Sign in
Sign in
Recover your password.
A password will be e-mailed to you.
ଅଭିଯୋଗ : ସାମ୍ବାଦିକଙ୍କୁ ତହସିଲଦାରଙ୍କ ଦୁର୍ବ୍ୟବହାର
ମୋବାଇଲ ଛଡାଇନେଇ ତଥ୍ୟ କଲେ ଡିଲିଟ !
.ପଦ୍ମପୁର(ଶାସକପ୍ରଶାସକ)-ବିଭିନ୍ନ ସମୟରେ ବିଭିନ୍ନ ଜାଗାରେ ଖବର ସଂଗ୍ରହ କରୁଥିବା ସମୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରତି ଆକ୍ରମଣ ହେଉଥିବା ଖବର ସାମନାକୁ ଆସିଥାଏ । ଏଭଳି ଅଭାବନୀୟ ଅଭିଯୋଗ ଆସିଛି ଜଣେ ସରକାରୀ ବାବୁଙ୍କ ନାମରେ ।
ପଦ୍ମପୁର…
ଚାଷି ସମସ୍ୟା ସମାଧାନ ଦାବିରେ ୨୧ରେ ପଶ୍ଚିମ ଓଡିଶା ବିଜେପି ଘେରିବ ଆରଡିସି କାର୍ଯ୍ୟାଳୟ
ସମ୍ବଲପୁର/ରମାକାନ୍ତ ବିଶ୍ବାଳ :ବର୍ତ୍ତମାନ ସାରା ରାଜ୍ୟରେ ଚାଷି କୂଳ ନିଜ ଉତ୍ପାଦିତ ଧାନ ବିକ୍ରି କରିନପାରି ଚିନ୍ତା ରେ ଥିବାବେଳେ ରାଜ୍ୟ ସରକାର ଚାଷି ଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ବିରୋଧୀ ଦଳନେତା ପ୍ରଦିପ୍ତ ନାଏକ ଅଭିଯୋଗ କରିଛନ୍ତି ।…
କେନ୍ଦ୍ରର ତିନି କୃଷକ ବିରୋଧି ଆଇନ କୁ ବିରୋଧ କରି ତୀବ୍ର ଆନ୍ଦୋଳନ ପାଇଁ ପ୍ରସ୍ତୁତି
ବରଗଡ :- କେନ୍ଦ୍ର ସରକାର ଙ୍କ ତିନି କୃଷି ଓ କୃଷକ ବିରୋଧୀ ଆଇନର ବିରୋଧ ରେ ସାରା ଦେଶର କୃଷକ ବର୍ତମାନ ରାଜରାସ୍ତାରେ । ଦିଲ୍ଲୀ ର ବିଭିନ୍ନ ସୀମାରେ ଲକ୍ଷ ଲକ୍ଷ ଚାଷୀ ବିଗତ ପଚାଶ ଦିନରୁ ଉର୍ଦ୍ଧ୍ବ ସମୟ ଧରି ପ୍ରଦର୍ଶନ କରୁଛନ୍ତି । ଇତି ମଧ୍ୟରେ କେନ୍ଦ୍ର ସରକାର ଙ୍କର ସହିତ କୃଷକ…
ପାର୍ବଣ ବିଶେଷ ଟ୍ରେନ ଚଳାଚଳ ଅବଧି ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ବଢ଼ିଲା |
ଭୁବନେଶ୍ୱର(ଶାସକ ପ୍ରଶାସକ) ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ନିମ୍ନ ୨୧ ଟି ଯୋଡ଼ା ବିଶେଷ ଟ୍ରେନ ଗୁଡିକର ଚଳାଚଳ ଅବଧିକୁ ୨୦୨୧ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧିକରିବାକୁ ନିଷ୍ପତ୍ତି ନିଆଯାଇଅଛି |
01. ଭୁବନେଶ୍ୱର ରୁ ପ୍ରତି ବୁଧବାର ଓ ରବିବାର ଦିନ ଏବଂ ଆନନ୍ଦ…
ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ ପକ୍ଷରୁ ଶୀତ ବସ୍ତ୍ର ପ୍ରଦାନ।
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପଣ୍ଡଲୋଇ ଠାରେ କାର୍ଯ୍ୟରତ ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନାର୍ଜି ଲିମିଟେଡ ପକ୍ଷରୁ ଶୁକ୍ରବାର ଦିନ ସିଏସଆର କାର୍ଯ୍ୟକ୍ରମରେ ବ୍ଲକର ନିଶାନଭଙ୍ଗା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତର ୨୦୦ ଜଣ ହିତାଧିକାରୀଙ୍କୁ ଶୀତ …
