Sign in
Sign in
Recover your password.
A password will be e-mailed to you.
ବେଆଇନ ଗୋରୁ ଚୋରା ଚାଲାଣ ଟ୍ରକ୍ ସହ ଗୋରୁ ମାଫିଆକୁ ଧରିଲା ବେଲଗୁଣ୍ଠା ପୋଲିସ
ବେଲଗୁଣ୍ଠା:୧୨/୦୪ -(ଶିବରାମ ଚୌଧୁରୀ )-ଆଜି ପ୍ରଭାତ ପ୍ରାୟ ୪ଟା ସମୟରେ ବେଲଗୁଣ୍ଠା ସ୍ଥିତ ବରଗାଁ ରାସ୍ତାରେ ଏକ ଟ୍ରକ୍ରେ ପ୍ରାୟ ୩୦ରୁ ଅଧିକ ଗୋରୁଙ୍କୁ ବେଆଇନ ଭାବେ ଚୋରା ଚାଲାଣ କରାଯାଉଥିବା ଘଟଣା ସମ୍ମୁଖକୁ ଆସିଥିଲା ରାସ୍ତାରେ ଯାଉଥିବl ଦଣ୍ଡୁଆ ଭକ୍ତମାନେ ପ୍ରଥମେ ଏହାକୁ ଦେଖି…
ଶାଗୁଆନ କାଠ ଚୋରାଚାଲାଣ ୨ଅଭିଯୁକ୍ତ ଗିରଫ: ପିକ୍ଅପ୍ ଭ୍ୟାନ୍ ଜବତ।
ପଦ୍ମପୁର:- ପଦ୍ମପୁର ବନାଞ୍ଚଳ ଅଧିକାରୀ ଭାବେ ରମେଶ ଚନ୍ଦ୍ର ସାହୁ ଯୋଗଦେବା ପରେ ଚୋରା କାଠ ଧରପଗଡ ପ୍ରବଳ ମାତ୍ରାରେ ଚାଲିଥିବା ବେଳେ ଆଜି ଶାଗୁଆନ କାଠ ଚୋରାଚାଲାଣ ହେଉଥିବା ବେଳେ ଦୁଇ ଅଭିଯୁକ୍ତ କୁ ଗିରଫ କରିବା ସହ ବ୍ୟବହୃତ ପିକ୍ଅପ୍ ଭ୍ୟାନ୍ କୁ ଜବତ୍ କରିଛି ପଦ୍ମପୁର ବନ ଵିଭାଗ।…
ବେଲଗୁଣ୍ଠାରେ ମାନସିକ ଦଣ୍ଡଯାତ୍ରା ; ଢୋଲ,ମହୁରୀର ଶବ୍ଦରେ ଦୁଲୁକିଲା ସହର
ବେଲଗୁଣ୍ଠା,୧୨/୦୪-(ଶିବରାମ ଚୌଧୁରୀ )-, ଗଞ୍ଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜି ବେଲଗୁଣ୍ଠା ପଣ୍ଡା ସାହିରେ ବେଲଗୁଣ୍ଠା ପୁରୁଣା ଦଣ୍ଡ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି I ଆଜି ସକାଳ ସାତ ଘଣ୍ଟା ତିରିଶି ମିନିଟ୍ ସମୟରେ…
ଜିଲ୍ଲା କଂଗ୍ରେସ୍ ସଭାପତି ଦଣ୍ଡପାଣି ପାତ୍ରଙ୍କ ନୁଆଁ ଟିମ୍ ଗଠିତ ; ଚାରି ଉପସଭାପତି, ଦଶ ସାଧାରଣ ସମ୍ପାଦକ
ବେଲଗୁଣ୍ଠା, ୧୨/୦୪,-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା (ପଶ୍ଚିମ) କଂଗ୍ରେସ୍ ସଭାପତି ରୂପେ ଦଣ୍ଡପାଣି ପାତ୍ର ନିଯୁକ୍ତ ହେବା ପରେ ତାଙ୍କର ଏକ ନୂତନ କମିଟି ସମ୍ପର୍କରେ ପ୍ରଦେଶ କଂଗ୍ରେସ୍ କମିଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I ଦଣ୍ଡପାଣି ପାତ୍ରଙ୍କ ଏହି ନୂତନ କମିଟିରେ ଚାରି ଜଣ…
ସନ୍ଦେହରେ ଜଳିଗଲା ପରିବାର: ମା’ର ନିର୍ମମ କାଣ୍ଡ, ୨ ଶିଶୁ ହତ୍ୟା ପରେ ଆତ୍ମହତ୍ୟା ଉଦ୍ୟମ
ଝାରସୁଗୁଡା: ଝାରସୁଗୁଡା ବିମାନବନ୍ଦର ଥାନା ଅନ୍ତର୍ଗତ ଟାଙ୍ଗରପାଲି ଓରାମପଡାରେ ଶନିବାର ବିଳମ୍ବିତ ରାତ୍ରିରେ ଘଟିଛି ଏକ ହୃଦୟବିଦାରକ ଓ ନିର୍ମମ ଘଟଣା। ସ୍ୱାମୀଙ୍କ ଚରିତ୍ର ଉପରେ ସନ୍ଦେହକୁ କେନ୍ଦ୍ର କରି ଘଟିଥିବା ପରିବାରିକ କଳହର କରୁଣ ପରିଣତିରେ ଜଣେ ମା’ ନିଜ ଦୁଇ ଶିଶୁଙ୍କୁ ହତ୍ୟା…
