Sign in
Sign in
Recover your password.
A password will be e-mailed to you.
ପ୍ରସ୍ତାବିତ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ସ୍ଥଳ ପରିଦର୍ଶନ କଲେ ମୁଖ୍ୟ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ ଟି )
୨୦୨୨ ମଧ୍ୟଭାଗ ଶୁଦ୍ଧା ଶେଷ କରିବା ଲକ୍ଷ୍ୟ
ରାଉରକେଲା /ସୁନ୍ଦରଗଡ଼ (ଶାସକ ପ୍ରଶାସକ) : ଆଜି ମୁଖ୍ୟଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T), ଶ୍ରି ଭି.କେ.ପାଣ୍ଡିଆନ ଏବଂ କ୍ରୀଡା ଓ ଯୁବ ସେବା ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଆର ଭିନୀଲ କ୍ରିଷ୍ଣା…
ସମଲେଶ୍ବରୀ ମନ୍ଦିରର ପାରିପାର୍ଶିକ ବିକାଶ ଓ ସୌନ୍ଦର୍ଯ୍ୟକରଣ ଖୁବଶୀଘ୍ର ଆରମ୍ଭ କରାଯିବ
http://www.youtube.com/watch?v=uouUbH76XkM
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳଙ୍କ ମା ସମଲେଶ୍ବରୀଙ୍କ ମନ୍ଦିର ପରିଦର୍ଶନ
ସମ୍ବଲପୁର(ରମାକାନ୍ତ ବିଶ୍ୱାଳ) : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ…
ଅଚ୍ୟୁତାନନ୍ଦ ବିଦ୍ୟାପୀଠର ୧୯୯୩ ମସିହା ଦଶମ ଶ୍ରେଣୀ ବ୍ୟାଚର ବନ୍ଧୁମିଳନ ଉତ୍ସବ
ଭୁବନେଶ୍ୱର : ନେମାଳ ଅଚ୍ୟୁତାନନ୍ଦ ବିଦ୍ୟାପୀଠର ୧୯୯୩ ମସିହା ଦଶମ ଶ୍ରେଣୀ ବ୍ୟାଚର ଏକ ପ୍ରାରମ୍ଭିକ ବନ୍ଧୁମିଳନ ଉତ୍ସବ ଚିତ୍ରୋତ୍ପଳା ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଛାତ୍ର ଅଧ୍ୟାପକ ବିନୟ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସମସ୍ତ ପୁରାତନ ଛାତ୍ର ମାନେ…
ଝାରସୁଗୁଡା ମୁନିସିପାଲିଟି ଏକଜିକ୍ୟୁଟିଭ ଅଫିସର ନିଲମ୍ବିତ
ଭୁବନେଶ୍ୱର (ଶାସକ ପ୍ରଶାସକ) ସରକାରୀ ନିର୍ଦ୍ଦେଶ ଅବମାନନା, ପ୍ରଶାସନିକ ଅପାରଗତା, ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ରୂପାୟନରେ ବିଫଳତା, ଧାର୍ଯ୍ୟ ଲକ୍ଷ୍ୟ ହାସଲରେ ବିଫଳତା ଅଭିଯୋଗରେ ଝାରସୁଗୁଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ସରକାର ନିଲମ୍ବିତ…
କଣ୍ଟାବାଞ୍ଜି ବାଳକ ବିଦ୍ୟାଳୟ ର ୨୦୦୧ ମେଟ୍ରିକ ବ୍ୟାଚର ବନ୍ଧୁ ମିଳନ।
କଣ୍ଟାବାଞ୍ଜି(ଚୁଡାମଣି ସୁନା): କଣ୍ଟାବାଞ୍ଜି ବାଳକ ବିଦ୍ୟାଳୟରେ ଅଧ୍ୟୟନକ କରୁଥିବା ୨୦୦୧ ମେଟ୍ରିକ ବ୍ୟାଚର ଛାତ୍ରମାନଙ୍କ ଏକ ବନ୍ଧୁ ମିଳନ କଣ୍ଟାବାଞ୍ଜି ସ୍ଥିତ ଦୁମେରଚୁଆଁ ନିକଟରେ ହୋଇଯାଇଛି। ଏହି ବନ୍ଧୁ ମିଳନ ରେ କଣ୍ଟାବାଞ୍ଜି ତଥା ଆଖ ପାଖ ଗାଁ ମାନଙ୍କର ଥିବା ଛାତ୍ର ମାନେ ଯୋଗ…
