Sign in
Sign in
Recover your password.
A password will be e-mailed to you.
ଭୂବିଜ୍ଞାନ ମନ୍ତ୍ରଣାଳୟ ସଚିବଙ୍କ ସିଏସ୍ଆଇଆର୍ -ଆଇଏମ୍ଏମଟି ପରିଦର୍ଶନ
ଭୁବନେଶ୍ଵର, ୦୬ ଫେବୃଆରୀ୨୦୨୬:ଭୁବନେଶ୍ୱରସ୍ଥିତ ସିଏସଆଇଆର-ଇନଷ୍ଟିଚ୍ୟୁଟ ଅଫ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି (ସିଏସଆଇଆର-ଆଇଏମଏମଟି) ପକ୍ଷରୁ 'ଗଭୀର ସମୁଦ୍ର ଶଯ୍ୟାରୁ ଗୁରୁତ୍ୱପୂର୍ଣ୍ଣ ଖଣିଜ' ଶୀର୍ଷକ ଉପରେ ସିଏସଆଇଆର-ଆଇଏମଏମଟି 'ଇନଷ୍ଟିଚ୍ୟୁଟ୍ ଲେକ୍ଚର ଅଫ୍ ଏମିନେନ୍ସ'…
ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଓ ସ୍ୱଦେଶୀ ମେଳା ଉଦଘାଟିତ
କଟକ : ତା 6.02.2026 ରିଖ: ନାରୀ ସଶକ୍ତିକରଣ, ଆତ୍ମନିର୍ଭରଶୀଳତା ଓ ସ୍ୱଦେଶୀ ଉତ୍ପାଦର ପ୍ରଚାର–ପ୍ରସାର ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ତରଫରୁ ଆଜି ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଓ ସ୍ୱଦେଶୀ ମେଳା ଉଦଘାଟିତ ହୋଇଛି।ଏହି ମେଳାର ଉଦଘାଟନ ରେ ମାନ୍ୟବର ବିଧାୟିକା ବାରବାଟୀ କଟକ ଇଂ…
ଜଙ୍ଗଲ ବନାଗ୍ନି ସଚେତନତା ତାଲିମ ଶିବିର ଅନୁଷ୍ଠିତ: ଜଙ୍ଗଲ ତଳେ ଗାଁ, ଜଙ୍ଗଲ ଆମର ମା’,
ଓଡ଼ଗାଁ,୬।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜଙ୍ଗଲ ବନାଗ୍ନି ସଚେତନତା ତାଲିମ ଶିବିରରେ ନୟାଗଡ଼ ଜିଲ୍ଲା ସହକାରୀ ବନ ସଂରକ୍ଷକ ହିମାଂଶୁ ଶେଖର ମୁଦୂଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡ଼ଗାଁ…
୨୦୨୨ ମସିହା ମାରଣାସ୍ତ୍ର ଧରି ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ଘଟଣା,
୫ ଦୋଷୀଙ୍କୁ ୩ ଲେଖାଏଁ କାରାଦଣ୍ଡାଦେଶ,
ଓଡ଼ଗାଁ,୬।୨(ଶ୍ରୀକାନ୍ତ କୁମାର ମିଶ୍ର ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ମାଣିକପାଟଣା ହାଟ ନିକଟରେ ଥିବା ହରିଜନ ସାହି ଠାରେ ଗତ ୧୬/୦୪/୨୦୨୨ ରିଖରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ଆଜି ଅତିରିକ୍ତ ସହକାରୀ ଦୌରାଜଜ୍…
ସ୍କୁଲ ଫାଟକ ସାମ୍ନାରୁ ନାବାଳିକା ଅପହରଣ ଉଦ୍ୟମ,
ଅଭିଭାବକଙ୍କ ତତ୍ପରତାରେ ଅପହରଣକାରୀ ଧରାପଡ଼ିଲା, ଯୁବକ ଗିରଫ ବ୍ୟବହୃତ ବାଇକ୍ ଜବତ,
ଓଡ଼ଗାଁ, ୬।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଗୌଡ଼ପୁଟ ପଞ୍ଚାୟତ ଅଞ୍ଚଳରେ ଏକ ଚାଞ୍ଚଳ୍ୟକର ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ଦିନ ଏକ ସରକାରୀ ହାଇସ୍କୁଲରେ ଛୁଟି…
