ଟାଳ ଉ.ପ୍ରା ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ  ପ୍ରଶାସନିକ ଅଧିକାରୀ

ପଦ୍ମପୁର(ଶାସକ ପ୍ରଶାସକ) - ବରଗଡ ଜିଲ୍ଳା ରାଜବୋଡାସମ୍ବର ବିଇଓ କାର୍ଯ୍ୟାଳୟ ଅଧିନରେ ଆସୁଥିବା ଟାଳସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ୟ ଭାବେ ନେଇଛନ୍ତି ସେହି ସ୍କୁଲର ପୁରାତନ ଛାତ୍ର ତଥା ଭୁବନେଶ୍ୱର ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରତ ମହେନ୍ଦ୍ର ବଢେଇ ।…

ପୋଲିସ୍ ଜାଲରେ ଫସୁଛନ୍ତି ଜଣ ପରେ ଜଣେ ଗଞ୍ଜେଇ ବେପାରୀ 

କାର ସହ ଦୁଇଜଣଙ୍କୁ  ଥାନାରେ ଅଟକ ରଖିଛି ମୁନିଗୁଡା ପୋଲିସ ରାୟଗଡ ( ସରୋ କୁମାର ସାହୁ) ରାୟଗଡା ଜିଲ୍ଲାର ମୁନିଗୁଡା ପୋଲିସକୁ ଗଞ୍ଜେଇ ଧରିବାରେ ସଫଳତା ପରେ ସଫଳତା ହାସଲ କରି ଚାଲିଛନ୍ତି। ଆଗରୁ ଗଞ୍ଜେଇ  ଚୋରା ଚାଲାଣକୁ ସେତେଟା ଗୁରୁତ୍ବ ଦେଉନଥିବାରୁ କେତେକ ଦଲାଲଙ୍କ ହସ୍ତକ୍ଷେପରେ…

କର୍କଟରୁ ରକ୍ଷା ପାଇବା ନିମନ୍ତେ ସୁସ୍ଥ ଜୀବନଚର୍ଯ୍ୟା ଆବଶ୍ୟକ

ଭୁବନେଶ୍ୱର(ଶାସକ ପ୍ରଶାସକ) : ସୁସ୍ଥ ଜୀବନଚର୍ଯ୍ୟା ଓ ଶରୀରର ନିୟମିତ  ପରୀକ୍ଷା ଦ୍ୱାରା କର୍କଟ ରୋଗକୁ ନିଜଠାରୁ ଦୂରରେ ରଖିବା ସମ୍ବବ ଅଟେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର (ଡ) ଅଶୋକ କୁମାର ମହାପାତ୍ର କହିଛନ୍ତି ।  ବଂଶଗତ ଭାବେ କର୍କଟ ରୋଗ ପରିବାର ମଧ୍ୟରେ…

ବୀଣାପାଣି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ :-ଫଟାଟାଙ୍ଗର ଚମ୍ପିୟାନ।

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ଏଠାରୁ ପନ୍ଦର କିଲୋମିଟର ଦୂରବର୍ତ୍ତୀ ପୁରୁଣାପାଣି ସ୍ଥିତ  ଧକ ଧକି ପଡିଆରେ ବିଣାପାଣୀ କପ ଫୁଟବଲ  ଉଦଯାପିତ ହୋଇଯାଇଛି ।ଏଥିରେ ମୋଟ ଆଠ ଗୋଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଲାଡମପାଲି ଓ ଫଟାଟାଙ୍ଗର ଟିମ ଫାଇନାଲ କୁ ଉନ୍ନିତ ହୋଇଥିଲେ । ସଂଘର୍ଷ ପୂର୍ଣ୍ଣ…

