ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ

0 2

ରାୟଗଡା/ ସରୋଜ କୁମାର ସାହୁ : ଆଜି  ଶିବ ପ୍ରସାଦ ସାହୁ ଏବଂ ସନ୍ସ ନାମରେ କଲ୍ୟାଣସିଂହପୁରର ଶିକରପାଇଠାରେ ଥିବା ମୁଖ୍ୟ ଦେଶୀ ମଦ ଭାଟି ର ଭାଗୀଦାର ସିଦ୍ଧାର୍ଥ ସାହୁ,ପିତା ଅଶୋକ ସାହୁ  ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ଅବକାରୀ ରାଜସ୍ବ ଠିକ୍ ସମୟରେ ପୋଇଠ ନୋକୋରି ଅନିମୀୟତତା କରିବା ଯୋଗୁ ଜିଲ୍ଲା ଅବକାରୀ ପ୍ରଶାସନ ପକ୍ଷରୁ ସଂପୃକ୍ତ ଭାଟିକୁ ତା ୦୧-୪ -୨୦୨୧ ରେ ସମ୍ପୂର୍ଣ୍ଣ ଭାବେ ସିଲ କରିଛି। ଆଜି ସିଲ୍ ଥିବା  ଭାଟି ଭିତରେ ସେହି ଭାଟିର ମ୍ୟାନେଜର ସୋରଜ୍ କୁମାର ଗୁପ୍ତା ଏବଂ ତାର ସହଯୋଗୀ  ସହ ପରିତ୍ୟକ୍ତ ଜାଗାରେ  ଚୋରା ମଦ   କାରବାର ହୋଉଥିବା ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଉପନୀରିକ୍ଷକ ନିଜଟିମ ସହ କଲ୍ୟାଣସିଂହପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଏବଂ ସହକର୍ମଚାରି ଶହ ବିଶ୍ଵସ୍ତ ସୂତ୍ର ରୁ  ଖବର ପାଇ ଚଡାଉ କରି ୨୪୦ ଲିଟର ବିପୁଳ ଚୋରା ଦେଶୀ ଭାଟି ମଦ ସହ ଏଇଥିରେ ସଂପୃକ୍ତ ଆସାମୀ ମାନଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛି।   ସେହିପରି ଗୁଣପୁର ଅବକାରୀ ଦଳ ମଦ ଚୋରାକlରବlର ଅଭିଯୋଗରେ ଜଣକୁ ଅଟକ ରଖିଛି l

Leave A Reply

Your email address will not be published.