କହିଲେ ବବି : ଏହା ବିଜେପି ଓ ତା ନେତାଙ୍କ ଅସଲ ରଙ୍ଗ 

ପିସିସି ସଭାପତିଙ୍କ ଉପରେ ଆକ୍ରମଣଙ୍କ ବିଜେଡିର ତୀବ୍ର ନିନ୍ଦା  ଭୁବନେଶ୍ୱର : ବିଜୁ ଜନତା ଦଳ  ସଂଗଠନ ସମ୍ପାଦକ  ପ୍ରଣବ ପ୍ରକାଶ ଦାସ (ବବି) ଗତକାଲି କେନ୍ଦୁଝରରେ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି |  ଏହା ବିଜେପି ଓ ତା ନେତାଙ୍କ…

ସେନା ବାହିନୀର ଉପମୁଖ୍ୟ ହେବେ ଓଡ଼ିଆ ପୁଅ  ଚଣ୍ଡୀପ୍ରସାଦ

ଭୁବନେଶ୍ୱର (ଶାସକ ପ୍ରଶାସକ) : ବରିଷ୍ଠ  ଓଡ଼ିଆ ସେନା ଅଧିକାରୀ ଚଣ୍ଡୀପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ୪୨ତମ ଭାଇସ୍ ଚିଫ୍ ହେବେ। ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ବା ଏ ବିରଳ ଗୌରବ ହାସଲ କରିବାରେ ସେ ହେବେ ପ୍ରଥମ ଓଡ଼ିଆ ଅଧିକାରୀ  । ବର୍ତ୍ତମାନର  ଲେଫ୍ଟନାଣ୍ଟ ଜେନେରାଲ…

“ତୁରନ୍ତ ଚାଉଳ ସଂଗ୍ରହ ନୀତିରେ ପରିବର୍ତ୍ତନ ସହିତ ୬୦୪୦ କୋଟିର ସବ୍‍ସିଡ୍‍ ଅର୍ଥ ଦେଉ କେନ୍ଦ୍ର”

ଚାଷ ଓ ଚାଷୀଙ୍କୁ ନେଇ କୁମ୍ଭୀର କାନ୍ଦଣା ବନ୍ଦ କରୁ ବିଜେପି: ବିଜେଡି ଭୁବନେଶ୍ୱର : କେନ୍ଦ୍ର ସରକାର ତାଙ୍କର ଚାଉଳ ସଂଗ୍ରହ ନୀତିରେ ପରିବର୍ତ୍ତନ କରିବା ସହିତ ଧାନ ସଂଗ୍ରହ ବାବଦରେ ଓଡିଶାକୁ ଦେବାକୁ ଥିବା ୬୦୪୦ କୋଟି ଟଙ୍କାର ସବ୍‍ସିଡ୍‍ ଅର୍ଥ ତୁରନ୍ତ ପ୍ରଦାନ ପାଇଁ ରାଜ୍ୟ ବିଜେପି…

ପିସିସି ସଭାପତି ନିରଂଜନଙ୍କ ପାଇଁ ଅଂଟା ଭିଡ଼ିଲେ ଜୟଦେବ: ବିଜେଡି-ବିଜେପିକୁ କଲେ ଟାର୍ଗେଟ

"ଚାଲିଛି ସଲାସୁତୁରାରେ ସରକାର :ଆକ୍ରମଣକାରୀ ବିଜେପି, ସୁରକ୍ଷା ଦେଉଛି ବିଜେଡି"  ଭୁବନେଶ୍ୱର : ଗତକାଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଭୁବନେଶ୍ୱର କେନ୍ଦୁଝର ଯିବା ବେଳେ ରାତି ୮ଟାରେ କେନ୍ଦୁଝର ଟାଉନସ୍ଥିତ କାଶିପୁର ନିକଟରେ ୪ରୁ ୫ଜଣ ନିଶାଶକ୍ତ ଦୁର୍ବୁତ ପିସିସି ସଭାପତିଙ୍କ…

ମାଛ ମାରିବାକୁ ଯାଇ ହୀରାକୁଦ ଜଳଭଣ୍ଡାରରେ ବୁଡିଯାଇ ଯୁବକ ମୃତ

 ସମ୍ବଲପୁର((ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା  ରେଙ୍ଗାଲି  ଥାନା  ଅର୍ନ୍ତଗତ  ତୁରିଟିକ୍ରା ଗ୍ରାମରେ ଅଭାଵନିୟ  ଘଟଣା ଘଟିଛି।ମାଛ ମାରିବାକୁଯାଇ ହୀରାକୁଦ ଜଳଭଣ୍ଡାରରେ ବୁଡିଯାଇ ଯୁବକର ମୃତ୍ୟୁ ଘଟିଥିବା ଜଣାପଡିଛି | ଗତ  16 ତାରିଖ ରେ ତୁରିଟିକ୍ରା ଗ୍ରାମର ମହିନ୍ଦ୍ର  ତେଲି (56)…

