ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ଉପନିୟମ ପ୍ରତ୍ୟାହାର କରିଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ…

 ଗତ ଦୁଇ ଦିନ ତଳେ ଶ୍ରୀମନ୍ଦିର ପାଇଁ ଏନ୍ଏମ୍ଏର ପ୍ରସ୍ତାବିତ ବାଇ-ଲ’ ଉପରେ ଅଧିକ ଆଲୋଚନା କରିବାକୁ ବିଭାଗୀୟ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କ ସହ ଫୋନରେ କଥା ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଶ୍ରୀଜଗନ୍ନାଥ ମନ୍ଦିରର ବିକାଶ କାର୍ଯ୍ୟ ପ୍ରଭାବିତ ହେବ ନାହିଁ ବୋଲି…

ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ ଲ ପ୍ରତ୍ୟାହାର

ଓଡିଆ ଲୋକଙ୍କ ସ୍ୱାର୍ଥକୁ ବିଜେପି ସବୁ ସମୟରେ ଗୁରୁତ୍ୱ ଦେଇଛି :ସମୀର ମହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ  ଏବଂ ଦୁଇ କେନ୍ଦ୍ର ମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି…

“ମହାନଦୀ ଜଳ ବିବାଦରେ ଫଶିଛି ଲୋୟର ସୁକତେଲ”

ଲୋୟର ସୁକତେଲକୁ ନେଇ ନେତା ଓ ସରକାରୀ ଅଧିକାରୀମାନେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ଲୋୟର ସୁକତେଲ ପାଇଁ ଚରମ ଅବହେଳା ମହଙ୍ଗା ପଡିଲା, ୮୦ ବୈଠକ ସ୍ଥାନରେ ମାତ୍ର ୩ ବଲାଙ୍ଗିର/ନିରୋଜ ମିଶ୍ର :  ଓଡିଶା ପାଇଁ ବ୍ୟୁମେରାଂ ହୋଇଛି ମହାନଦୀ ଜଳ ବିବାଦ । ବଲାଙ୍ଗିରର ଜୀବନ ରେଖା…

କଲମପୁର ବ୍ଲକ୍ ୱେବ ମିଡ଼ିଆ ସଂଘର ସାଧାରଣ ବୈଠକ।

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ) କଲମପୁର ବ୍ଲକ୍ ଅନ୍ତର୍ଗତ ବଡକୁଟୃ FCI ଗୋଦାମ ଗୃହ ପରିସରର ରବିବାର ଦିନ କଲମପୁର ବ୍ଲକ୍ ୱେବ ମିଡ଼ିଆ ସଂଘର ସଭାପତି ଶିବ ପ୍ରସାଦ ମହାରଣାଙ୍କ ଆହ୍ୱାନ କ୍ରମେ ସଂଘର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ…

ବିଜୁ ପଟ୍ଟନାୟକ ମେମୋରିଆଲ ନକ୍ ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

ଧର୍ମଗଡ/ସୁସାନ୍ତ ରାଉତ: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଚାଲିଥିବା ବିଜୁ ପଟ୍ଟନାୟକ ମେମୋରିଆଲ ନକ୍ ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଧର୍ମଗଡ଼ ପ୍ରିମିୟର ଲିଗ୍ -୭ ଉଦଯାପିତ ହୋଇ ଯାଇଛି। ଫାଇନାଲ ମ୍ୟାଚ୍ ଶଙ୍କର-୧୧ ଏବଂ ଦଣ୍ଡାମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଉଦଯାପନୀ…

ନୀତି ଆୟୋଗ ଡେ଼ଲ୍ଟା  ରା଼ଙ୍କିଙ୍ଗ : ୫ ସର୍ବଶ୍ରେଷ୍ଠ ଜିଲ୍ଲା ଭିତରେ  ଓଡ଼ିଶାର ୨ ଜିଲ୍ଲା 

ନୂଆଦିଲ୍ଲୀ :ମୌଳିକ ଭିତ୍ତିଭୂମିର ସଫଳ ରୂପାୟନ କରି ସାମାଜିକ ଓ ଅର୍ଥନୈତିକ ରୂପାନ୍ତରଣ ପାଇଁ ମୂଳଦୁଆ ପକାଇବା ଦିଗରେ ସଫଳତାର ସହ କାର୍ଯ୍ୟ କରୁଥିବା ସର୍ବଶ୍ରେଷ୍ଠ ୫ଟି ଜିଲ୍ଲା ମଧ୍ୟରେ ସ୍ଥାନ ପାଇଛନ୍ତି ଓଡ଼ିଶାର ଦୁଇ ଜିଲ୍ଲା | ପ୍ରଥମ ସ୍ଥାନରେ ଅଛି ଓଡ଼ିଶାର ଗଜପତି ଜିଲ୍ଲା |…

କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସଂସଦୀୟ ଦଳ 

ନୋଟିଫିକେସନ ପ୍ରତ୍ୟାହାର କରିବା ପାଇଁ ପ୍ରତିଶ୍ରୁତି ଦେଲେ ମନ୍ତ୍ରୀ  ନୂଆଦିଲ୍ଲୀ (ଶାସକ ପ୍ରଶାସକ): ବିଜେଡି ସାଂସଦ ପ୍ରତିନିଧି ଦଳ  ଶ୍ରୀମନ୍ଦିର ପୁରୀ ସମ୍ପର୍କିତ ଏନଏମଏ ଡ୍ରାଫ୍ଟ ପ୍ରସଙ୍ଗରେ ଆଜି କେନ୍ଦ୍ର ମନ୍ତ୍ରୀ ସଂସ୍କୃତି ଶ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଭେଟିଛନ୍ତି। । ଏନଏମଏ…

ବିକ୍ରି ହୋଇପାରୁନି ଧାନ , ଚିନ୍ତାରେ ଚାଷୀ 

୧୧ରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାନ ଗଦାମାରିବେ ଚାଷୀ ପଦ୍ମପୁର- ଦିନକୁ ଦିନ ବଢିବାରେ ଲାଗିଛି ଧାନ ବିକ୍ରି ସମସ୍ୟା। ଚଳିତ ବର୍ଷ ଧାନ ବିକ୍ରି କରିବା ପାଇଁ ଚାଷୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଚାଷୀ ଧାନ ଅମଳ କରି ସରକାରୀ ଧାର୍ଯ୍ୟ ମୂଲରେ ଧାନ ବିକ୍ରି କରିବା ପାଇଁ…

ଜଗନ୍ନାଥଙ୍କ କାମ କେହି ଅଟକାଇ ପାରିବେନି : ମୁଖ୍ୟମନ୍ତ୍ରୀ 

ପୁରୀ (ସ୍ୱତନ୍ତ୍ର ପ୍ରତିନିଧି) : "ଜଗନ୍ନାଥଙ୍କ କାମ କେହି ବି ଚାହିଁଲେ ଅଟକାଇ ପାରିବେନି" ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ | କରୋନା ମହାମାରୀ ପରେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଯାଇ ଶ୍ରୀ ଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ପରେ…

ଆମ୍ବୁଲାନ୍ସକୁ ଛାଡ଼ୁ ନାହାନ୍ତି ରାସ୍ତା

ଜିଲ୍ଲାପାଳଙ୍କ ନିକଟରେ ଫେରାଦ ଜଣାଇଲେ ଆମ୍ବୁଲାନ୍ସ ଚାଳକଗଣ ବାରିପଦା(ଦିଲ୍ଲୀପ ମହାନ୍ତି)-ଜବରଦଖଲ କାରଣରୁ ବାରିପଦା ପୌରପରିଷଦର ରାସ୍ତାଘାଟ ଦିନକୁ ଦିନ ସଂକୋଚିତ ହେବାରେ ଲାଗିଛି । ପୌରପରିଷଦର ହୁଗୁଳା ଶାସନ ବ୍ୟବସ୍ଥା କାରଣରୁ ରାସ୍ତାର ବିଭିନ୍ନ ସ୍ଥାନମାନଙ୍କରେ ଉଠା ଦୋକାନୀମାନଙ୍କର…