Sign in
Sign in
Recover your password.
A password will be e-mailed to you.
ପାଣି ପାଇଁ ଡହଳବିକଳ ସ୍ଥିତି, ବାରମ୍ବାର ଅଭିଯୋଗ ସତ୍ତ୍ୱେ ଦୃଷ୍ଟି ଦେଉନି ବିଭାଗ ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି, ତା ୦୯/୦୪ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ମାଟେରୁ ପଞ୍ଚାୟତ ସଦର ମହକୁମାରେ ପାଣି ପାଇଁ ହାହାକାର ସ୍ଥିତି ଉପୁଜିଛି। ପଞ୍ଚାୟତ ସଦର ମହକୁମାରେ ପାଣି ପାଇଁ ମହିଳା ମାନେ ଘଣ୍ଟା ଘଣ୍ଟା ଧରି ଧାଡ଼ି କରି ଛିଡା ହେଉଥିବା…
ଅବସର କାଳୀନ ସମ୍ବର୍ଧନା ସଭା ଅନୁଷ୍ଠିତ ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି, ତା ୧୧/୦୪ ଗତକାଲି ୧୦.୦୪ ଦିନ ସଂଧ୍ୟା ୬.୦୦ ଘଣ୍ଟିକା ସମୟରେ ମାଲକାନଗିରି ଜିଲ୍ଲା ଶିକ୍ଷକ ଭବନ ଠାରେ ଅବସର ପ୍ରାପ୍ତ ଶିକ୍ଷକ ତଥା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର କୋଷାଧ୍ୟକ୍ଷ ଚିତ୍ତ ରଞ୍ଜନ ସରକାର ଙ୍କ ଅବସର କାଳୀନ…
କେନ୍ଦୁଝରରେ ଆମ ଆଦମୀ ପାର୍ଟିର ନିର୍ବାଚନ ପ୍ରସ୍ତୁତି ବୈଠକ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ
କେନ୍ଦୁଝର,ତା୧୧/୪- ଆମ ଆଦମୀ ପାର୍ଟି, କେନ୍ଦୁଝର (AAP) ପକ୍ଷରୁ ଆସନ୍ତା ନିର୍ବାଚନକୁ ନଜରରେ ରଖି କେନ୍ଦୁଝର ଜିଲ୍ଲାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ରୋଟାରୀ କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହା ସହିତ ଦଳର ମିଶ୍ରଣ ପର୍ବ ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଠାରେ ଅନେକ ନୂତନ…
ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ରାଜ୍ୟରେ ୪୫ ହଜାର ନୂତନ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟର ବିଦ୍ୟାଳୟ ଭିତ୍ତିଭୂମି ବିକାଶ ପାଇଁ ୧୦ କୋଟି ଅନୁଦାନ ଘୋଷଣା, ୭ ଏକର ଜମି ପ୍ରଦାନ କରାଯିବ
କେନ୍ଦୁଝର, ୧୧ ଏପ୍ରିଲ ୨୦୨୬: ଶିକ୍ଷକମାନେ…
ବିଶିଷ୍ଟ ନୁ୍ୟରୋସର୍ଜନ୍ ପ୍ରଫେସର (ଡାକ୍ତର) ସୁରେଶ୍ୱର ମହାନ୍ତିଙ୍କ ପରଲୋକରେ ସୋଆ ମୁଖ୍ୟ କାର୍ଯ୍ୟାଳୟରେ ଶୋକସଭା
ଭୁବନେଶ୍ୱର, ଏପ୍ରିଲ ୧୧: ବିଶିଷ୍ଟ ନ୍ୟୁରୋସର୍ଜନ ଓ ଶିକ୍ଷାବିତ୍ ପ୍ରଫେସର (ଡାକ୍ତର) ସୁରେଶ୍ୱର ମହାନ୍ତିଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି । ସେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ପ୍ରତିଷ୍ଠାରେ ଏକ…
