କାର ଧକ୍କାରେ ଅଜା ମୃତ, ନାତି ଆହତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- ଶନିବାର ରାତ୍ର ୮ ଘଣ୍ଟ ସମୟରେ ଏକ ସଡ଼କ ଦୁର୍ଘଟଣାରେ ଅଜା ମୃତ ହୋଇଥିବା ବେଳେ ନାତି ଆହତ ହୋଇଥିବା ଜଣାପଡିଛି। ପୋଲିସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଆଜି ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗଡିଶାପଲି ଗ୍ରାମର ମହେଶ୍ୱର ବିଷୋୟୀ(୫୫) ନିଜ ୫ ବର୍ଷର ନାତି…

ଡ. ସୁଜିତ ପୃଷେଠ ଙ୍କୁ ମଧ୍ୟ ପ୍ରଦେଶ ରାଷ୍ଟ୍ର ଭାଷା ପୁରସ୍କାର ପ୍ରଦାନ।

ଭୋପାଳ/ବରଗଡ :- ଶିବାଶିଷ ପଟ୍ଟନାୟକ (୦୭/୦୨):- ୨୦୨୫ ମସିହାର ମର୍ଯ୍ୟାଦାବନ୍ତ ମଧ୍ୟପ୍ରଦେଶ ରାଷ୍ଟ୍ରଭାଷା ପୁରସ୍କାର ଲେଖକ ପ୍ର.ସୁଜିତ କୁମାର ପୃଷେଠ୍ ଙ୍କୁ ପ୍ରଦାନ କରାଯାଇଛି। ଭୋପାଳ ସ୍ଥିତ ହିନ୍ଦୀ ଭବନ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମଧ୍ୟ ପ୍ରଦେଶ ରାସ୍ୱର ଭାଷା ପ୍ରଭାର ସମିତି…

ନିମ୍ନମାନର ପିଚୁ କାମ,ନାହିଁ ଉପଯୁକ୍ତ ପ୍ରାଇମର ,ଧୂଳିରେ ଉଡୁଛି ଲକ୍ଷ ଲକ୍ଷ ଟଙ୍କା ।

କେନ୍ଦ୍ରାପଡା:୦୭/୦୨(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲାରେ ଚାଲିଛି ରାସ୍ତା ନିର୍ମାଣ, କିନ୍ତୁ କାମର ମାନ ଦେଖିଲେ ମନେ ହେଉଛି ଲୋକଙ୍କ ଆଖିରେ ଧୂଳି ଝୋଙ୍କାଯାଉଛି। କଜଳା ଟିକିଲି ମଠ ଠାରୁ କଷଟି ପର୍ଯ୍ୟନ୍ତ ହେଉଥିବା ପିଚୁ ରାସ୍ତା କାମରେ ଗଭୀର ଅନିୟମିତତା ଓ ନିମ୍ନମାନର କାର୍ଯ୍ୟ ଅଭିଯୋଗ…

ବନ୍ଧୁକ କାରବାର କରୁଥିବା ବେଳେ ଦୁଇ ଯୁବକ ଗିରଫ ଓ ଗୁଳି ବନ୍ଧୁକ ଜବତ।

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଧରାକୋଟ ଥାନା ଅର୍ନ୍ତଗତ ଢଉ ଗାଁ ଛକରେ ଦୁଇ ଯୁବକ ବନ୍ଧୁକ କାରବାର କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ଚନ୍ଦ୍ରିକା ସ୍ବାଇଁ ଙ୍କ ନିର୍ଦ୍ଦେଶନାରେ ଅତିରିକ୍ତ ନୀରିକ୍ଷକ ଅଞ୍ଜଳି ବେହେରା ଓ ଏସ୍ ଆଇ ସସ୍ମିତା ପଣ୍ଡା ଅନ୍ୟ…

ବ୍ରାଉନ ସୁଗାର କାରବାର ଅଭିଯୋଗରେ ୩ ଯୁବକ କୋର୍ଟ ଚାଲାଣ

 ବ୍ରାଉନ ସୁଗାର, ନଗଦ ଟଙ୍କା, ଛୁରୀ, ମୋବାଇଲ ଫୋନ ଓ ସ୍କୁଟି ଗାଡ଼ି ଜବତ। ( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବଡ଼ବଜାର ଥାନା ଅନ୍ତର୍ଗତ ତଳ ମେଣ୍ଟୁ ଛକରେ କିଛି ଯୁବକ ମେଳି ବାନ୍ଧି ଆଲୋଚନା କରୁଥିବା ବେଳେ ପୋଲିସ ଗାଡି କୁ ଦେଖି କିଛି ଯୁବକ ସେଠାରୁ ଚମ୍ପଟ୍ ମାରିଥିଲେ। କାର୍ଯ୍ୟରତ…

ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା-୨୦୨୬

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର: ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟପରିସରରେ ରେ ବାର୍ଷିକ କ୍ରୀଡ଼ା -୨୦୨୬ ଉଦଘାଟିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ ଦାଶ ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ କ୍ରୀଡ଼ା ଉତ୍ସବ -୨୦୨୬ ଉଦଘାଟନ…

ପ୍ରାଥମିକ ସେବାଶ୍ରମ ହାଡୁଗୁଡା ରେ ବାର୍ଷିକ ଉତ୍ସବ ପାଳିତ !

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ, ଗୁଣୁପୁର ଥାନା ଅନ୍ତର୍ଗତ ପ୍ରାଥମିକ ସେବାଶ୍ରମ ହାଡୁଗୁଡା ର 2025-26 ଶିକ୍ଷା ବର୍ଷ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ବିଦ୍ୟାଳୟର ପ୍ରଧାନ ସେବିକା ପୁଷ୍ପଲତା ମଣ୍ଡାଙ୍ଗିଙ୍କ ସଭାପତିତ୍ବ ଓ ଶିକ୍ଷକ…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡ଼ର ୫ମ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ସର୍ବାଧିକ କୃତିତ୍ୱ

କେନ୍ଦୁଝର,ତା୭/୨- ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଜେଲରୋଡ, କେନ୍ଦୁଝରଗଡ଼ର ପଞ୍ଚମ ଶ୍ରେଣୀର ଛାତ୍ରୀ ସାଇ ଅର୍ପିତା ପ୍ରିୟଦର୍ଶିନୀ, ସୋନାଲି ପ୍ରିୟଦର୍ଶିନୀ ଜେନା, ସ୍ୱାତୀ ସ୍ଵାଗତିକା ବେହେରା ଓ ଛାତ୍ର ଜ୍ୟୋତିବନ୍ଦ୍ର ମହାପାତ୍ର ପ୍ରମୁଖ ପଞ୍ଚମ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ…

ଡଃ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ବ୍ଳକ୍ ଡମ୍ବସରା ସ୍ଥିତ ଡଃ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୨୬ ତମ ବାର୍ଷିକ ଉତ୍ସବ ଉତ୍କର୍ଷ ଅଧ୍ୟକ୍ଷ, ବିଦ୍ୟାଧର ନାହାକ ଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ସୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବ…

ଓପିଜିସି ତରଫରୁ ତେଲେନପାଲି ଠାରେ ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

ଇବ ଥର୍ମାଲ, ୦୬/୦୨/୨୦୨୬ : ଓଡିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ଼ (ଓପିଜିସି ) ତରଫରୁ ଆଜି ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଳକ ଅନ୍ତର୍ଗତ ତେଲେନପାଲି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ତେଲେନପାଲି ସରପଞ୍ଚ ଆକାଶ ସାହୁ…