Sign in
Sign in
Recover your password.
A password will be e-mailed to you.
ଗତଥର କିଣିଥିଲେ ୩୨୦୦୦ କ୍ବିଣ୍ଟାଲ ଧାନ, ଏଥର କିଣା ହେବ ମାତ୍ର ୨୮,୦୦୦ କ୍ବିଣ୍ଟାଲ : ଚିନ୍ତିତ ଚାଷୀ ଭେଟିଲେ…
ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲାର ଦୁର୍ଲଗା ସମବାୟ ସମିତିର ଚାଷୀମାନେ ଏବେ ଚିନ୍ତାରେ। ମଣ୍ଡିରେ ବିକ୍ରି ହୋଇ ପାରିନାହିଁ ଧାନ। ସରକାର ପୂର୍ବ ବର୍ଷ ଅପେକ୍ଷା ଏ ବର୍ଷ ଧାନକିଣା ଲକ୍ଷ୍ୟକୁ କମାଇ ଦେଇଥିବାରୁ ଚାଷୀମାନଙ୍କ ଧାନ ବିକ୍ରି ହୋଇ ପାରିନାହିଁ। ଗତ ବର୍ଷ ୩୨,୦୦୦…
ନିଖିଳ ଓଡିଶା ମାଁ ଫୁଲସୁନ୍ଦରୀ ପନ୍ଦରା ସମାଜର ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିଖିଳ ଓଡିଶା ପନ୍ଦରା ସମାଜ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ମାଁ ଫୁଲସୁନ୍ଦରୀ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟତଃ ପନ୍ଦରା ଜାତି ଉର୍ଣ୍ଣତି ସହ ମହିଳା ମାନଙ୍କ ବିକାଶ କିଭଳି ହେବ ତାକୁ ନେଇ ସଚେତନା…
ସୁନ୍ଦରଗଡ ଦମ୍ପତ୍ତିଙ୍କ ଗଜପତି ଜିଲ୍ଲାରୁ ପୋଷ୍ୟ ସନ୍ତାନ ଗ୍ରହଣ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୨୧ ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଅନୁପମ ସାହା ପୋଷ୍ୟ ସନ୍ତାନ ଭାବେ ସୁଦୂର ସୁନ୍ଦରଗଡର ଗୋଟିଏ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି।
ଏହି ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ ସମୟରେ…
ଚଳିତ ବଜେଟରୁ ବେଶୀ ପାଇବ ଓଡିଶା – ଧର୍ମେନ୍ଦ୍ର ପ୍ରଧାନ
ବଜେଟକୁ ଯୁଗାନ୍ତକାରୀ କହିବା ସହ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଧର୍ମେନ୍ଦ୍ର
ଉଜ୍ଜଳା ଯୋଜନାରେ ପୁଣି ୧ କୋଟି ମହିଳାଙ୍କୁ ଯୋଗାଯିବ ଗ୍ୟାସ
ପୋଷଣ ଅଭିଯାନରେ ଓଡିଶାର ୧୦ଟି ଆକାଂକ୍ଷୀ ଜିଲ୍ଲାକୁ ମିଳିବ ପ୍ରାଥମିକତା
୩ ବର୍ଷରେ ହେବାକୁ ଥିବା ୭ଟି…
ଜିସିଡ଼ି ଜିଲ୍ଲା ଉଚ୍ଚ ବିଦ୍ୟାଳୟରେ “ପରୀକ୍ଷା ଦର୍ପଣ” ବିତରଣ
ରାୟଗଡା (ସରୋଜ କୁମାର ସାହୁ) ସ୍ଥାନୀୟ ଜି ସି ଡ଼ି ଜିଲ୍ଲା ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଦଶମ ଶ୍ରେଣୀ ଛାତ୍ର ଓ ଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇ ଥିବା ପରୀକ୍ଷା ଦର୍ପଣ ପୁସ୍ତକ ବିଶିଷ୍ଟ ଅତିଥିମାନଙ୍କ ଉପସ୍ଥିତିରେ ବିତରଣ କରାଯାଇଅଛି I ବିଦ୍ୟାଳୟର ରାଜ୍ୟ…
ଜଣାଶୁଣା ବରିଷ୍ଠ ଆଇନଜୀବୀ ପ୍ରତାପଚନ୍ଦ୍ର ଦାସଙ୍କ ଦେହାନ୍ତ
ରାୟଗଡା (ସରୋଜ କୁମାର ସାହୁ) : ସହରର ଜଣାଶୁଣା ବରିଷ୍ଠ ଆଇନଜୀବୀ ପ୍ରତାପଚନ୍ଦ୍ର ଦାସଙ୍କ ଆଜି ଦେହାନ୍ତ ହୋଇଯାଇଛି | କରୋନା ଆକ୍ରାନ୍ତ ହୋଇ ବିଶାଖାପାଟଣାର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସମୟରେ ଆଜି ସକାଳେ 8.35ମିନିଟରେ ସେ ମୃତ୍ୟୁ ବରଣ କରିଛନ୍ତି ବୋଲି ଆଡଭୋକେଟ…
ସହର ମଧ୍ୟରେ ଲୁଟେରା ଗ୍ୟାଙ୍ଗ ଲୁଟି ନେଲେ ଦେଢ଼ ଲକ୍ଷ ଟଙ୍କା।
ଟିଟିଲାଗଡ, ( ଗୌରବ ଦର୍ଜୀ)-ଆଜି ଟିଟିଲାଗଡ ସହର ମଧ୍ୟରେ ଥିବା ଏକ୍ସିସ ବ୍ୟାଙ୍କ ସମ୍ମୁଖରୁ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶ ରୁ ଆସି ଟିଟିଲାଗଡରେ ବ୍ୟବସାୟ କରୁଥିବା ଘନଶ୍ୟାମ ଚାରଣ ନାମକ ଜଣେ ବ୍ୟବସାୟୀ ଏକ୍ସିସ୍ ବ୍ୟାଙ୍କ ରେ ୪୫ ହଜାର ଟଙ୍କା ଜମା କରି ବଳକା ୧ ଲକ୍ଷ…
ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟକୁ ପ୍ଲାଟିନମ ଜୁବୁଲି ପ୍ରସ୍ତୁତି ବୈଠକ
ବିଦ୍ୟାଳୟକୁ "ପୋଷ୍ୟ" ଭାବେ ଗ୍ରହଣ କରିବାକୁ ବିଧାୟକ ଶ୍ରୀ ବରିହାଙ୍କ ଘୋଷଣା
ପଦ୍ମପୁର- ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ସମ୍ମିଳନୀ କକ୍ଷ ଠାରେ ପ୍ଲାଟିନମ ଜୁବୁଲି କାର୍ଯ୍ୟକାରୀ କମିଟିର ସଭାପତି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ…
ସରିଲା ଖେଳ : ବାଜି ମାରିନେଲା ‘ଜୀବନସାଥୀ’ ଦଳ
ଉଦଯାପିତ ହେଲା ଓଡିଆ ମେଗା ସିରିୟଲ୍ କ୍ରିକେଟ୍ ଲିଗ୍
ଚିକୁ ସାମଲ ଶ୍ରେଷ୍ଠ ବ୍ୟାଟସମ୍ୟାନ୍ ଓ ଅମିତ ଶ୍ରେଷ୍ଠ ବୋଲର
ଭୁବନେଶ୍ୱର : ସ୍ଥାନୀୟ କିଟ୍ ସ୍ପୋର୍ଟସ୍ ଗ୍ରାଉଣ୍ଡ୍ ଠାରେ ଆୟୋଜିତ ‘ଓଡିଆ ମେଗା ସିରିୟଲ୍ କ୍ରିକେଟ୍ ଲିଗ୍’ ଉଦଯାପିତ ହୋଇଯାଇଛି । ଆମେବି ପ୍ଲସ୍…
ଜଳଖିଆ ତିଆରି କଲାବେଳେ ଫାଟିଲା ଗ୍ୟାସ ଟାଙ୍କି……….
ପଦ୍ମପୁର-ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିଲା,ଅଳ୍ପକେ ବର୍ତିଲେ ପରିବାର । ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ବିଜାମାଲ ଗ୍ରାମର କୈଳାଶ ପାଣ୍ଡେଙ୍କ ପରିବାର ଏକ ବଡ଼ ଅଘଟଣରୁ ବର୍ତି ଯାଇଛନ୍ତି । ଆଜି ସକାଳୁ ଜଳଖିଆ ତିଆରି କରିବା ସମୟରେ ଗ୍ୟାସ ସିଲିଣ୍ଡରରେ ନିଆ ଲାଗିଯାଇଥିଲା ଏବଂ…