ବାସୁଦେବପୁର ପୋଲିସ ପକ୍ଷ ରୁ ରକ୍ତ ଦାନ ଶିବିର ଓ ବୃକ୍ଷରୋପଣ,

0

ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ବାସୁଦେବପୁର ପୋଲିସ ପକ୍ଷ ରୁ ରକ୍ତ ଦାନ ଶିବିର ଓ ବୃକ୍ଷ ରୋପଣ  କାର୍ଯ୍ୟ କ୍ରମ ଆୟୋଜନ ହୋଇ ଯାଇଛି।ଏସ ପି ମନୋଜ ରାଉତ, ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କଲେ। ଉପସ୍ଥିତ ଥିଲେ ତହସିଲଦାର ପ୍ରିୟବ୍ରତ ଦାସ, ଏସ ଡି ପି ଓ ବିଚିତ୍ର ନନ୍ଦ ସେଠୀ,, ଆଇ ଆଇ ସି ନିରୋଜ କୁମାର ସାମଲ ଓ ବିଭିନ୍ନ ରାଜନୈତିକ ଦଳ ର ନେତା ଓ ବହୁ ସମାଜ ସେବୀମାନେ ଉପସ୍ଥିତ ରହି ରକ୍ତ ଦାନ କରିବା ସହ ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ। ନିଜ ଜନ୍ମ ଦିନ ରେ ରକ୍ତ ଦାନ କରିବା ସହ ଏସ ପି ଙ୍କ ଅନୁମତି ନେଇ ରକ୍ତ ଦାନ ଶିବିର ଆୟୋଜନ ହୋଇ ଓ ବୃକ୍ଷ ରୋପଣ କରି ବେଶ ଖୁସି ଓ ଆନନ୍ଦ ମିଳିଛି ବୋଲି କହିଛନ୍ତି ଆଇ ଆଇ ସି ନିରୋଜ କୁମାର ସାମଲ।

Leave A Reply

Your email address will not be published.