କଳାହାଣ୍ଡି  ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଭାବେ ସୁଶାନ୍ତ କୁମାର ପ୍ରଧାନୀ ମନୋନୀତ।

କଳାହାଣ୍ଡି / ତୁଳମଣି ନାଗ : ଜିଲ୍ଲାର  ଉଦୀୟମାନ ଛାତ୍ର ନେତା ସୁଶାନ୍ତ କୁମାର ପ୍ରଧାନୀଙ୍କୁ ନେସନାଲ୍ ଷ୍ଟୁଡେଣ୍ଟସ ୟୁନିୟନ୍ ଅଫ୍ ଇଣ୍ଡିଆ ( NSUI ) ର କଳାହାଣ୍ଡି ଶାଖାର ଜିଲ୍ଲା ସଭାପତି ଭାବେ ସଂଗଠନ ର ଜାତୀୟ ସଭାପତି ନୀରଜ କୁନ୍ଦନ ମନୋନୀତ କରିଥିବାରୁ ଆନନ୍ଦର ଲହରୀ ଖେଳିଯାଇଛି। ଶ୍ରୀ…

କୋଭିଡ଼ ପରୀକ୍ଷା ନାମରେ ଠକେଇ, ପାଥୋଲୋଜି ସିଲ 

ବଲାଙ୍ଗୀର/ନିରୋଜ ମିଶ୍ର -  କରୋନା ଆତଙ୍କିତ ଲୋକଙ୍କୁ କେଉଁଠି ଅକ୍ସିଜେନ ବା ରେମଡେସିଭର ଔଷଧ ଖୁବ୍ ଚଢା ଦରରେ ବିକ୍ରି ଖବର ତ କେଉଁଠି ପୋଜିଟିଭ ରୋଗୀଙ୍କୁ ଆମ୍ବୁଲାନସ ଡ୍ରାଇଭର ମନ ଇଛା ଲୁଟୁଥିବା ଖବର ଗଣମାଧ୍ୟମରେ ଆସୁଛି । ଗତକାଲି ବଲାଙ୍ଗୀର ଠାରେ ଏକ ପାଥୋଲେବ କୋଭିଡ ପରୀକ୍ଷା ନାମରେ…

ଖୋଲା ରହିବ ଆହାର କେନ୍ଦ୍ର : ସାଙ୍ଗରେ ନେଇହେବ ଖାଦ୍ୟ

ଭୁବନେଶ୍ୱର- : ଲକଡାଉନ୍‍ ସମୟରେ ଆହାର କେନ୍ଦ୍ର ଖୋଲା ରହିବ । ତେବେ ଗହଳି ହ୍ରାସ ପାଇଁ ଲୋକେ ଏଠାରୁ ସାଙ୍ଗରେ ଖାଦ୍ୟ ନେଇପାରିବେ ଏବଂ ଆହାର କେନ୍ଦ୍ରରେ ପ୍ଲାଷ୍ଟିକ ବ୍ୟବହାର ହେବନାହିଁ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ଏହି ମର୍ମରେ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମର କମିଶନର…

ଜିଲ୍ଲା ଛାତ୍ର ସଭାପତି ଭାବେ ପୁନଃ ମନୋନୀତ ହେଲେ ଅଙ୍କିତ ସାହୁ  

ବଲାଙ୍ଗିର,ନିରୋଜ ମିଶ୍ର- ଅଖିଳ ଭାରତୀୟ ଛାତ୍ର କଂଗ୍ରେସର ଜାତୀୟ ସଭାପତି ଶ୍ରୀ ନିରଜ କୁନ୍ଦନ ଦ୍ୱାରା ଅନୁମୋଦିତ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତୀଙ୍କ ନୂତନ ତାଲିକା ପ୍ରକାଶ ପାଇଛି  । ଏଥିରେ ଅଙ୍କିତ ସାହୁଙ୍କୁ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଭାବେ ପୁନଃ ମନୋନୀତ…

ଦେଶରେ ବ୍ୟବହୃତ ରନ୍ଧନ ତୈଳରୁ ପ୍ରସ୍ତୁତ ପ୍ରଥମ ବାୟୋଡିଜେଲ୍ ଯୋଗାଣର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ବିକଳ୍ପ ଇନ୍ଧନ ପ୍ରସ୍ତୁତ କରି ଭାରତର ସ୍ୱଦେଶୀ କ୍ଷମତାକୁ ସୁଦୃଢ଼ କରୁଛନ୍ତି ତୈଳ ବିପଣନ କମ୍ପାନୀ - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର – ଦେଶର ତୈଳ ବିପଣନ କମ୍ପାନୀମାନେ(ଓଏମସି) ବିକଳ୍ପ ଇନ୍ଧନ ପ୍ରସ୍ତୁତ କରି ଭାରତର ସ୍ୱଦେଶୀ କ୍ଷମତାକୁ ନିରନ୍ତର ସୁଦୃଢ଼ କରିବା ସହ…

