ଏଥର ବାଜିବ ବାଜା , ଝଲସିବ ରୋଷଣୀ

ବିବାହ ଶୋଭାଯାତ୍ରାକୁ ସରକାରଙ୍କ ସର୍ତ୍ତମୂଳକ ଅନୁମତି ,ଏସଆରସି ଜାରିକଲେ ବିଜ୍ଞପ୍ତି   ଭୁବନେଶ୍ୱର (ଶାସକ ପ୍ରଶାସକ) : ଏଥର ବାହାଘର,ବ୍ରତଘରରେ ବାଜିବ ବାଜା , ଝଲସିବ ରୋଷଣୀ | ରାଜ୍ୟ ସରକାର ଦେଇଛନ୍ତି ସର୍ତ୍ତମୂଳକ ଅନୁମତି | ବିବାହ ଉତ୍ସବରେ ହେବ ପ୍ରୋସେସନ୍, ପ୍ରୋସେସନ୍‌କୁ…

ମାଟ୍ରିକ ପରୀକ୍ଷା ଫିସ୍ ଛାଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଉପକୃତ ହେବେ  ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ  ରାଜ୍ୟ ସରକାର ବହନ କରିବେ ୨୭ କୋଟି ଟଙ୍କା ବ୍ୟୟଭାର ।   ପ୍ରତି ମାଟ୍ରିକ ପରୀକ୍ଷାର୍ଥିଙ୍କୁ ଛାଡ ହେବ  ୪୨୦ ଟଙ୍କା ଲେଖାଏଁ ଫିସ୍‌  ଭୁବନେଶ୍ବର : ଛାତ୍ର ସମାଜର ବୃହତର ସ୍ବାଥ କୁ ଦୃଷ୍ଟିରେ ରଖି  ଚଳିତ ବର୍ଷ …

ଜାତୀୟ ଯୁବ ଦିବସ : ରାଜ୍ୟ ଯୁବକଲ୍ୟାଣ ପରିଷଦ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର,(ଶାସକ ପ୍ରଶାସକ): ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜୟନ୍ତୀ ଏବଂ ଜାତୀୟ ଯୁବ ଦିବସ ଉପଲକ୍ଷେ ରାଜ୍ୟ ଯୁବକଲ୍ୟାଣ ପରିଷଦ ଏବଂ ରାଜ୍ୟ ରକ୍ତ ସଂଚାଳନ ପରିଷଦର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛିା ବିଜୁ ପଟ୍ଟନାୟକ ରାଜ୍ୟ ଯୁବକଲ୍ୟାଣ ଭବନ ପରିସରରେ ଆୟୋଜିତ ଏହି…

ଯୁବଶକ୍ତିର ସଫଳ ବିନିଯୋଗ ଦ୍ୱାରା ଉନ୍ନତ ରାଷ୍ଟ୍ର ନିର୍ମାଣ ସମ୍ଭବ: ମନ୍ତ୍ରୀ

ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ପାଳିତ ଭୁବନେଶ୍ୱର,(ଶାସକ ପ୍ରଶାସକ) : କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଆୟୋଜିତ ଉତ୍ସବରେ ଇଲେକ୍ଟ୍ରୋନିକ୍ସ , ସୂଚନା…

ଆସାମ ନିର୍ବାଚନ : ନଡ୍ଡାଙ୍କ ସହ ବୈଜୟନ୍ତଙ୍କ ବୈଠକ 

ନୂଆଦିଲ୍ଲୀ : ଆସାମରେ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ସେଠାରେ ମାରାଥନ ବୈଠକ, ସଭା କରୁଥିବା ବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୁଇ ଦିନ ଆସାମ ଯାଇ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହ ନିର୍ବାଚନ ପ୍ରସ୍ତୁତି ଦେଖିଛନ୍ତି। ଏହା କାର୍ଯ୍ୟକର୍ତ୍ତାଙ୍କୁ ଅଧିକ…

