Sign in
Sign in
Recover your password.
A password will be e-mailed to you.
ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ବହୁ କ୍ରୀଡା ସୁବିଧା ଉଦ୍ଘାଟିତ |
ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳବାଇ ଇନଡୋର ଷ୍ଟାଡିୟମରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର, ପ୍ରମୁଖ ବିଭାଗୀୟ ଅଧିକାରୀ ଏବଂ କ୍ରୀଡ଼ାବିତ ମାନଙ୍କ ଉପସ୍ଥିତିରେ ବିଭିନ୍ନ କ୍ରୀଡା ସୁବିଧା ସହିତ କ୍ରିକେଟ୍ ଏକାଡେମୀ…
୫୫ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ମିଳିଲା ସ୍ଥାୟୀ ନିଯୁକ୍ତି ପତ୍ର।
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଅଞ୍ଚଳର ୫୫ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଗୁରୁବାର ଶିକ୍ଷା ବିଭାଗ ପକ୍ଷରୁ ସ୍ଥାୟୀ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏହି କ୍ରମରେ ରେଢାଖୋଲ ବିଇଓ ଭଗବାନ ବାଙ୍କୀରା ଉପସ୍ଥିତିରେ ଏହି ସ୍ଥାୟୀ ନିଯୁକ୍ତି ପତ୍ର…
ପ୍ରତୀକ୍ଷାର ଅନ୍ତ – ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଆରମ୍ଭ ହେଲା କୋଭିଡ-୧୯ ଟିକାକରଣ
ଭୁବନେଶ୍ୱର: ଭାରତ ସ୍ୱାଧୀନ ହେବା ପରେ ଦେଶର ଅନ୍ୟତମ ବଡ ଅଭିଯାନ କୋଭିଡ-୧୯ ଟିକାକରଣର ଶୁଭାରମ୍ଭ ହୋଇଥିବା ବେଳେ ଶନିବାର ଏହି ଅଭିଯାନରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ମଧ୍ୟ ସାମିଲ ହୋଇଛି । ଏହି ମହାମାରୀକୁ…
ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରବଳ ବିରୋଧ ଓ ହଟ୍ଟଗୋଳ ଭିତରେ ଆରମ୍ଭ ହେଲା ଟିକାକରଣ କାର୍ଯ୍ୟକ୍ରମ।
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ଶନିବାର ଠାରୁ ବହୁ ପ୍ରତିକ୍ଷିତ କରୋନା ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାକୁ ନେଇ ଅନେକ ଉତ୍ସାହିତ ହୋଇଥିବା ବେଳେ ଅନେକ ସ୍ୱାସ୍ଥ୍ୟ କର୍ମୀ ଏହାକୁ ବିରୋଧ କରି ଟିକା ନେଇ ନଥିଲେ । ସମ୍ବଲପୁର ଜିଲ୍ଲା ସଦର ହସ୍ପିଟାଲ ରେ ଆଜି ପ୍ରଥମ ଦିନରେ…
କିମ୍ସରେ କୋଭିଡ୍-୧୯ ଟିକାଦାନ ଆରମ୍ଭ
ଭୁବନେଶ୍ୱର,: ଶନିବାର ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କୋଭିଡ୍-୧୯ ଟିକା ଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିବା ବେଳେ କିମ୍ସରେ ଆଜି ଟିକା ଦାନ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମ ଦିନରେ କିମ୍ସର ଆଗ ଧାଡ଼ିର କରୋନା ଯୋଦ୍ଧା ତଥା କିମ୍ସ ମେଡିକାଲ୍ କଲେଜର…
ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ଼ ଟୀକାକରଣ
ଭୁବନେଶ୍ୱର (ଶାସକ ପ୍ରଶାସକ) : ସରକାରଙ୍କ କୋଭିଡ଼ ଟୀକାକରଣ ନିୟମାବଳୀ ଅନୁଯାୟୀ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଟୀକା ପ୍ରଦାନ କରାଯାଇଥିଲା।ସ୍ବାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡ଼ାକ୍ତର ମୋହନ ହେମ୍ବ୍ରମଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଟୀକାକରଣ ଶିବିର ଆୟୋଜନ କରାଯାଇଥିବା ବେଳେ ଅତିରିକ୍ତ…
ବହୁ ଦିନର ଅପେକ୍ଷା ପରେ କୋଭିଡ଼-୧୯ ଟୀକାକରଣ ଆରମ୍ଭ ।
ମାଲକାନଗିରି (ବି ଶ୍ରୀନିବାସ ପାତ୍ର) ମାଲକାନଗିରି ଜିଲ୍ଲାରେ ମଧ୍ୟ ଆଜି ଠାରୁ ଆରମ୍ଭ ହୋଇଛି କରୋନା ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ମୋଟ ୩୬୦୦ ଜଣ ସ୍ବାସ୍ଥ୍ୟ କର୍ମୀ ଓ ଫ୍ରଣ୍ଟ ଲାଇନ ୱାର୍କର ମାନଙ୍କୁ ଏହି ଟିକା ଦିଆଯିବ ବୋଲି ଜିଲ୍ଲାପାଳ ୱାଇ ବିଜୟ ସୁଚନା ଦେଇଛନ୍ତି । ତେବେ…
ବୈଷ୍ଣବ ମହାନ୍ତିଙ୍କ ତିନୋଟି ପୁସ୍ତକ ମୁଖ୍ୟମନ୍ତୀଙ୍କ ଦ୍ୱାରା ଲୋକାର୍ପିତ
ଭୁବନେଶ୍ୱର (ଶାସକ ପ୍ରଶାସକ)ମୁଖ୍ୟମନ୍ତ୍ରୀ ନବୀନ ଟ୍ଟନାୟକ ଆଜି ନବୀନ ନିବାସ ଠାରେ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ବୈଷ୍ଣବ ପ୍ରସାଦ ମହାନ୍ତିଙ୍କ ତିନିଗୋଟି ପୁସ୍ତକ ବ୍ୟାସଦେବଙ୍କ କୃତ ଶ୍ରୀମଦଭଗବତ ଗୀତାର ଓଡିଆ ଅନୁବାଦ, ବିଭୋର ମାଟିର ବାସ୍ନା-କବିତା ସଂକଳନ ଏବଂ …
ରଘୁନାଥ ମିଶ୍ରଙ୍କ “ସଜଳ ସ୍ମୃତି ସାଉଁଟା ସମ୍ପତ୍ତି” ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଅବସରପ୍ରାପ୍ତ ଲୋକପ୍ରିୟ ପ୍ରଶାସକ ଶ୍ରୀ ରଘୁନାଥ ମିଶ୍ରଙ୍କ ରଚିତ ପୁସ୍ତକ "ସଜଳ ସ୍ମୃତି ସାଉଁଟା ସମ୍ପତ୍ତି"ର ଶୁଭ ଲୋକାର୍ପଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ନବୀନ ନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରୀ…
ରାଜ୍ୟର ୧୬୧ଟି କେନ୍ଦ୍ରରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ୍
http://www.youtube.com/watch?v=By-55FiGjGc
ଟୀକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ସହ କଥା ହୋଇ ଉତ୍ସାହ ବଢ଼ିଲେ ମୁଖ୍ୟମନ୍ତ୍ରୀ
ବୈଜ୍ଞାନିକଙ୍କ ଧନ୍ୟବାଦ ଦେଲେ, ସମସ୍ତଙ୍କ ସହଯୋଗ ଲୋଡିଲେ
ଭୁବନେଶ୍ୱର(ଶାସକ ପ୍ରଶାସକ) : ସାରା ଦେଶ ସହିତ ଆଜି ଓଡ଼ିଶାରେ ମଧ୍ୟ କୋଭିଡ ଟୀକାକରଣ…