ବ୍ରହ୍ମପୁର ଚୋର ପଶ୍ଚିମ ଓଡିଶା ରେ ସକ୍ରିୟ
ଟୋଲ ଗେଟ ସୁରକ୍ଷା ପରିଚାଳନା ଅବହେଳା ଯୋଗୁଁ ୨ଲକ୍ଷ ଲୁଟ ସଫଳ
ଚାଷିର ଧାନ ବିକ୍ରି ଦୁଇ ଲକ୍ଷ ଟଙ୍କା ଡ଼ିକି ତାଡି ଲୁଟ
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ) : କତରବଗା ଥାନା ଲଇଡା ଅଞ୍ଚଳ ମରାପତରା ପାହାଡ଼ପାଲି ଗ୍ରାମ ର ଚାଷୀ ପ୍ରମୋଦ କୁମାର ପଟେଲ ସମ୍ବଲପୁର କେନ୍ଦ୍ର ସମବାୟ…
ସାବଧାନ : ବଜାରରେ ମିଳୁଛି ନକଲି ସର୍ଫ ଏକସେଲ
ନକଲି ସର୍ଫ ଗୋଦାମ ଉପରେ ଚଡାଉ ।
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ - ରାଜ୍ୟର କଟକ ଜିଲ୍ଲା ପରେ ସମ୍ବଲପୁର ଜିଲ୍ଲା ରେ ମଧ୍ୟ ଧରାପଡିଛି ନକଳି ସାମଗ୍ରୀ ଗୋଦାମ । ସମ୍ବଲପୁର ସହରର ବରେଇପାଲି ମୁଙ୍ଗାପଡା ଠାରେ ଥିବା ଏକ ଗୋଦାମ ରୁ ଅଇଁଠାପାଲି ପୋଲିସ ଚଡାଉକରି ଜବତ କରିଛି ସହ ସହ ବସ୍ତା…
ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ ମନ୍ଦିର ନିର୍ମାଣାର୍ଥେ ନିଧି ସଂଗ୍ରହ ମହା ଅଭିଯାନ : ସହଯୋଗ ପାଇଁ ଅନୁରୋଧ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶ୍ରୀରାମ ଜନ୍ମଭୂମୀ ମନ୍ଦିର ନିଧି ସମର୍ପଣ ସମିତିର ଆବହକତ୍ଵରେ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମୀ ଭବ୍ୟ ନିର୍ମାଣାର୍ଥେ ଦାନପାଣ୍ଠି ସଂଗ୍ରହ ନିମନ୍ତେ ବିଶେଷ ଅଭିଯାନ ସମ୍ପର୍କିତ…
ଗଜପତି ଜିଲ୍ଲାରେ କୋଭିଡ୍-୧୯ ଟିକାକରଣର ଶୁଭାରମ୍ଭ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପ୍ରସୂତିକାଳୀନ ଏବଂ ଶିଶୁସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଗଜପତି ଜିଲ୍ଲା ସ୍ତରୀୟ କୋଭିଡ୍-୧୯ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି ।
ଏହି ଅବସରରେ ପ୍ରଥମେ ଜାତୀୟ…
ଏବେ ସ୍କୁଲ ଉପରେ ନଜର : ସକାଳୁ ସକାଳୁ ସ୍କୁଲରେ ପାଣ୍ଡିଆନ
ଭୁବନେଶ୍ୱର (ଶାସକ ପ୍ରଶାସକ): କେତେବେଲେ ପୁରୀ, ତା କେତେବେଳେ କଟକ | କେତେବେଳେ ତାରାତାରିଣୀ ତ କେତେବେଳେ ଲାଙ୍ଗରାଜ ମନ୍ଦିର ଆଦି ସ୍ଥାନକୁ ଅଚାନକ ଗସ୍ତ କରି ଶେଷ୍ଠ ଗୁଡିକର ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ଭିତ୍ତିଭୂମି ବା ବିକାଶମୂଳକ କାର୍ଯ୍ୟ ଅନୁଧ୍ୟାନ କରି ସେଗୁଡିକ ତ୍ୱରାନ୍ୱିତ କରି…