ଶିଳ୍ପ ନଗରୀ ରେଙ୍ଗାଲି ରେ ବିପର୍ଯ୍ୟସ୍ତ ପରିମଲ ବ୍ୟବସ୍ଥା

0 2

ଶିଳ୍ପକାରଖାନା ମାନଙ୍କର ପେରିଫେରି ଉନ୍ନୟନ ଖର୍ଚ୍ଚ ଶୁନ, ପ୍ରଶାସନ ନିରବଦ୍ରଷ୍ଟା ।

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ): ସମ୍ବଲପୁର ଜିଲ୍ଲାର ପ୍ରମୁଖ ସହର ମଧ୍ୟରେ  ଶିଳ୍ପ ନଗରୀ ରେଙ୍ଗାଲି ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ଏଠି ପରିମଳ ବ୍ୟବସ୍ଥାକୁ ନେଇ ଏବେ ଉଠିଛି ସର୍ବସାଧାରଣ ରେ ପ୍ରଶ୍ନ ? ରେଙ୍ଗାଲି ଅଞ୍ଚଳର ବିଭିନ୍ନ ସ୍ଥାନ ରେ କୁଢ କୁଢ ଅଳିଆ ଆବର୍ଜନା ପଡିରହିଥିବା ଦେଖିବାକୁ ମିଳୁଛି। ଏନେଇ ଆଜି ରେଙ୍ଗାଲି ବୈଦୁତିକ ଗଣମାଧ୍ୟମ ପକ୍ଷରୁ ସ୍ଥାନିୟ ରେଙ୍ଗାଲି ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଆସନ୍ତା ୧୮ ତାରିଖମଧ୍ୟରେ  ଯଦି ଏଥିପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତାହେଲେ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସଂଘ ପକ୍ଷରୁ ପ୍ରକାଶ କରାଯାଇଛି।

Leave A Reply

Your email address will not be published.