Sign in
Sign in
Recover your password.
A password will be e-mailed to you.
ମନ୍ତ୍ରୀ ନଥିଲେ କି ନଥିଲେ କୋଉ ଗଡର ମହାରାଜା , ଥିଲେ ସେ ଲୋକଙ୍କ ହୃଦୟର ରାଜା
ବିଧାୟକ ନଥିଲେ କି ଏମପି ମନ୍ତ୍ରୀ ନଥିଲେ ମୁଖ୍ୟମନ୍ତ୍ରୀ ଅବା କେଉଁ ଗଡର ରାଜା ବି ନଥିଲେ | ଲୋକଙ୍କ ହୃଦୟର ରାଜା ଥିଲେ ସମସ୍ତଙ୍କ ପ୍ରିୟ, ସୁଖ ଦୁଃଖର ସାଥି ଆଉ ଅସହାୟ ମଣିଷର ସାହା " ଲଳିତ ଦାଦା" | ତାଙ୍କୁ ଲୋକ କେତେ ଭଲ ପାଉଥିଲେ ବା ପାଉଛନ୍ତି ତାହା ପ୍ରମାଣିତ ହୋଇଯାଇଥିଲା ତାଙ୍କ…
ସମ୍ବଲପୁରରେ ଚଳଚ୍ଚିତ୍ର ନିର୍ମାଣ ଓ ସମ୍ପାଦନା ଉପରେ କର୍ମଶାଳା I
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସ୍ଥାନୀୟ ସାଂସ୍କୃତିକ ସମାଜର ସ୍ଵାଧୀନତା ସଂଗ୍ରାମୀ ହଲ ଠାରେ ତ୍ରିଦିବସୀୟ ଚଳଚ୍ଚିତ୍ର ପ୍ରସ୍ତୁତି ଓ ରୂପେଲୀ ପରଦାରେ ଅଭିନୟ ସମ୍ପର୍କୀତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ…
ପାଠପଢା ପାଇଁ ଛାତ୍ରୀଙ୍କୁ ସହାୟତାର ହାତ ବଢ଼ାଇଲେ ଡ.ରାସେଶ୍ୱରୀ
ରୁକ୍ମିଣୀ ଲାଠ ବାଳ ନିକେତନର ଅନ୍ତେବାସିନୀଙ୍କୁ ନିଜ ବିଧାୟିକା ପେନସନ ଫଣ୍ଡରୁ କଲେ ଆର୍ଥିକ ସହାୟତା I
ସମ୍ବଲପୁର(ରମାକାନ୍ତ ବିଶ୍ବାଳ): ପୂର୍ବତନ ବିଧାୟିକା ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦିକା ଓ ବିଜେଡି ପ୍ରବକ୍ତା ଡ. ରାସେଶ୍ୱରୀ ପାଣିଗ୍ରାହୀ ସୋମବାର ରୁକ୍ମିଣୀ ଲାଠ ବାଳ…
ଜିଲ୍ଲାସ୍ତରୀୟ ୩୨ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ସଚେତନତା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ସୋମବାର ଦିନ ଜିଲ୍ଲାସ୍ତରୀୟ ୩୨ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ସଚେତନତା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।
…
୨୧ରୁ ଜାତୀୟ ତୋଷାଳି ମେଳା :ରହିବ ମାତ୍ର ୨୫୦ ଷ୍ଟଲ
ଭୁବନେଶ୍ୱର(ଶାସକ ପ୍ରଶାସକ )-ପ୍ରତିବର୍ଷ ପରି ଚଳିତ ବର୍ଷ ଭୁବନେଶ୍ୱର ସ୍ଥାନୀୟ ଜନତା ମୈଦାନ ଠାରେ ୧୫ ତମ ଜାତୀୟ ତୋଷାଳି ମେଳା ଆସନ୍ତା ଜାନୁୟାରୀ ୨୧ ତାରିଖରୁ ଆୟୋଜିତ ହେବାକୁ ଯାଉଛି। କୋଭିଡ ପ୍ରଟୋକଲ ଭିତରେ ପାଳିତ ହେବାକୁ ଥିବା ଏହି ଜାତୀୟ ମେଳାରେ ୨୫୦ ଟି ଷ୍ଟଲ ରହିବ । ଏଥି ମଧ୍ୟରୁ…
ସଡକ ସୁରକ୍ଷା ପାଇଁ ସଚେତନତା
ରମାକାନ୍ତ ବିଶ୍ବାଳ/ସମ୍ବଲପୁର- ସଡକ ସୁରକ୍ଷା ଜୀବନ ରକ୍ଷା ଏହି ସ୍ଲୋଗାନ ନେଇ ଜନସଚେତନତା ସୄଷି କରିବା ପାଇଁ ସମ୍ବଲପୁର ଠାରେ ଆୟୋଜନ କରାଯାଇଥିଲା ସଚେତନତା ରଥ । ସମ୍ବଲପୁର ଠାରେ ଜିଲ୍ଲା ପ୍ରସାସନ ପକ୍ଷରୁ ଜାତୀୟ ସଡକ ସୁରକ୍ଷା ମାସ ଆୟୋଜନ ପରିପ୍ରେକ୍ଷୀରେ ବିଶେଷ ଜନଜାଗରଣ ପାଇଁ ବିଶେଷ…
କୃଷକ ବିରୋଧୀ ତିନି କଲା କୃଷି ଆଇନ ରଦ କରାଯାଉ
ଘରୋଇ କ୍ଷେତ୍ରରେ ସ୍ଥାନୀୟ ନିଯୁକ୍ତି ୮୦ ପ୍ରତିଶତ ସଂରକ୍ଷଣ ଦିଆଯାଉ.