ପରୀକ୍ଷା ଫି ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କଲା ବିଜୁ ଛାତ୍ର ଜନତା ଦଳ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ପରୀକ୍ଷା ଫି ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଜୁ ଛାତ୍ର ଜନତା ଦଳ ସଭାପତି ଦେବିରଂଜନ ତ୍ରିପାଠୀ ପତ୍ରଲେଖି ଅନୁରୋଧ କରିଛନ୍ତି | କୋଭିଡି ମହାମାରୀ ସମୟରେ ଟେଷ୍ଟିଙ୍ଗ ଠାରୁ ଆରମ୍ଭ କରି ଚିକିତ୍ସା…

ବିପଦ ସଂକୁଳ ଅବସ୍ଥାରେ ଚିରାଲ ନାଲା ବ୍ରିଜ଼ 

ରାସ୍ତା ପାର୍ଶ୍ଵ ରେ ବଡ଼ ଗର୍ତ, ଅଳ୍ପକେ ଦୁର୍ଘଟଣାରୁ ବଞ୍ଚୁଛନ୍ତି ଲୋକେ। ଚିନ୍ତା ରେ ଯାତାୟାତ ଜନସାଧାରଣ, ମରାମତି ଦାବି। ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ର ଲଉଡିଦରହା ଗ୍ରାମ ପଞ୍ଚାୟତ ର ଲଉଡିଦରହା ଗ୍ରାମ ଓଡିଶା ଛତିଶଗଡ଼ ର ସୀମାରେ ଥିବା…

ଅଚଳ ନଳକୂପ ମରାମତି ଦାବି

ଝାରବନ୍ଧ-ମନୋହର ଦାଶ: ରାଜ୍ୟ ସରକାର ପାନୀୟ ଜଳ ଯୋଗାଣ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସ୍ୱତନ୍ତ୍ର ପାନୀୟ ଜଳ ଯୋଗାଣ ରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ପଞ୍ଚାୟତ ସମିତି ଠାରୁ ପଞ୍ଚାୟତ ସ୍ତରରେ ସରକାର କର୍ମଚାରୀ ନିଯୁକ୍ତି କରିଛନ୍ତି ।ସବୁ ଗ୍ରାମ ର କେହିବି ଜଣେ ହେଲେ…

ଅନୁପ୍ରବେଶକାରୀଙ୍କ କବ୍ଜାରେ ସରଂକ୍ଷିତ ଜଙ୍ଗଲ

ଉଚ୍ଛେଦ ଦାବିରେ ବନ ସୁରକ୍ଷା ସମିତିର ରେଞ୍ଜ କଯ୍ୟାଳୟ ଘେରାଉ। ୧୮ ରେ ଜାତୀୟ ରାଜପଥ ଅବରୋଧ ସହ ଡିଏଫଓ ଅଫିସ ଘେରିବେ। ମୁଖ୍ୟ ମନ୍ତ୍ରୀଙ୍କ ସମେତ ବନ ବିଭାଗୀୟ ମୁଖ୍ୟ ଅଧିକାରୀ, ଜିଲ୍ଲା ପ୍ରଶାସନଙ୍କୁ ଦାବିପତ୍ର। ରେଢାଖୋଲ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା…

ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ବଡବାହାଳ ପଞ୍ଚାୟତ ଅନ୍ତର୍ଗତ ଲଇଣ୍ଡାମାଳ ଗ୍ରାମର ସରତ ପ୍ରଧାନ, ରାମ ଚନ୍ଦ୍ର ପ୍ରଧାନ, ଜୋଶବନ୍ତ ପ୍ରଧାନ, ଲଛମନ  ପ୍ରଧାନ ଆଦି ୪ଜଣ ବ୍ୟକ୍ତି ଉକ୍ତ ଗ୍ରାମର ସରକାରୀ ଜମିରେ ଦୀର୍ଘ ଦିନ ହେଲା  ଖଳା ଓ ଗାଈ ଗୁହାଳ କରି…