ନୂଆପଡ଼ାରେ ଜାତୀୟ ସଡକ ସୁରକ୍ଷା ମାସ
ନୂଆପଡା(ଅମିତ ପୁରୋହିତ): .ଜାତୀୟ ସଡକ ସୁରକ୍ଷା ମାସ ୨୦୨୧ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁଭାରମ୍ଭ ହୋଇଯାଇଛି । ନିଜେ ଜିଲ୍ଲାପାଳ ସ୍ୱାଧ୍ୟାଦେବ ସିଂ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ " ସଡକ ସୁରକ୍ଷା ଜୀବନ ରକ୍ଷା " ବାର୍ତା ନେଇ ବୁଲିବାକୁ ପ୍ରସ୍ତୁତ ରଥକୁ ଶାଗୁଆ…
ଧାନ ମଣ୍ଡିରୁ ଉଠୁନି ଧାନ, ଚାଷୀଙ୍କ ଭିତରେ ଅସନ୍ତୋଷ
ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ମାରି ଜାତୀୟ ରାଜପଥ ୩୫୩ ଅବରୋଧ କଲେ ଚାଷୀ
ନୂଆପଡା(ଅମିତ ପୁରୋହିତ) :ନୂଆପଡା ଜିଲ୍ଲା ଧାନ ମଣ୍ଡିରେ ହଜାର ହଜାର ଧାନ ବସ୍ତା ପଡିରହିଛି। ବାରମ୍ବାର ଚାଷୀ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ସ୍ଥାଣୁ ପାଲଟି ଯାଇଛି।ଏ ନେଇ ଆଜି ଉତ୍ୟକ୍ତ ଚାଷୀ ନୂଆପଡା…
ଅବସରପ୍ରାପ୍ତ କର୍ମଚାରୀଙ୍କ ବନ୍ଧୁ ମିଳନ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ସ୍ଥାନୀୟ କୁରାଳ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଅବସର ପ୍ରାପ୍ତ ସରକାରୀ ଏବଂ ବେସରକାରୀ କର୍ମଚାରୀମାନଙ୍କୁ ନେଇ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କୁରାଳ ପଂଚାୟତ ସହିତ କୋମଣ୍ଡ, ରୋହିବାଙ୍କ, ପାଣ୍ଡେରିପଡା,…
ଓଡ଼ଗାଁ ଡାକ୍ତରଖାନା ପରିଦର୍ଶନ କଲେ କାୟାକଳ୍ପ ଟିମ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) :ରୋଗୀ ଚିକିତ୍ସାସହ ଅନ୍ତଃ ବିଭାଗ, ବହିଃର୍ବିଭାଗ ଏବଂ ପାରିପାର୍ଶିକ ପରିବେଶର ସ୍ୱଚ୍ଛତାକୁ ନିୟମିତ କରିବା ପାଇଁ ଏକ ୩ ଜଣିଆ ଟିମ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଫେରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ନିର୍ଦ୍ଦେଶିକା ଡ଼…
ଓଡଗାଁ କଲେଜର ପ୍ରତିକ୍ଷିତ ଏକାଡେ଼ମିକ ବ୍ଲକ ଓ ଲେଡ଼ିଜ ହଷ୍ଟେଲ ବିଲଡିଂ ପାଇଁ ଭିତ୍ତି ପକାଇଲେ ଅରୁଣ
୩.୪୪ କୋଟି ଟଙ୍କା ବ୍ୟୟରେ ନର୍ମାଣ ହେବ ଦୁଇଟି ଯାକ କୋଠା
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ ଆଜି ୩ କୋଟି ୪୪ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏକାଡେ଼ମିକ ବ୍ଲକ ଓ ଲେଡ଼ିଜ ହଷ୍ଟେଲ ବିଲଡିଂର ଭିତ୍ତିପ୍ରସ୍ତର ନୟାଗଡ଼ ବିଧାୟକ ତଥା…