ଫେବୃୟାରୀ ୭ରେ ପଶ୍ଚିମବଙ୍ଗ ଠାରେ ୪,୭୦୦ କୋଟି ମୂଲ୍ୟର ୪ଟି ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ-ଧର୍ମେନ୍ଦ୍ର…

ପଶ୍ଚିମବଙ୍ଗ/ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଫେବୃୟାରୀ ୭ରେ ପଶ୍ଚିମବଙ୍ଗ ଗସ୍ତରେ ଆସି ହଳଦିଆ ଠାରେ ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗଦେଇ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ସଡ଼କ ପରିବହନ ବିଭାଗର ମୋଟ୍ ୪ ହଜାର ୭୦୦ କୋଟିରୁ ଉର୍ଧ୍ଵ ମୂଲ୍ୟର ୪ଟି ବିକାଶମୂଳକ…

ସକ୍ଷମ-୨୦୨୧ : ଇନ୍ଧନ ତୈଳ ଓ ଗ୍ୟାସର ସଂରକ୍ଷଣତା ଉପରେ ସଚେତନତା କାର୍ଯ୍ୟକ୍ରମ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ପ୍ୟାଲେସ ସାମନାରେ ଥିବା ଅର୍ବାନ-ବ୍ୟାଙ୍କ ପଡିଆ ଠାରେ ରବିବାର ଦିନ ସକ୍ଷମ-୨୦୨୧-ଇନ୍ଧନ ତୈଳ ଓ ଗ୍ୟାସର ସଂରକ୍ଷଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।   ଭାରତ ସରକାରଙ୍କ ପେଟ୍ରୋଲିଅମ୍…

 ଜିଲ୍ଲାସ୍ତରୀୟ ପଲସ-ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ –୨୦୨୧ ଶୁଭାରମ୍ଭ : ୩୧-୧-୨୦୨୧ ଠାରୁ ୨-୨-୨୦୨୧ ଚାଲିବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି କାଳୀନ ଏବଂ ଶିଶୁସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ (ରବିବାର ଦିନ) ଜିଲ୍ଲାସ୍ତରୀୟ ପଲସ-ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ-୨୦୨୧ର ଶୁଭାରମ୍ଭ ହୋଇଯାଇଛି । ଏହିକାର୍ଯ୍ୟକ୍ରମ…

ଦୁଃସାହସିକ କ୍ରୀଡା ଦଳକୁ ବିଧାୟକଙ୍କ ଶୁଭେଚ୍ଛା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ଦୁଃସାହସିକ କ୍ରୀଡା ପ୍ରତିଯୋଗିତା ପାଇଁ ଗଜପତି ଜିଲ୍ଲା  ପାରଳାଖେମୁଣ୍ଡି ରୁ ଏକ ଦଶ ଜଣିଆ ଦଳ  ଚଣ୍ଡିଗଡ ଅଭିମୁଖେ ବାହାରିଛନ୍ତି । କେନ୍ଦ୍ର ସରକାରଙ୍କ କ୍ରୀଡା ଓ ଯୁବବ୍ୟାପାର ବିଭାଗ ପକ୍ଷରୁ ଆସନ୍ତା ଫେବୃଆରୀ ମାସ ଦ୍ଵିତୀୟ ସପ୍ତାହ…

କଳାହାଣ୍ଡି ୱେବ ମିଡ଼ିଆ ସଙ୍ଘର ସାଧାରଣ ବୈଠକ।

କଳାହାଣ୍ଡି ଜିଲ୍ଲା /ତୁଳମଣି ନାଗ: ଗଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚୁରାପାହାଡ଼ ଶିବ ମନ୍ଦିର ସମ୍ମୁଖରେ କଳାହାଣ୍ଡି ୱେବ ମିଡ଼ିଆ ସଙ୍ଘର ସଭାପତି ଆଦିତ୍ୟ ମହାନ୍ତିଙ୍କ ସଭାପତିତ୍ୟରେ  ଆଜି ସାଧାରଣ ବୈଠକ ଅନୁଷ୍ଟିତ ହୋଇଥିଲା। ବୈଠକରେ  ମୁଖ୍ୟ ଅତିଥି ବିନ୍ଦୁ ମହାନନ୍ଦ  ଓ ସଂମାନିତ ଅତିଥି …

