍ଲବ ପକ୍ଷରୁ ଗଣେଶ ନଗର  କ୍ରୀଡା ପ୍ରାଙ୍ଗଣରେ ଆଜିକୁ ୫ ଦିନ ହେବ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି।  ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତି ଦିନ ୩ଟି ମ୍ୟାଚ ଖେଳା ଯାଉଥିଲା ଯେଉଁଥିରେ ପ୍ରତି ଇନିଙ୍ଗସ ରେ ଦଶ…

ଆଜିଠୁ ଖୋଲିଲା ବିଶ୍ୱବିଦ୍ୟାଳୟ

ସମ୍ବଲପୁର/-ରମାକାନ୍ତ ବିଶ୍ବାଳ--: ଆଜିଠୁ ଖୋଲିଲା ସାରା ରାଜ୍ୟରେ ଖୋଲିଲା  ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ । ପ୍ରାୟ ୯ ମାସ ପରେ କୋଡିଡ କଟକଣା ମଧ୍ୟରେ   ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ସରକାର ନିଦ୍ଦେର୍ଶ ଦେବା ପରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି  । ସମ୍ବଲପୁର ଜିଲ୍ଲା ର…

ଅନଲାଇନ ଯୁଗରେ ପୁଣି ଏତେ ବିଳମ୍ବ କାହିଁକି?

କେବଳ ନାମରେ ଥିବା ଭୁଲ ପାଇଁ କ'ଣ ପେନସନରୁ ବଞ୍ଚିତ ହେବା ନ୍ୟାୟୋଚିତ?  ଝାରସୁଗୁଡ଼ା :(ସୁଭାଷ ସହାରେ) : ଜିରା କଲେତ (ଘସିଏନି)। ଠିକଣା ପୁରୁଣାବସ୍ତି, ଭାଟିପଡ଼ା, ୱାର୍ଡ଼ ନମ୍ବର ୧୭।ସୁପର ଭାବରେ ୧ ଏପ୍ରିଲ ୧୯୬୮ରୁ ଝାରସୁଗୁଡ଼ା ପୌର ପରିଷଦରେ କାର୍ଯ୍ୟ କରି ଆସୁଥିଲେ। ଗତ ୧୬ ମେ ୨୦୦୫ ରେ…

ଝାରସୁଗୁଡ଼ାରେ ଆରୋପ ପ୍ରତ୍ୟାରୋପ ରାଜନୀତି। 

ଝାରସୁଗୁଡ଼ା ବିଜେପିର ମୁଖ୍ୟ ଟାର୍ଗେଟରେ ନବଦାସ।  ଝାରସୁଗୁଡ଼ା :(ସୁଭାଷ ସହାରେ)-ରାଜନୀତିର ପଶାପାଳିରେ କିଏ କେତେବେଳେ କେଉଁ ବାଜି ଖେଳି ପ୍ରତିଦ୍ୱନ୍ଦୀକୁ ଧରାଶାୟୀ କରିବ ତାହାର ଯୋଜନା କରିବା କିଛି ନୂଆ କଥା ନୁହେଁ। ଦୀର୍ଘ ଦିନରୁ ଝାରସୁଗୁଡ଼ା ଜିଲ୍ଲାରେ ଏକାଧିପତ୍ୟ ବଜାୟ ରଖିବାରେ ସକ୍ଷମ…

ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀଙ୍କ ବରଗଡ ଜିଲ୍ଲା ଗସ୍ତ 

 କ୍ଷେତ୍ର ପରିଦର୍ଶନ, ପ୍ରକଳ୍ପ ଉଦଘାଟନ ସହ କାର୍ଯ୍ୟ ସମୀକ୍ଷା  ଭୁବନେଶ୍ୱର(ଶାସକ ପ୍ରଶାସକ) :  ଓଡ଼ିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ  ଚାରି ଦିନିଆ ପଶ୍ଚିମ ଓଡ଼ିଶା ଗସ୍ତରେ ଆସି ଆଜି ପ୍ରଥମ ଦିନରେ ବରଗଡ଼ ଜିଲ୍ଲାରେ ପହଞ୍ଚି ବିଜେପୁର ନିର୍ବାଚନ ମଣ୍ଡଳୀର ବରମୁଣ୍ଡା…