ଫେଡେରସନ ଅଫ୍ ଇଣ୍ଡିଆନ ଚାମ୍ବର୍ସ ଅଫ୍ କମର୍ସ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିର ମହିଳା ଶାଖାର ଭୁବନେଶ୍ବର ଚାପ୍ଟରର ନୂଆ ଅଧକ୍ଷା…
ଭୁବନେଶ୍ୱର, ୧୧ ଏପ୍ରିଲ୍ : ଭୁବନେଶ୍ୱରର ହୋଟେଲ୍ ଜିଞ୍ଜର୍ ଠାରେ ଏଫ୍ଆଇସିସିଆଇ ଏଫ୍ଏଲଓ (FICCI FLO) ଭୁବନେଶ୍ୱର ଚାପ୍ଟରର ଚେଞ୍ଜ୍ ଅଫ୍ ଗାର୍ଡ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ୨୦୨୬–୨୭ ବର୍ଷ ପାଇଁ ଶ୍ରୀମତୀ ବିୟତପ୍ରଜ୍ଞା ତ୍ରିପାଠୀଙ୍କୁ ନୂତନ ଅଧ୍ୟକ୍ଷା ଭାବେ ସ୍ୱାଗତ…
ଓଡ଼ିଆ ପକ୍ଷ ରେ ରକ୍ତଦାନ ଶିବିର
ବେଲଗୁଣ୍ଠା, ୧୧/୦୪-(ଶିବରାମ ଚୌଧୁରୀ )-କ୍ଷତ୍ରୀୟବରପୁର, ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ଼ ଗିରୀଧର ନାୟକଙ୍କ ତତ୍ତ୍ୱାବଧାନରେ ଓଡ଼ିଆ ପକ୍ଷ 2026 ପାଳନ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ 29 ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଯୁବ ରେଡକ୍ରସ ଏବଂ ଜାତୀୟ…
ମୁକ୍ତି ଲାଭ କଲା ଡି ମ୍ୟୁଜିକ ଓଡିଆ ର ଗୀତ ସାତ ଭଉଣୀରେ ତୁ ଗୋଟିଏ ରାଣୀ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବିନାୟକପୁର ଠାରେ ମା ଆଙ୍କୁଡେଶ୍ୱରି ଙ୍କ ପୀଠ। ପ୍ରତି ବର୍ଷ ବିଷୁବ ସଂକ୍ରାନ୍ତି ଦିନ ମା ଙ୍କ ପୀଠ ରେ ଲକ୍ଷାଧିକ ଭକ୍ତ ମାନଙ୍କ ସମାଗମ ହୋଇଥାଏ। ଏହି ଅବସର ରେ ଡି ମ୍ୟୁଜିକ୍ ରେ ମୁକ୍ତି ଲାଭ କରିଛି ସାତ ଭଉଣୀ ରେ ତୁ…
କପାଗଡ଼ିଆ ପ୍ରୀମୀୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ କପାଗଡ଼ିଆ ଠାରେ ଆହୋରାତ୍ର କପା ଗଡ଼ିଆ ପ୍ରିମୀୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୋଟ ବାର ଟି ଟିମ୍ ଅଂଶ ଗ୍ରହଣ କରିଥିଲେ। ଖେଳ କୁ ମୁଖ୍ୟ ଅତିଥି ଭାବେ…
ବିଶ୍ଵ ହୋମିଓପାଥି ଦିବସ ପାଳନ।
ବାଣପୁର :(ସେକ୍ କୌସର):"ସ୍ଥାୟୀ ସ୍ବାସ୍ଥ୍ୟ ପାଇଁ ହୋମିଓ ପାଥିକ୍ " ଏହି ଉକ୍ତି କୁ ଚରିତାର୍ଥ କରିବା ଉଦ୍ଧ୍ୟେଶରେ ହୋମିଓ ପାଥିକ୍ ର ଜନକ ମହାତ୍ମା ଡ଼ ସେମୁଏଲ୍ ହେନିମନ ଙ୍କର ପବିତ୍ର ଜନ୍ମ ଜୟନ୍ତୀ ରେ ପାଳନ କରାଯାଏ ବିଶ୍ଵ ହୋମିଓ ପାଥିକ୍ ଦିବସ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା…