Sign in
Sign in
Recover your password.
A password will be e-mailed to you.
ଦିନ ଦହାଡେ ଖୋଲାଖୋଲି ଭାବରେ ଚାଲିଛି ସଟ୍ଟା ଖେଲ ।
ଜଣେ ସରକାରୀ କର୍ମଚାରୀ କୁଆଡେ ଏହି ଅଞ୍ଚଳର ସଟ୍ଟା କିଙ୍ଗ !!!!
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ସଟ୍ଟା ଖେଲ। ଖୋଲାଖୋଲି ଭାବରେ ବିଭିନ୍ନ ଛକ ମାନଙ୍କରେ ଚାଲିଛି ସଟ୍ଟା ଖେଲ । ସତେ ଯେମିତିକା ପୋଲିସ ପ୍ରଶାସନକୁ ସଟ୍ଟା…
ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ଟୀକାକରଣ ଅଭିଯାନ
ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା ଠାରେ ଆଜି କିଛି ସମୟ ପୂର୍ବରୁ ଆରମ୍ଭ ହୋଇଯାଇଛି ବହୁ ପ୍ରତୀକ୍ଷିତ କୋରୋନା ଟୀକାକରଣ ଅଭିଯାନ । ଡାକ୍ତରଖାନା ର ବରିଷ୍ଠ କିରାଣୀ ଶ୍ରୀ ଲମ୍ବୋଦର ପଟେଲ ଙ୍କୁ ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ , ଉପଖଣ୍ଡ ଚିକିତ୍ସା ଅଧିକାରୀ…
ଶେଷ ଇଚ୍ଛା ରକ୍ଷା କଲେ. ପତ୍ନୀଙ୍କୁ ମୁଖାଗ୍ନି ବି ଦେଲେ
ଲୋଇସିଂହା ( ସନ୍ତୋଷ କୁମାର ଠାକୁର ) : କଥା ରଖିଲେ ସ୍ୱାମୀ | ପରଲୋକଗତ ପତ୍ନୀଙ୍କ ଶେଷ ଇଛା ପୁରଣ କରିବା ସହ ତାଙ୍କୁ ମୁଖାଗ୍ନି ବି ଦେଇଛନ୍ତି ସ୍ୱାମୀ |
ବଞ୍ଜାରୀ ଗ୍ରାମର ହରେକୃଷ୍ଣ ପଟେଲଙ୍କ ଧର୍ମ ପତ୍ନୀ ସୁରମା ପଟେଲଙ୍କ (୩୮) ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ସେଜଣେ…
ଶିକ୍ଷାପ୍ରେମୀ ସ୍ୱର୍ଗତ ଗୌରାଙ୍ଗ ଚରଣ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ
ଭୁବନେଶ୍ୱର:କୋଣାର୍କ ସୁତନ ମଧ୍ୟ ଇଂରାଜୀ ବିଦ୍ୟାଳୟ(ବର୍ତମାନର ସୁତନ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଶିକ୍ଷାପ୍ରେମୀ ସ୍ୱର୍ଗତ ଗୌରାଙ୍ଗ ଚରଣ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଅବସରରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ…
ଦକ୍ଷତା ବିକାଶକୁ ଦେଶର ଉପାନ୍ତ ଗ୍ରାମ ସମେତ ସମସ୍ତ ସହରାଞ୍ଚଳରେ ପହଞ୍ଚାଇବ ପିଏମକେଭିୱାଇ 3.0
ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ ଓଡ଼ିଶା ସମେତ 6ଟି ରାଜ୍ୟର ଦକ୍ଷତା ବିକାଶ ମନ୍ତ୍ରୀ
କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀଙ୍କ ସହିତ କଥା ହେଲେ କଟକସ୍ଥିତ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ରର ପ୍ରଶିକ୍ଷାର୍ଥୀ
300ରୁ ଅଧିକ ପାଠ୍ୟକ୍ରମ ସହିତ 600 କେନ୍ଦ୍ରରେ ଆରମ୍ଭ ହେଲା…
ବନ୍ଧନ ବ୍ୟାଙ୍କ କର୍ମଚାରୀଙ୍କଠାରୁ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍
ବାରିପଦା(ଦିଲ୍ଲୀପ ମହାନ୍ତି) - ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କାଙ୍କି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ବନ୍ଧନ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଚାରିଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ କରି ଫେରାର ହୋଇଥିବା ଖବର ହସ୍ତଗତ ହୋଇଛି।…
ଆରମ୍ଭ ହେବ ବହୁ ପ୍ରତିକ୍ଷୀତ କରୋନା ଟୀକାକରଣ
ମୟୂରଭଞ୍ଜରେ ରାଜ୍ୟର ସର୍ବାଧିକ ୧୦ଟି ଟୀକାକରଣ କେନ୍ଦ୍ର
କେନ୍ଦ୍ର ପରିଦର୍ଶନ କରି ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ
ବାରିପଦା(ଦିଲ୍ଲୀପ ମହାନ୍ତି) : ବହୁପ୍ରତିକ୍ଷୀତ କରୋନା ଟୀକାକରଣ ନିମନ୍ତେ ମୟୂରଭଞ୍ଜ ପ୍ରସ୍ତୁତ। ଶନିବାରଠାରୁ ଜିଲ୍ଲାରେ ଟୀକାକରଣ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ…
ଟ୍ରକ ତଳେ ଚାପି ହୋଇ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ।
ଝାରସୁଗୁଡ଼ା/ସୁବାସ ସାହାରେ : ଝାରସୁଗୁଡ଼ା ଜିଲ୍ଲା ପ୍ରସନ୍ନ ପଣ୍ଡା ଛକ ନିକଟରେ ଦୁର୍ଘଟଣା ଘଟିଛି । ଗୋଟିଏ ଦଶ ଚକିଆ ମାଲବାହୀ ଟ୍ରକ ଗାଡି ନମ୍ବର OD-23A-3218 ପିଟିଲା ଲୁନା ଚାଳକକୁ। ଲୁନା ଚାଳକ ଟ୍ରକ ତଳେ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି ।ଘଟଣା ସ୍ଥଳରେ ଚାପା…
ଟିକାକରଣର ଶୁଭାରମ୍ଭ ନିମନ୍ତେ ପ୍ରସ୍ତୁତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ
ଭୁବନେଶ୍ୱର : ବହୁ ପ୍ରତିକ୍ଷିତ କୋଭିଡ୍-୧୯ ଟିକାକରଣର ଶନିବାର ଶୁଭାରମ୍ଭ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇଛି ।
ଟିକାକରଣ ନିମନ୍ତେ ରାଜଧାନୀରେ ୬ଟି ସ୍ୱାସ୍ଥ୍ୟ…
ନୟାଗଡ଼ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ
ଜିଲ୍ଲାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ବୈଠକ
ଭୁବନେଶ୍ୱର,(ଶାସକ ପ୍ରଶାସକ) : ରାଜ୍ୟ ସରକାର ପ୍ରତି ଘରକୁ ପାଇପ ଯୋଗେ ପାନୀୟ ଜଳଯୋଗାଣକୁ ପ୍ରାଥମିକତା ପ୍ରଦାନ କରୁଛନ୍ତିା ଏହିପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାରେ ନିର୍ମାଣାଧୀନ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଶୀଘ୍ର ଶେଷ…