୭ ମାସ ହେଲା ଅମରପାଲି ଗ୍ରାମକୁ ଜଳ ଯୋଗାଣ ବନ୍ଦ୍ , ବି .ଡି .ଓ ଙ୍କୁ ଦାବିପତ୍ର ।

ବୀରମହାରାଜପୁର - (ବିନୋଦ ପାଣ୍ଡେ ):  ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅମରପାଲି ଗ୍ରାମରେ ଦୀର୍ଘ ଦିନ ହେବ ପାନୀୟଜଳ ଯୋଗାଣ ବନ୍ଦ୍ ରହିଛି ।  ଆଜିକୁ ୭ ମାସ ହେବ ଜଳ ପ୍ରକଳ୍ପଟି ଅଚଳ ହୋଇଥିବା ବେଳେ ରାସ୍ତା ପ୍ରଶସ୍ତିକରଣ ସମୟରେ ଗ୍ରାମକୁ ବିଛାଯାଇଥିବା ପାଇପି ଗୁଡିକ ଉଠାଇ…

ଦରଦାମ୍ ବୃଦ୍ଧି, ଖାଉଟି ସାମଗ୍ରୀର  କଳାବଜାର  ନିୟନ୍ତ୍ରଣ କରିବାକୁ ପ୍ରଶାସନର ଚଢ଼ାଉ ।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ଦର ଦାମ ବୃଦ୍ଧି, ଖାଉଟି ସାମଗ୍ରୀର  କଳାବଜାର ରୋକିବାକୁ  ମଙ୍ଗଳବାର ରେଢ଼ାଖୋଲ ଦୈନିକ ବଜାର କଦମ୍ବପଢିଆ ଠାରେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଚଢ଼ାଉ  କରାଯାଇଛି।ଏହି ଚଢାଉରେ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ଅତିରିକ୍ତ ତହସିଲଦାର ଅମୂଲ୍ୟ ବାଘ, ଏନଏସି…

ସାମାନ୍ୟ ବର୍ଷାରେ ରେଢାଖୋଲ ବସ ଷ୍ଟାଣ୍ଡ ଅଞ୍ଚଳରେ ଆଣ୍ଠୁଏ ପାଣି, ଯାତାୟାତ ବାଧାପ୍ରାପ୍ତ।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଏନଏସିର ବସ ଷ୍ଟାଣ୍ଡ ଅଞ୍ଚଳରେ ଡ୍ରେନ ସମସ୍ୟା ଯୋଗୁଁ,  ,ଟିକିଏ ବର୍ଷାରେ ଦୁର୍ଗା ମଣ୍ଡପରୁ କଦମ୍ବଛକ , ଡେଲି ମାର୍କେଟ ରାସ୍ତାରେ ପାଣି ଜମି ରହୁଛି । ଏଭଳି ପାଣି ଜମାଟ ବାନ୍ଧି ରହୁ ଥିବା ଯୋଗୁଁ ଲୋକଙ୍କ ଯାତାୟାତ…

କୋରୋନା ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ବୈଠକ 

ବରଗଡ :- ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି କୋରୋନା । କୋରୋନା ର ସଂକ୍ରମଣ କୁ ରୋକିବା ପାଇଁ ବର୍ତମାନ ରାଜ୍ୟ ସରକାର ପୁରା ଦମ ରେ କାମ କରୁଛନ୍ତି । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଓ ସଂକ୍ରମଣ କୁ ରୋକିବା ପାଇଁ ଆସନ୍ତା କାଲି ଠାରୁ ଚଉଦ ଦିନିଆ ଲକଡାଉନ ଲଗା ଯାଇଛି । ସତର୍କତା ଓ ସଚେତନତା…

ଜନସାଧାରଣଙ୍କର ଭାବାବେଗ ସହିତ ଖେଳୁଛି ମଦ ବେପାରୀ 

 https://www.youtube.com/watch?v=EQg4pFi-zXQ  ଏବେ ପାଇକମାଳରେ ଚର୍ଚ୍ଚା, କାହା ବଳରେ ବଳୀୟାନ ଏ ମଦ ଦୋକାନୀ !!! ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଠାରେ ନୂତନ ଭାବରେ ପ୍ରଦାନ କରାଯାଇଥିବା ବିଦେଶୀ ମଦ ଦୋକାନ ର ମାଲିକ ସିଧାସଳଖ ଭାବରେ ଅଂଚଳର ଲୋକଙ୍କର ଭାବାବେଗ ସହିତ ଖେଳୁଥିବା…