ପଦ୍ମପୁର : ୧୯୭୪ ମେଟ୍ରିକ ବେଚର ବନ୍ଧୁ ମିଳନ 

ପଦ୍ମପୁର :- ବ୍ୟସ୍ତ ବହୁଳ କର୍ମମୟ ଜୀବନ ଶୈଳୀ ଯୋଗୁ ଆଜି କାହାରି ପାଖରେ ନିଜ ପାଇଁ ସମୟ ନାହିଁ । ସମସ୍ତେ ଚାହାନ୍ତି ନିଜର ବାଲ୍ୟକାଳକୁ ଫେରିଯିବା ପାଇଁ ଯାହାକି ସମ୍ପୂର୍ଣ୍ଣ ଭାବରେ ଅସମ୍ଭବ । ଘର ପରିବାର କାମ ଧନ୍ଦା ଭିତରେ କେତେ ବର୍ଷ ବିତିଗଲା ତାର ହିସାବ କାହାରି ଖୋଜିବା ମୁଶ୍କିଲ…

ମୁଖ୍ୟମନ୍ତ୍ରୀଙ୍କ ହାତରେ ଲୋକାର୍ପିତ ହେଲା ତିନୋଟି ପୁସ୍ତକ 

file photo ଭୁବନେଶ୍ୱର(ଶାସକ ପ୍ରଶାସକ) :  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି  ନବୀନ ନିବାସରେ ତିନିଗୋଟି ପୁସ୍ତକ ଲୋକାର୍ପଣ କରିଛନ୍ତି। ଏଥିମଧ୍ୟରେ ରହିଛି ସହକାରୀ ଆୟକର ଆୟୁକ୍ତ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ରଙ୍କ ଦୁଇଟି କବିତା ସଂକଳନ ‘ସଜ ତୁଳସୀ’ ଓ’ ଅସଜଡା ପାଖୁଡା’ ।…

ପଦ୍ମପୁର ଏନ୍.ଏ.ସି ବିଜୁ ଯୁବ-ଛାତ୍ର ଜନତା ଦଳ ଓ ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ପଦ୍ମପୁର : ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ପଦ୍ମପୁର(ଏନ୍.ଏ.ସି) ବିଜୁ ଯୁବ-ଛାତ୍ର ଜନତା ଦଳ ଓ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଅନୁଷ୍ଠିତ ସ୍ବେଛାକୃତ ରକ୍ତଦାନ ଶିବିରକୁ ମାନ୍ୟବର ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଂଜନ ବରିହା ଓ ଓଡ଼ିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ଶ୍ରୀ ଗୌର…

ନୀତି ଆୟୋଗର ଡେ଼ଲ୍ଟା ରାଙ୍କିଙ୍ଗରେ ଗଜପତି ଜିଲ୍ଲା ପ୍ରଥମ ସ୍ଥାନ

କାର୍ଯ୍ୟନିର୍ବାହୀ ସଂସ୍ଥା ଗ୍ରାମ୍ୟ ଉନ୍ନୟନ - ବିଭାଗକୁ ଏହି ମାନ୍ୟତା ଉତ୍ସର୍ଗ କଲେ ଜିଲ୍ଲାପାଳ  ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ନୀତି ଆୟୋଗର ଡେ଼ଲ୍ଟା ରାଙ୍କିଙ୍ଗରେ ଗଜପତି ଜିଲ୍ଲା ପ୍ରଥମ ହୋଇଥିବା ଗଜପତି ଜିଲ୍ଲାପାଳ ଶ୍ରୀ ଅନୁପମ ସାହା  ଆୟୋଜିତ ଏକ ସାମ୍ବାଦିକ…

ସରକାରୀ ବାବୁଙ୍କ ବଡ ପେଟ !

ସିକୁରିଟି ୭୦ହଜାର ଟଙ୍କା ରିଲିଜ ପାଇଁ ୨୦ହଜାର ଟଙ୍କା ଲାଞ୍ଚ ନୟାଗଡ(ବିଶ୍ୱଜିତ ନାୟକ) - ଭିଜିଲାନ୍ସ ଜାଲରେ ସରକାରୀ ବାବୁ l 20 ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ନୟାଗଡ଼ ମୁନିସିପାଲିଟି ର ଆକାଉଣ୍ଟାଣ୍ଡ ଅଜୟ ସାଥୁଆ l  ମୁନିସିପାଲିଟିର ଠିକାଦାର ଜଗବନ୍ଧୁ…

ଚାରିବର୍ଷର ଶିଶୁ ଭବାନୀକୁ ଧରି ପଶ୍ଚିମବଙ୍ଗ ପୋଲିସ୍ ପହଞ୍ଚିଲା ଗଜପତିରେ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ ୨୦୨୦ ମାର୍ଚ୍ଚ ମାସର ଖଡ଼ଗପୁର ସ୍ଥିତ ରେଳ ଷ୍ଟେସନରେ ପଶ୍ଚିମବଙ୍ଗରୁ ଉଦ୍ଧାର ହୋଇଥିବା ୪ ବର୍ଷର ଶିଶୁ କନ୍ୟା ଭବାନୀକୁ ନେଇ ପଶ୍ଚିମବଙ୍ଗର ପୋଲିସ୍ ସୋମବାର ଦିନ ଗଜପତି ଜିଲ୍ଲାରେ ପହଞ୍ଚିଛି। ଗତ ମାର୍ଚ୍ଚ ମାସ ୧୫ ତାରିଖରେ ଶିଶୁ-କନ୍ୟା…

ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ଭ୍ୟାନ ଶୁଭାରମ୍ଭ । 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା - ଓଡ଼ିଶା ସରକାରଙ୍କ ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଯୋଜନା ଆନୁକୂଲ୍ୟରେ ଏକ ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ଭ୍ୟାନ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି । ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳ ପତାକା…

ଫାଇଲେରିଆ ନିରାକରଣ ଅଭିଯାନ. ଫେବୃଆରୀ ୧୦ରୁ ୧୯ ପର୍ଯ୍ୟନ୍ତ ଚାଲିବ

ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡ଼ା - ଜିଲ୍ଲାରେ ଫାଇଲେରିଆ ନିରାକରଣ ଅଭିଯାନ ସକାଶେ ଏକ ବୈଠକ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ…

ଝାରସୁଗୁଡ଼ା ଜିଲ୍ଲାରେ କୋଭିଡ ଟୀକାକରଣ । 

ଝାରସୁଗୁଡ଼ା :(ସୁଭାଷ ସହାରେ)ଝାରସୁଗୁଡା - ଆଜି ଜିଲ୍ଲାରେ ମୋଟ ୧୦୫୮ଜଣଙ୍କୁ କୋଭିଡ ଟୀକା ପ୍ରଦାନ କରାଯାଇଛି। ଜିଲ୍ଲା କାର୍ଯ୍ୟାଳୟଠାରେ ୧୧୬ଜଣ , ଝାରସୁଗୁଡ଼ା ପୌରପାଳିକାରେ ୧୦୯ଜଣ , ବେଲପାହାଡ଼ ପୌରପାଳିକାରେ ୭୯ଜଣ,ବ୍ରଜରାଜନଗର ପୌରପାଳିକାରେ ୧୨୦ଜଣ,ଲଖନପୁର ବ୍ଲକ କାର୍ଯ୍ୟାଳୟରେ…

ବିରଳ ଜାତିର ପେଚା ଉଦ୍ଧାର। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ାର ବିମାନବନ୍ଦର ପାଚେରୀରୁ ଏକ ବିରଳ ପ୍ରଜାତିର ପେଚା ଉଦ୍ଧାର କରାଯାଇଛି। ପାଚେରୀର କଣ୍ଟାବାଡ଼ରେ ଫସି ଯାଇଥିବା ଏହି ପକ୍ଷୀଟିକୁ ଦେଖିବାକୁ ପାଇଥିଲେ ବିମାନବନ୍ଦରର ଦୁଇଜଣ କର୍ମଚାରୀ। ବିମାନବନ୍ଦରର ସୁରକ୍ଷା କର୍ମଚାରୀ ରାଜେଶ କୁମାର ମଜୁମଦାର ଓ…