ଶିକ୍ଷକତା ବୃତ୍ତି ନୁହେଁ ବ୍ରତ ହେବା ଜରୁରୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପଦ୍ମପୁର ଗୋଷାଣୀ ବ୍ଲକ ଅନୁସୂଚିତ ଜନ ଜାତି ଓ ଅନୁସୂଚିତ ଜାତି ବିଭାଗୀୟ ପଦ୍ମପୁର ସ୍ଥିତ ଆଶ୍ରମ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୂଦନ ବିଷୋୟୀଙ୍କ ଅଧ୍ୟକ୍ଷତା ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଗୋଷଣୀ…
ପୁରୀରେ ସାକାହାର ସଚେତନତା ପାଇଁ ବିଶାଳ ଶୋଭାଯାତ୍ରା
ପୁରୀ, ୬/୨:ଧ୍ୟାନ ଯୋଗ ଟ୍ରଷ୍ଟ, ଭୁବନେଶ୍ୱର ଓ ପିରାମିଡ଼ ସ୍ପିରିଚୁଆଲ ସୋସାଇଟି ମୁଭମେଣ୍ଟ, ଓଡିଶା ତରଫରୁ ଆଜି ପୁରୀରେ ଏକ ବିଶାଳ ସାକାହାର ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିର ଠାରୁ ଆରମ୍ଭ ହୋଇ ପୁରୀ ଟାଉନ ଥାନା ପର୍ଯ୍ୟନ୍ତ ଯାଇଥିଲା।ଏହି…
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବାର୍ଷିକୋତ୍ସଵ ମିଲେଞ୍ଜ – ୨୦୨୬
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବାର୍ଷିକୋତ୍ସଵ ମିଲେଞ୍ଜ - ୨୦୨୬
ପୁରୀ ,୬/୨- ପୁରୀ ସଦର ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକୋତ୍ସବ ବାଲିଗୁଆଳି ବାଲୁଖଣ୍ଡ ଠାରେ ଶୁକ୍ରବାର ମିଲେଞ୍ଜ -୨୦୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକୋତ୍ସବରେ ପୁରୀ ସଦର ବ୍ଲକ ଉନ୍ନୟନ ଅଧିକାରୀ…
ପୁରୀ କୋର୍ଟକୁ ବୋମା ପକାଇ ଉଡାଇ ଦେବାକୁ ଧମକ;
ପୋଲିସ ଯାଞ୍ଚ ପରେ କୋର୍ଟ କାର୍ଯ୍ଯ ସ୍ବାଭାବିକ*
ପୁରୀ,୬/୨: ଶୁକ୍ରବାର ପୂର୍ବାହ୍ନ ୧୦ଟା ପରେ ପ୍ରତିଦିନ ପରି ନିତିଦିନ କୋର୍ଟ କାର୍ଯ୍ଯ ଆରମ୍ଭ ହୋଇଥିଲା । ଜିଲ୍ଲା ଦୌରାଜଜଙ୍କ ପାଖକୁ ଇ ମେଲ ଜରିଆରେ ପୁରୀ କୋର୍ଟ କୁ ବୋମାରେ ଉଡାଇ ଦେବାପାଇଁ ଆସିଥିବା ମେସେଜ ଦେଖିବା ପରେ ପୁରୀ ଏସପିଙ୍କୁ…
ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୨୬ ତମ ବାର୍ଷିକଉତ୍ସବ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସହର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୨୬ ତମ ବାର୍ଷିକଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ଯୋଗ ଦେଇଥିବା ବେଳେ…