ଲିଙ୍ଗରାଜ ବେହେରା କଳାହାଣ୍ଡି ଯୁବ କଂଗ୍ରେସ ଉପ ସଭାପତି ମନୋନୀତ 

0 2

କଳାହାଣ୍ଡି/ତୁଳମଣି ନାଗ: କଳାହାଣ୍ଡି ଯୁବ କଂଗ୍ରେସ ଉପ ସଭାପତି ମନୋନୀତ  ହୋଇଛନ୍ତି ଶ୍ରୀ ଲିଙ୍ଗରାଜ ବେହେରା।ଏହିଁ ନିଯୁକ୍ତି ପରେ ଶ୍ରୀ ବେହେରା  କଂଗ୍ରେସ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଓ ସମସ୍ତ ନେତାମାନଙ୍କୁ ଧନ୍ୟବାଦ ଦେଇଛନ୍ତି।

 ସେ ଏହି ନିଯୁକ୍ତି ପାଇଁ  ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତ ଚରଣ ଦାସ, ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଭାରତ ଭୂଷଣ ବେମାଳ ଜୀ, ଧର୍ମଗଡ ନିର୍ବାଚନ ମଣ୍ଡଲୀ ବିଧାୟକ ପ୍ରାର୍ଥି ଦିଗାମ୍ବର ଦୁରିଆ, ଯୁବ ନେତା ସାଗର ଚରଣ ଦାସ, ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଡ. ସ୍ମୁତି ରଞ୍ଜନ ଲେଙ୍କା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ସାଉଳ ମଙ୍ଗରାଜ, ପ୍ରଦେଶ ଯୁବ କଂଗ୍ରେସ ଉପସଭାପତି ତଥା କଲାହାଣ୍ଡି ପ୍ରଭାରି ଅଙ୍କିତ ସିଂଘାଇ,  ପ୍ରଦେଶ ଯୁବ କଂଗ୍ରେସ ଉପସଭାପତି ତ୍ରିଲୋଚନ ପାଣିଗ୍ରାହୀ, ପ୍ରଦେଶ ଯୁବ କଂଗ୍ରେସ ସଂମ୍ପାଦକ ମହମ୍ମଦ ସାହେବ ଏବଂ କଲାହାଣ୍ଡି ଜିଲ୍ଲା କଂଗ୍ରେସର ସମସ୍ତ ବରିଷ୍ଠ କଂଗ୍ରେସ ନେତା ସମସ୍ତ ଗୁରୁଜନ ଏବଂ  ଯୁବ କଂଗ୍ରେସ ସାଥୀ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ତାଙ୍କ  ଉପରେ ଆସ୍ଥା ଓ ବିଶ୍ୱାସ ରଖି ଯେଉଁ ଗୁରୁ ଦାୟିତ୍ୱ ଦିଆ ଯାଇଛି  ତାହା ସେ ନିଷ୍ଠାର ସହ ପାଳିବା ସହିତ କଂଗ୍ରେସ ଦଳର ବିଚାର ଧାରାକୁ ତୃଣ ମୂଳ ସ୍ତରରେ ପହଞ୍ଚେଇବା ସହ କଂଗ୍ରେସ ଦଳକୁ ମଜବୁତ କରିବା ପାଇଁ କାମ କରିବେ  ବୋଲି କହିଛନ୍ତିl 

 

Leave A Reply

Your email address will not be published.