ଆଖି ବୁଜିଦେଲେ ବିଶିଷ୍ଟ ସଂଗଠକ ସଭିଙ୍କ ପ୍ରିୟ “ଲଳିତ ଦାଦା”

ବଲାଙ୍ଗୀର ( ନିରୋଜ ମିଶ୍ର) : ଗରିବ, ଖଟିଖିଆଙ୍କ ସାଥୀ ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍‌ ପ୍ରାୟ ସାଢେ଼ ୫ଟା ସମୟରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ଦୀର୍ଘ ମାସ ହେଲା ଅସ୍ଥିମଜ୍ଜା କ୍ୟାନ୍‌ସର ରୋଗରେ ପୀଡ଼ିତ ହେବାପରେ…

“ସାମ୍ବାଦିକ ସମାଜର ଦର୍ପଣ” 

ଉତ୍କଳ ଏକ୍ସପ୍ରେସର ବାର୍ଷିକ ଉତ୍ସବ  ସମ୍ବଲପୁର (ରମାକାନ୍ତ ବିଶ୍ବାଳ):  ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଥିତ ହୋଟେଲ ହାଇୱେ ହଲ୍ଟରେ ଉତ୍କଳ ଏକ୍ସପ୍ରେସ ବାର୍ଷିକୋତ୍ସବ ପାଳନ ହୋଇଯାଇଛି l ଏହି  କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରଗଡ ସାଂସଦ ଶ୍ରୀ ସୁରେଶ ପୂଝାରୀ, ମୁଖ୍ୟବକ୍ତା ଭାବେ…

ରେଳବାଇ ମାଧ୍ୟମରେ ଆମେ ପଛରେ ପଡ଼ିଯାଇଥିବା ଅଞ୍ଚଳଗୁଡ଼ିକୁ ଯୋଡ଼ୁଛୁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ଶାସକ ପ୍ରଶାସକ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶର ଯେଉଁ ସବୁ କ୍ଷେତ୍ର ଯୋଗାଯୋଗ ସୁବିଧାରୁ ବଞ୍ଚିତ ହୋଇ ରହିଥିଲା ଏବଂ ପଛରେ ପଡ଼ିଯାଇଥିଲା, ସେଗୁଡ଼ିକୁ ଆମେ ରେଳବାଇ ମାଧ୍ୟମରେ ଯୋଡ଼ିବା ଆରମ୍ଭ କରିଛୁ। ଶ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଦେଶର…

ଭାରତ ରତ୍ନ ସାହିତ୍ୟ ଓ ସଂସ୍କୃତି ପରିଷଦର “ଛୋଟ ହେଲେ ବି ମହାନ” କାର୍ଯ୍ୟକ୍ରମ 

ଝାରସୁଗୁଡା /ସୁବାସ ସାହାରେ  : ଝାରସୁଗୁଡା ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଭାରତ ରତ୍ନ ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ "ଛୋଟ ହେଲେ ବି ମହାନ" କାର୍ଯ୍ୟକ୍ରମ କୁ ନୂତନ ବର୍ଷରୁ ପୁଣି ଥରେ ପରିଷଦ ହାତକୁ ନେଇ ଝାରସୁଗୁଡା ସହରରେ ଥିବା ପୂଜ୍ୟ ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତିକୁ ସଫେଇ…

ବରଗଡ଼ ଓ ପଦ୍ମପୁର ଓଏସଆରଟିସି ଡିପୋକୁ ଶ୍ରେଷ୍ଠ ଡିପୋ ପୁରସ୍କାର 

ବଧେଇ ଜଣାଇଲେ ମୁଖ୍ୟମନ୍ତ୍ରୀ  ଭୁବନେଶ୍ୱର (ଶାସକ ପ୍ରଶାସକ) :  ଓଏସଆରଟିସି ବରଗଡ଼ ଓ ପଦ୍ମପୁର ଡିପୋ "ସକ୍ଷମ ୨୦୨୧'ରେ ସମ୍ମାନଜନକ ଶ୍ରେଷ୍ଠ ଡିପୋ ପୁରସ୍କାର ପାଇଥିବା ଯୋଗୁ ସନ୍ତୋଷବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ମୁଖ୍ୟମନ୍ତ୍ରୀ ପଦ୍ମପୁର ଓ ବରଗଡ଼ ଡିପୋ ତୈଳ…