ନିଯୁକ୍ତି ସନ୍ଧାନକାରୀ ନୁହେଁ, ନିଯୁକ୍ତି ସୃଷ୍ଟିକାରୀ ହୁଅନ୍ତୁ – ମୁଖ୍ୟମନ୍ତ୍ରୀ
କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ପରମାଣୁ ଶକ୍ତି କେନ୍ଦ୍ର ପାଇଁ ଓଡ଼ିଶାରେ ଉଜ୍ଜ୍ୱଳ ସମ୍ଭାବନା—ଥୋରିଅମ୍ ମୁଖ୍ୟ ଆଧାର
ଗତ ୨ ବର୍ଷରେ ୨.୮ ଲକ୍ଷ କୋଟି ବିନିଯୋଗ—ଓଡ଼ିଶାରେ ବୃଦ୍ଧି ପାଉଛି ଶିଳ୍ପ ଓ…
ଓଡ଼ିଶାର ଗ୍ରାମାଞ୍ଚଳରେ ଉନ୍ନତ ଚିକିତ୍ସା ଉପଲବ୍ଧ କରାଉଛି ୟୁଏଆଇଏଲ୍ର ଉତ୍କଳ ହସପିଟାଲ
୪୭୦ ଗ୍ରାମରେ ୫୭,୦୦୦ ଲୋକଙ୍କ ନିକଟରେ ପହଞ୍ଚୁଛି
ଭୁବନେଶ୍ୱର/ରାୟଗଡ଼: ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧୀନସ୍ଥ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସ୍ନାଲ ଲିମିଟେଡ (ୟୁଏଆଇଏଲ୍) ଗୋଷ୍ଠୀ କଲ୍ୟାଣ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନଃସୁଦୃଢୀକରଣ କରି…
ବାଲେଶ୍ୱର ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ସହ ସାଂସଦ ପ୍ରତାପ ଙ୍କ…
ନୀଳଗିରି, ୧୦/୦୪:-ଶୁକ୍ରବାର ମାନ୍ୟବର ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଭାରତର ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା ଙ୍କ ସହ ସାକ୍ଷାତ କରି ବାଲେଶ୍ୱର ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି ।ଏହି…
ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କ ଦାୟିତ୍ଵ ଗ୍ରହଣ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ନୂତନ୍ ଭାବେ ମନୋନିତ ହୋଇଥିବା ଅଧ୍ୟକ୍ଷ କାମଦେବ ବଡ଼ନାୟକ ଓ ଉପାଧ୍ୟକ୍ଷା ପଙ୍କଜିନୀ ଦଳାଇ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପରିଷଦ ର କାର୍ଯ୍ୟାଳୟ ଠାରେ ଉଭୟ ପଦାଧିକାରୀ ଦାୟିତ୍ୱ…
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ସମ୍ପନ୍ନ,କୁନି ପ୍ରତିଭାଙ୍କ ନୃତ୍ୟରେ ବିଭୋର ହେଲେ ଅତିଥି ଓ ଅଭିଭାବକ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର: ମାଲକାନଗିରି ସହରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବାର୍ଷିକ ଉତ୍ସବ ଅତ୍ୟନ୍ତ ଆଡମ୍ବର ସହ ସମ୍ପନ୍ନ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ…