Sign in
Sign in
Recover your password.
A password will be e-mailed to you.
ଗାଇସିଲେଟରେ ଓଡିଶା ମୋ ପରିବାର,ଜୀବନ ବିନ୍ଦୁ ତରଫରୁ ରକ୍ତଦାନ ଶିବିର
ବରଗଡ :- କଥାରେ ଅଛି ରକ୍ତଦାନ ମହତ ଦାନ । ବାସ୍ତବରେ ଯଦି ଜଣେ ରୋଗୀକୁ ଉଚିତ ସମୟରେ ରକ୍ତ ଟିକିଏ ମିଳିଗଲେ ତାର ଜୀବନ ନିଶ୍ଚିତ ଭାବରେ ବିପଦ ମୁକ୍ତ ହେବା ଏଥିରେ ସନ୍ଦେହ ନାହିଁ । ରାଜ୍ୟରେ ରେ ଯେମିତି ରକ୍ତ ଅଭାବରୁ କାହାରି ଜୀବନ ନଯାଉ ସେଥିପାଇଁ ଆମ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ…
ବିଧାୟକ ଙ୍କର ଦ୍ୱାରା ସପ୍ତାହିକ ହାଟର ଉଦଘାଟନ
ପାଇକମାଲ :-ଏବେବି ଗ୍ରାମାଞ୍ଚଳରେ ସପ୍ତାହିକି ହାଟ ଲୋକଙ୍କର ପାଇଁ କ୍ରୟ ବିକ୍ରୟ କରିବାର ଏକ ଆବଶ୍ୟକୀୟ ମାଧ୍ୟମ । ସପ୍ତାହ ସାରା ପରିଶ୍ରମ କରିବା ପରେ ନିଜର ଆବଶ୍ୟକୀୟ ଜିନିଷ କିଣାବିକା ପାଇଁ ଗ୍ରାମାଞ୍ଚଳର ଲୋକ ବଜାର ବା ହାଟ ଉପରେ ନିର୍ଭର କରନ୍ତି । କୋବିଡ଼ କଟକଣା ପାଇଁ ସରକାର ଙ୍କର…
ବୈକୁଣ୍ଠନାଥ ଯୁବପରିଷଦର କୋର କମିଟି ବୈଠକ
ହାଟଡିହୀ(ଶାସକ ପ୍ରଶାସକ)-କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଜଳକଳଙ୍ଗ ବୈକୁଣ୍ଠନାଥ ଯୁବପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଯୁବପରିଷଦ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି କହ୍ନେଇ ଚରଣ ଓଝା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ…
କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ : ଡାକ୍ତରଙ୍କ ରିଲେ ଅନଶନ
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ଆଜି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ଆଇ ଏମ ଏ ହାଉସ ରେ ଭାରତୀୟ ଚିକିତ୍ସକ ସଂଘ ବୁର୍ଲା ଓ ସମ୍ବଲପୁର ଶାଖାର ଡାକ୍ତର ମାନେ ମିକ୍ସଓପାଥୀ ବିରୋଧ ରେ ରିଲେ ଅନଶନ ରେ ବସିଛନ୍ତି।ଗତ ନଭେମ୍ବର 20 ତାରିଖରେ କେନ୍ଦ୍ର ସରକାରଙ୍କ ଆୟୁଷ…
ଅରୁଣଙ୍କ ପତ୍ର ପରେ ରେଳବାଇର ଉତ୍ତର : ନୟାଗଡ଼-ପୁରୀ ରେଳ ଚଳାଚଳ ପ୍ରସ୍ତାବ ବିଚାରାଧୀନ
ଭୁବନେଶ୍ୱର : ନୟାଗଡରୁ ପୁରୀ ରେଳ ଚଳାଚଳ ପୁନଃ ଆରମ୍ଭ କରିବା ପାଇଁ ନୟାଗଡ଼ ବିଧାୟକ ତଥା କୃଷି,କୃଷକ କଲ୍ୟାଣ, ମତ୍ସ୍ୟ-ପଶୁସମ୍ପଦ ବିକାଶ ତଥା ଉଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ ଲେଖିଥିବା ପତ୍ରର ଉତ୍ତର ଦେଇଛନ୍ତି ପୂର୍ବତଟ ରେଳବାଇ ମହା ପ୍ରବନ୍ଧକ ବିଦ୍ୟାଭୂଷଣ । ଗତ 22 ତାରିଖରେ…
ମୟୂରଭଞ୍ଜରେ ପ୍ରାଣୀଧନ ଚିକିତ୍ସକ ମରୁଡ଼ି, ଖାଲି ପଡ଼ିଛି ବହୁ ପଦବୀ
ବାରିପଦା(ଦିଲ୍ଲୀପ ମହାନ୍ତି)-ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲା ମୟୂରଭଞ୍ଜ । କୃଷି ଓ, ଗୃହପାଳିତ ପଶୁ ପାଳନ ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଜିଲ୍ଲାବାସୀ ମୁଖ୍ୟତଃ ନିର୍ଭର କରିଥାନ୍ତି । ବିଶେଷ କରି ପାହାଡ଼ିଆ ଓ ଉପାନ୍ତ ଅଞ୍ଚଳ ସହିତ ଗାଁଗଣ୍ଡାରେ ବସବାସ କରୁଥିବା ଆଦିବାସୀ, ମହାନ୍ତ ଆଦି…
ଧ୍ୟାନ, ଆତ୍ମଜ୍ଞାନ,ବୈରାଗ୍ୟର ବାର୍ତ୍ତାନେଇ ସାଇକେଲ୍ ଯାତ୍ରାରେ ମାନବ
ମହାପ୍ରଭୁ ଲିଙ୍ଗରାଜଙ୍କ ପୀଠରୁ ଆରମ୍ଭହୋଇ ସାରିବା କଲିକତା ମା କାଳୀଙ୍କ ପାଖରେ
ବାରିପଦା(ଦିଲ୍ଲୀପ ମହାନ୍ତି) : ଧ୍ୟାନ, ଆତ୍ମଜ୍ଞାନ,ବୈରାଗ୍ୟର ବାର୍ତ୍ତା ପ୍ରସାର ନେଇ ଯୁବକଙ୍କ ସାଇକେଲ୍ ଯାତ୍ରା। ମନ୍ଦିରମାଳିନୀ ଭୁବନେଶ୍ବରର ମହାପ୍ରଭୁ ଲିଙ୍ଗରାଜଙ୍କ ପୀଠରୁ ଆରମ୍ଭ ହୋଇଥିବା ଏହି…
ରାୟଗଡା ଜିଲ୍ଲାପାଳଙ୍କ ଗୁଣପୁର ବ୍ଲକ ଗସ୍ତ ।
ଗୁଣୁପୁର (ମାଧବ ବିଡ଼ିକା) : ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଗୁଣପୁର ବ୍ଲକ ଗସ୍ତରେ ଆସି ଗୁଣପୁର ସଦରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ସମୀକ୍ଷା କରିବା ସହ ଭିତ୍ତିଭୂମି ଉନ୍ନୟନ ଉପରେ ଆଲୋକପାତ କରିଥିଲେ । ପରେ ଗୁଣପୁର ବ୍ଲକର ଟିଟିମିରି, ଭୀମପୁର, ସୀମା, ତିନିଆମ୍ବ ପ୍ରଭୃତି…
ଶ୍ରୀମନ୍ଦିର ଐତିହ୍ୟ ଚିଠାକୁ ପ୍ରଧାନମନ୍ତ୍ରୀ ପ୍ରତ୍ୟାହାର କରିଥିବାରୁ ଧନ୍ୟବାଦ କାର୍ଯ୍ୟକ୍ରମ
ପୁରୀ : ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୭୫ମିଟର ପରେ ୩୦୦ ମିଟର ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଆବଶ୍ୟକ ବୋଲି ଯେଉଁ ଜାତୀୟ ଐତିହ୍ୟ ଚିଠା ଦୀର୍ଘ ଦିନ ହେଲା ପଡିରହିଥିଲା ତାହାକୁ ତତକ୍ଷଣାତ ପ୍ରତ୍ୟାହାର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା…
ରାଜ୍ୟସ୍ତରୀୟ ନିଷ୍ପତ୍ତିକୁ ସମର୍ଥନ କରି ଗଜପତି ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ୫ ଦଫା ଦାବିପତ୍ର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସ୍ତରୀୟ ନିଷ୍ପତ୍ତିକୁ ସମର୍ଥନ କରି ଗଜପତି ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ୫ ଦଫା ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଭାରତୀୟ ମଜଦୁର ସଂଘର ଜିଲ୍ଲା ଶାଖା କର୍ମକର୍ତ୍ତା ଓ ଜିଲ୍ଲା ଆଶାକର୍ମୀ…