କରୋନା ବେଳେ ସେବା ଦେଲେ, ଟୀକା ଦେଲା ବେଳେ ମନେ ପଡୁନାହାନ୍ତି 

ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) : କରୋନା ବେଳେ ସେବା ଯୋଗାଇଲେ | ସରକାର ଆଗଧାଡିର କୋଭିଡି ଯୋଦ୍ଧା  ବୋଲି କହି ଚାଲିଲେ | ହେଲେ ଏବେ ଟୀକା ଦେଲା ବେଳକୁ ଡାକ୍ତରଙ୍କୁ ଟିକେ ଖବର ବି ଦେଉନାହାନ୍ତି | ଇଏ ପ୍ରଶାସନର କି ପ୍ରକାର ମାନସିକତା !  ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସରକାରୀ…

ନୂତନ ଭାବେ ସିଭିଲ କୋର୍ଟ ଉଦଘାଟିତ।

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)-କଲାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ବହୁ ପ୍ରତୀକ୍ଷିତ ନୂତନ ଭାବେ ସିଭିଲ କୋର୍ଟ ଆଜି ଉଦଘାଟିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ହାଇକୋର୍ଟ ର ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀ ଯୋଗ ଦେଇ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା…

ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ ତଥା ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ପାଇଁ ପ୍ରସ୍ତୁତି ବୈଠକ।

ପଦ୍ମପୁର-ରାଜବୋଡଡାସମ୍ବର ବ୍ଳକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର ବାର୍ଷିକ ସମ୍ମିଳନୀ ତଥା ଗତ ୨୦୨୦ବର୍ଷ ମଧ୍ୟ ରେ ଅବସର ଗ୍ରହଣ କରି ଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଦାୟକାଳୀନ  ସମ୍ବର୍ଦ୍ଧନା ଦେବା ପାଇଁ  ପ୍ରସ୍ତୁତି ବୈଠକରେ ଶିକ୍ଷକ ଶ୍ରୀ ଲଳିତ କୁମାର ଦାଶ ପ୍ରାରମ୍ଭିକ ସୂଚନା…

ଦୀର୍ଘସ୍ଥାୟୀ ମସାରି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଆଜି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଧିନସ୍ଥ କଳିଙ୍ଗିଆ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଦୀର୍ଘସ୍ଥାୟୀ ମସାରି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟଅତିଥି ଭାବରେ ଯୋଗ…

ଝାରସୁଗୁଡ଼ାରେ ତିନି ଘଣ୍ଟା ବନ୍ଦ ସଫଳ।

ଝାରସୁଗୁଡ଼ା :(ସୁଭାଷ ସହାରେ) -ଭାରତୀୟ କିସାନ ଏକତା ମୋର୍ଚ୍ଚାର ଆହ୍ବାନରେ ଆଜି ସମଗ୍ର ଭାରତବର୍ଷରେ ତିନିଘଣ୍ଟିଆ ବନ୍ଦ ଡାକରାକୁ ସମର୍ଥନ ଜଣାଇ ଆଜି ଝାରସୁଗୁଡ଼ା କୃଷକ ସଂଗଠନ, ବିଭିନ୍ନ ସାମାଜିକ ଓ ରାଜନୈତିକ ସଂଗଠନ ଦ୍ଵାରା ଝାରସୁଗୁଡ଼ା ଚକବନ୍ଦୀ କରାଯାଇଥିଲା। ଦିନ ୧୨ଟାରୁ ଅପରାହ୍ନ ୩ଟା…

ଶ୍ରୀରଘୁନାଥ ଜିଉଙ୍କୁ ଦର୍ଶନ କଲେ ଅପରାଜିତା 

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ ଆଜି ଆସ୍କା ଗସ୍ତ ଅବସରରେ ଓଡ଼ଗାଁ ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କୁ ଦର୍ଶନ କରିଥିଲେ । ଗସ୍ତ ସମ୍ପର୍କରେ କୈାଣସି ସୁଚନା ନଥିବା ବେଳେ ଅଚାନକ୍ ଭାବରେ ରାତି ୯ଟା ବେଳେ ସାଂସଦଙ୍କ ପାଇଁ ମନ୍ଦିର ପରିସରରେ ଗହଳ ଚହଳ…