ସମ୍ବଲପୁରରେ ଟୁରିଷ୍ଟ ବସ ସେବା ଆରମ୍ଭ।

http://www.youtube.com/watch?v=kVsyQh9u35I  ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ରାଜ୍ୟ ପର୍ଯ୍ୟଟନ ବିଭାଗ ପର୍ଯ୍ୟଟକମାନଙ୍କୁ ସମ୍ବଲପୁର ଓ ଆଖପାଖ ଅଞ୍ଚଳର ଧାର୍ମିକ ଓ ଦର୍ଶନୀୟ ସ୍ଥଳୀ ବୁଲାଇବା ପାଇଁ ଏକ ଦିନିକିଆ ଟୁର ପ୍ୟାକେଜ ବ୍ୟବସ୍ଥା କରିଛନ୍ତି। ଆଜିଠାରୁ ପ୍ରତି ରବିବାର…

ଓଡ଼ିଶା ଡିଗ୍ରୀ ଇଞ୍ଜିନିୟର୍ସ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ

ସୌମ୍ୟରଞ୍ଜନ ସଭାପତି, ଗିରିଜା ଶଙ୍କର ସାଧାରଣ ସମ୍ପାଦକ ମନୋନୀତ ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଶା ଡିଗ୍ରୀ ଇଞ୍ଜିନିୟର୍ସ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଇଂ…

 ସ୍ୱଚ୍ଛ ସହରର ପ୍ରମୁଖ ସାରଥୀ : ବର୍ଜ୍ୟ ସଂଗ୍ରହକାରୀଙ୍କୁ ନୂଆ ପରିଚୟ ଦେଇଛି ପୌର ପ୍ରଶାସନ

ଭୁବନେଶ୍ୱର(ଶାସକ ପ୍ରଶାସକ) ;  ଦିନେ ଜରି ଗୋଟାଉଥିଲେ ପେଟ ପୋଷିବା ପାଇଁ । ହେଲେ ଏହା ଏବେ ତାଙ୍କୁ ଦେଇଛି ନୂଆ ପରିଚୟ । ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ମହିଳାମାନେ ଏବେ ସହରାଚଂଳ ପ୍ରଶାସନ ସହିତ ଯୋଡିହୋଇ ଆତ୍ମନିର୍ଭରଶୀଳ ହେବା ସହିତ ଓଡିଶାକୁ ପୁରସ୍କୃତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ…

ଦ୍ବି ଦିବସୀୟ କାଳିଆ ‘ଦା’ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଉଦଯାପିତ 

ଅର୍ଜୁନପାଲିକୁ ହରାଇ କାଦୋବାହାଲ ଚାମ୍ପିଅନ କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : କୁଚିଣ୍ଡା ବ୍ଲକ ଲାଡ଼ରେ ୨ ଦିନ ଧରି ଚାଲିଥିବା ଫୁଟବଲ ପ୍ରତିଯୋଗିତା ଶନିବାର ଉଦଯାପିତ ହୋଇଯାଇଛି l ସ୍ଥାନୀୟ ଜୟହିନ୍ଦ କ୍ଲବ ପକ୍ଷରୁ ଆୟୋଜିତ ହୋଇ ଆସୁଥିବା ଏହି ପ୍ରତିଯୋଗିତାରେ ଚଳିତ ବର୍ଷ…

୨ୟ ତମ ବିନ୍ଧ୍ୟବାସିନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ପାଇକମାଲ :- ଆଜି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଭଗତପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ୨ୟ ତମ ବିନ୍ଧ୍ୟବାସିନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ।  ଫାଇନାଲ୍ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଯୋଗଦାନ କରି କ୍ରିକେଟ ଖେଲାଲି ଓ ଦର୍ଶକ…