ଅଫିସର ଓ ନେତାଙ୍କ ଭିତରେ ମ୍ୟାଚ : ବାଜି ମାରିନେଲେ ନେତା 

ନୟାଗଡ଼ (ବିଶ୍ୱଜିତ ନାୟକ):  ପ୍ରଶାସନ ଏକାଦଶ ଓ ଲୋକ ପ୍ରତିନିଧି ଏକାଦଶଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର କ୍ରିକେଟ୍ ମ୍ୟାଚ ଖେଳ ସମ୍ପନ୍ନ ହୋଇଛି  । ଏହି କ୍ରିକେଟ୍ ମ୍ୟାଚରେ  ଲୋକ ପ୍ରତିନିଧିର ଅଧିନାୟକ କାର୍ଯ୍ୟ ତୁଲାଇଥିଲେ  ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ ଅରୁଣ କୁମାର ସାହୁ ଏବଂ ଟସ…

ଲୁଟପାଟ ଅଭିଯୋଗରେ ଚାରି ଗିରଫ। 

ଝାରସୁଗୁଡ଼ା :(ସୁଭାଷ ସହାରେ )-ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ପୋଲିସ ଜନୈକ ଠିକାଦାରଙ୍କୁ ଧମକଚମକ ଓ ଲୁଟପାଟ ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।  ସୂଚନାନୁସାରେ, ଏସଏମସିରେ ଠିକାଦାର ଥିବା ଝାଡ଼ଖଣ୍ଡର ଆଜାଦ ଖାନଙ୍କୁ ଧମକଚମକ ଦେଇ କିଛି ଅସାମାଜିକ…

ଛୋଟ ହେଲେ ବି ମହାନ କାର୍ଯ୍ୟକ୍ରମ ସାମିଲ ହେଲେ ସାହିତ୍ୟିକ  ଓ ସମାଜସେବୀ.

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା ଅଗ୍ରଣୀ  ସାହିତ୍ୟ ଅନୁଷ୍ଠାନ ଭାରତ ରତ୍ନ ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ "ଛୋଟ ହେଲେ ବି ମହାନ" କାର୍ଯ୍ୟକ୍ରମରେ  କିଛି ସାହିତ୍ୟିକ ଓ ସମାଜସେବୀ ର ମିଳିତ ଆନୁକୂଲ୍ୟରେ   ଝାରସୁଗୁଡା ସହରରେ ଥିବା ପୂଜ୍ୟ ମହାପୁରୁଷ ମାନଙ୍କର…

ଜୀବନ ସଂଘର୍ଷରେ ହାରିଗଲେ ଚନ୍ଦ୍ରମଣି, ସହାୟତାର ହାତ ବଢ଼ାଇଲା ଓଡିଶା ମୋ ପରିବାର

ଭୁବନେଶ୍ୱର : ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଦାହଣାଶୁଣି ଗ୍ରାମର 29 ବର୍ଷୀୟ ଚନ୍ଦ୍ରମଣି ମାଝୀ ଗତ ଚାରିବର୍ଷ ହେଲା ସୁରତରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ । ଗତ ଫେବୃୟାରୀ 4 ତାରିଖରେ କୌଣସି କାରଣବଶତଃ ସେ ଆତ୍ମହତ୍ୟା କରିଦେଇଥିଲେ । ଅର୍ଥାଭାବରୁ ପରିବାର ଲୋକେ ପାର୍ଥିବ ଶରୀରକୁ ନିଜ…

ସୁନ୍ଦରଗଡ ଜିଲ୍ଲା ପାଇଁ ବିଜେଡି ନିଯୁକ୍ତି ଦେଲା ୮ ସହ-ପର୍ଯ୍ୟବେକ୍ଷକ

ଭୁବନେଶ୍ୱର (ଶାସକ ପ୍ରଶାସକ)  ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ସୁନ୍ଦରଗଡ ଜିଲ୍ଲା ପାଇଁ ସହ-ପର୍ଯ୍ୟବେକ୍ଷକ ଭାବରେ ଆଠଜଣ ନେତାଙ୍କୁ ନିଯୁକ୍ତି ଦିଆଯାଇଛି  ବୋଲି ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ରଂଜନ ମଙ୍ଗରାଜ ଆଜି ଏକ ପ୍ରେସ…

ସାମାନ୍ୟ ବଚସାରୁ ପଡୋଶୀକୁ ନିର୍ମମ ହତ୍ୟା । 

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)-ସାମାନ୍ୟ ବଚସାରୁ ପଡୋଶୀ ଦ୍ଵାରା ଜଣେ ୫୫ ବର୍ଷ ବ୍ୟକ୍ତି ଙ୍କୁ ନିର୍ମମ ହତ୍ୟା କରିଥିବା ଭଳି ଅଘଟଣ ଘଟିଯାଇଛି  । ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଖଇରପଦର ଗାଁରେ । ମୄତ ବ୍ୟକ୍ତିଙ୍କ ନାମ ପିତାମ୍ ଶବର । ପିତାମଙ୍କ କିଛିଦିନ ହେବ…

ବଲ୍ଲଭ କରୁଣା ମେମୋରିଅଲ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସଂକ୍ରି ଚାମ୍ପିୟନ 

ପଦ୍ମପୁର-ପଦ୍ମପୁର ଉପଖଣ୍ତ ଧୁମାଭଟା ଗ୍ରାମରେ ବଲ୍ଲଭ କରୁଣା ମେମୋରିଅଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ତ୍ରିଦିବସୀୟ ଟୁର୍ଣ୍ଣାମେଣ୍ଟକୁ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅର୍ଜ୍ଜୁନ ଭିଲ ,ଅବସର ପ୍ରାପ୍ତ ଶିକ୍ଷକ ସୌକିଲାଲ ପାଣ୍ତେ ଅତିଥି ଭାବରେ ଯୋଗଦାନ କରି ଉଦଘାଟନ କରିଥିଲେ।…

ସୀମାନ୍ତରେ ଏନକାଉଣ୍ଟର : ଜଣେ ନକ୍ସଲ ମୃତ,  ବିସ୍ଫୋରକ ଜବତ ।

ମାଲକାନଗିରି (ବି ଶ୍ରୀନିବାସ ପାତ୍ର)ଜିଲ୍ଲା ସୀମାନ୍ତ ଛତିଶଗଡର ଦାନ୍ତେୱାଡା ଜିଲ୍ଲାରେ ପୁଲିସ ଓ ମାଓବାଦୀ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଏଥିରେ ଜଣେ ହାର୍ଡକୋର ମାଓବାଦୀ  ନିହତ ହୋଇଥିବା ବେଳେ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରାଯାଇଛି ମିଳିଥିବା ସୂଚନା ଅନୁଯାୟୀ କଟେକଲ୍ୟାଣ ଥାନା…

ଜେଲରେ କଏଦୀଙ୍କ ପ୍ରେମ, ସୁରକ୍ଷା ବ୍ୟବସ୍ଥା ଅଛି ଟି !!!!

ଉପକାରାଗରରେ ପ୍ରେମ ଓ ଶାରୀରିକ ସଂପର୍କ, ମିଛ ପ୍ରତିଶ୍ରୁତି ଓ ପ୍ରତାରଣା ଅଭିଯୋଗରେ  ଥାନା ରେ ଏତଲା।  ଟିଟିଲାଗଡ, ( ଗୌରବ ଦର୍ଜୀ)-ଜେଲ୍ ଭିତରେ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିଥିବା ଅଭିଯୋଗ କରିଛନ୍ତି ଜଣେ ମହିଳା ଅନ୍ତେବାସୀନୀ ।  ଟିଟିଲାଗଡ଼ ଉପକାରାଗାର  ରେ ପୂର୍ବରୁ…

ରେଳଷ୍ଟେସନ ରୁ ନାବାଳିକାକୁ ଉଦ୍ଧାର କଲେ ଆରପିଏଫ ଓ ଚାଇଲ୍ଡ ଲାଇନ।

ଟିଟିଲାଗଡ,(ଗୌରବ ଦର୍ଜୀ )-ଆଜି ଦିନ ବେଲା ଟିଟିଲାଗଡ ରେଳ ଷ୍ଟେସନ ରେ ଜଣେ ନାବାଳିକା ବୁଲୁଥିବାର ଦେଖି ଆରପିଏଫ ପଚରାଉଚୁରା କରିଥିଲା। ଜଣା ପଡିଥିଲା ଯେ ସେହି ଛୋଟ ଝିଅ ଟି  ଟ୍ରେନ ରେ ବସି ଏକାକୀ ପଳେଇ ଆସିଛି। ଝିଅଟି ସ୍ପଷ୍ଟ ନିଜ ପରିଚୟ ଦେଇପାରିନଥିଲେ ମଧ୍ୟ ଝିଅଟିର ନାମ କାଜଲ ସୁନାନି…