ଝାରସୁଗୁଡା/ସୁବାସ ସାହାରେ : ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଯୁବ ଶାଖା ଝାରସୁଗୁଡା ଦ୍ୱାରା ଇତି ମଧ୍ୟରେ ୪ଟି ଶ୍ରମିକ ବିରୋଧୀ ଲେବର କୋଡ଼ ଓ ୩ଟି କୃଷି ବିରୋଧୀ ଆଇନ ସଂସଦରେ ବିନା ଭୋଟରେ ପାସ କରାଯାଇଛି। ତାର…
ହୀରାକୁଦ ଜଳଭଣ୍ଡାରର ଉପରେ କରାଯାଇଥିବା ଦ୍ବିତିୟ ଇବ ସେତୁରେ ଆଲୋକୀକରଣ ପାଇଁ ଶିଳାନ୍ୟାସ।
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା ୧୦ ନମ୍ବର ରାଜ୍ୟ ରାଜପଥର(ବିଜୁ ଏକ୍ସପ୍ରେସ ୱେ) ରେଙ୍ଗାଲି ମହାବୀର ଛକରୁ ସପ୍ନେ-ରଂପେଲା ଫେରିଘାଟ ଅର୍ଥାତ ଇବ ନଦୀ (ହୀରାକୁଦଜଳଭଣ୍ଡାର) ଉପରେ ସମ୍ବଲପୁର ଜିଲ୍ଲାରୁ ସିଧାସଳଖ ଝାରସୁଗୁଡ଼ା,ବେଲପାହାଡ,ବ୍ରଜରାଜନଗର, ଛତିଶଗଡ ଅଞ୍ଚଳକୁ…
ଓଡିଶାର ତୃତୀୟ ଫିଲାଟେଲୀ ବ୍ୟୁରୋ ସମ୍ବଲପୁରରେ ଉଦଘାଟିତ
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ଭାରତୀୟ ଡାକ ବିଭାଗ ପକ୍ଷରୁ ଓଡିଶାର ତୃତୀୟ ‘ଫିଲାଟେଲୀ ବ୍ୟୁରୋ’ ସମ୍ବଲପୁର ଠାରେ ଉଦଘାଟିତ ହୋଇଯାଇଛି। ଏହି ବ୍ୟୁରୋ ମାଧ୍ୟମରେ ଷ୍ଟାମ୍ପ କଲେକ୍ସନ କରୁଥିବା ବ୍ୟକ୍ତି ଓ ଦୁର୍ଲଭ ଷ୍ଟାମ୍ପ ବିକ୍ରି / ଦାନ ଦେବା ପାଇଁ ଇଚ୍ଛୁକ ବ୍ୟକ୍ତି ମାନଙ୍କୁ ବିଶେଷ…
ନିରଞ୍ଜନଙ୍କ ଉପରେ ଆକ୍ରମଣ ଘଟଣା : ଡ଼ିଜିଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ
ଭୁବନେଶ୍ୱର (ଶାସକ ପ୍ରଶାସକ) : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ହୋଇଥିବା ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଯୋଗୁ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନାଙ୍କ ନେତୃତ୍ୱରେ ଏକ ପିସିସି ପ୍ରତନିଧି ଦଳ ଡିଜିପି…