ସାନ୍ତାଳ ସମ୍ପ୍ରଦାୟର ସାମୁହିକ ଅସ୍ଥି ବିସର୍ଜନ ଦାମୋଦର ଯାତ୍ରା

ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ପୌରପରିଷଦର ସୁନାମୁହିଁସ୍ଥିତ  ବୁଢ଼ାବଳଙ୍ଗ, ଜରାଳୀ ଓ ସରାଳି ନଦୀର ସଙ୍ଗମ ସ୍ଥଳି ବାରୁଣୀ ନିକଟରେ ଆଦିବାସୀ(ସାନ୍ତାଳ) ସମ୍ପ୍ରଦାୟର ସାମୁହିକ ଅସ୍ଥି ବିସର୍ଜନ ଦାମୋଦର ଯାତ୍ରାର ଦ୍ୱିତୀୟ ଦିବସରେ ପହଁଞ୍ଚିଥିବା ବେଳେ ହଜାର ହଜାର ସଂଖ୍ୟାରେ ଜନସମାଗମ…

ସାରସକଣା ଜିଲ୍ଲାପରିଷଦ ଉପନିର୍ବାଚନକୁ ନେଇ ଚଳଚଞ୍ଚଳ ରାଜନୈତିକ ପାଣିପାଗ  

୧୮ରେ କମ୍ପିବ ବାରିପଦା, ଶେଷ ଦିନରେ ନାମାଙ୍କନ ଭରିବେ ସମସ୍ତ ପ୍ରାର୍ଥୀ ବିଜେଡ଼ି, ବିଜେପି, କଂଗ୍ରେସ ଓ ଜେଏମଏମ ପକ୍ଷରୁ ର୍ପାର୍ଥୀମାନଙ୍କ ନାମ ଘୋଷଣା ବାରିପଦା(ଦିଲ୍ଲୀପ ମହାନ୍ତି) : ସାରସକଣା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫୬ ନଂ ଜୋନ ଜିଲ୍ଲାପରିଷଦ ଉପନିର୍ବାଚନକୁ ନେଇ…

ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଲା ବିଜେପି 

"ଓଡିଶାର ୯୧ ପ୍ରତିଶତ ଜନତା ମୋଦି ସରକାରଙ୍କ କାମରେ ଖୁସି ଅଛନ୍ତି" ଭୁବନେଶ୍ୱର : ଏବିପି-ସି ଭୋଟର ପକ୍ଷରୁ ହୋଇଥିବା ଜନମତ ସର୍ଭେରୁ ଜଣାପଡିଛି ଯେ, ସାରା ଦେଶର ଜନତା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଧିକ ପସନ୍ଦ କରୁଛନ୍ତି । ପ୍ରଧାନମନ୍ତ୍ରୀ ପଦ ପାଇଁ କିଏ ଶ୍ରେଷ୍ଠ …

ନକଲି ସାର୍ଟିଫିକେଟ୍ ଦେଇ ଶିକ୍ଷକତା, ଜଣାପଡ଼ିବା ପରେ ଶିକ୍ଷୟିତ୍ରୀ ଫେରାର୍!

( ରେଢ଼ାଖୋଲ ସ୍ୱତନ୍ତ୍ର ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ): ଜାଲ ସାର୍ଟିଫିକେଟ ଦେଇ ଶିକ୍ଷକତା କରିବା ମହଙ୍ଗା ପଡ଼ିଲା। ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକର ଗରଗଡ଼ବାହାଲ ୟୁପି ସ୍କୁଲରୁ ଆସିଛି। ଏହି ସ୍କୁଲରେ ମନାଲିସା ଷଣ୍ଡ ୨୦୧୬ରେ ଖେଳ…

ପ୍ରଗତି ପ୍ରିୟଦର୍ଶିନୀ ଫେସ୍‍ ଅଫ୍‍ ଦ ଇୟର

ଅବିକା କ୍ୟାଲେଣ୍ଡର୍‍ ଗ୍ରାଣ୍ଡଫିନାଲେ ଭୁବନେଶ୍ୱର: ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ‘ଅବିକା’ ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍‍ ପ୍ରତିଯୋଗିତାରେ ‘ଫେସ୍‍ ଅଫ୍‍ ଦ ଇୟର ୨୦୨୧’ ଭାବେ ମନୋନୀତ ହୋଇଛନ୍ତି ପ୍ରଗତି ପ୍ରିୟଦର୍ଶିନୀ । ସ୍ଥାନୀୟ…

ମରିସସରେ ନିଖୋଜ ଓଡିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ 

ଭୁବନେଶ୍ବର,- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ମରିସସରେ ନିଖୋଜ ଓଡିଆ ଯୁବକ ଟୁନା ନାୟକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ମରିସସରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି।…

ରାଜ୍ୟରେ ଖରିଫ ଧାନସଂଗ୍ରହ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଯୋଗାଣ ମନ୍ତ୍ରୀଙ୍କ ନର୍ଦ୍ଦେଶ

ଆଜି ସୁଦ୍ଧା ମୋଟ ୩୫ ଲକ୍ଷ ୬ ହଜାର ୧୮୩ ମେଟ୍ରିକ  ଟନ୍ ଧାନ ସଂଗ୍ରହ ଗତବର୍ଷ ଆଜି ଦିନ ତୁଳନାରେ ୨୨ ପ୍ରତିଶତ ଅଧିକ ଧାନସଂଗ୍ରହ ଭୁବନେଶ୍ୱର,(ଶାସକ ପ୍ରଶାସକ) : ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ରାଜ୍ୟରେ ଖରିଫ ଧାନସଂଗ୍ରହ କାର୍ଯ୍ୟ ଚାଲୁ ରହିଥିବା ବେଳେ…

ବିପିଏଲ ପରିବାର ଓ ବରିଷ୍ଠ ନାଗରିକଙ୍କ ପାଇଁ କରୋନା ଟୀକା ମାଗଣା କରାଯାଉ 

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କଲେ ପିସିସି ସଭାପତି ନିରଞ୍ଜନ  ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁସ୍ୱାସ୍ଥ୍ୟ କାମନା କରିବା ସହିତ ରାଜ୍ୟରେ ଆରମ୍ଭ କରାଯାଇଥିବା…

ମେମୋୟ ମିଶ୍ରଙ୍କ ‘Being Bad is Being Good’  ପୁସ୍ତକ ଉନ୍ମୋଚିତ

"ଦୁର୍ବାର ସୃଜନୀକର୍ମର ଅସ୍ପୃହା ଥିଲେ ଭାବନାକୁ ଅତି ସ୍ୱଳ୍ପ ବୟସରେ ମଧ୍ୟ ମର୍ମସ୍ପର୍ଶୀ ଭାବେ ଚିତ୍ରିତ  କରିପାରିବେ' : ମନ୍ତ୍ରୀ ଶ୍ରୀ ଦାଶ ଭୁବନେଶ୍ୱର(ଶାସକ ପ୍ରଶାସକ):ଆଜି ମଧ୍ୟାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଅନ୍ତର୍ଜାତୀୟ କିଶୋର ପ୍ରତିଭା ଲେଖକ…