କେନ୍ଦ୍ର ସରକାରଙ୍କ ପାଖରେ ସିସିଆଇଏମର ପ୍ରସ୍ତାବ ; ଆୟୁଷ ଡାକ୍ତରମାନଙ୍କୁ ଅସ୍ତ୍ରୋପଚାର କରିବାକୁ ଦିଆଯାଉ। 

ବିରୋଧ କଲେ ଡାକ୍ତର ସଂଘ, ଅନଶନରେ ବସିଲେ ସଂଘର କର୍ମକର୍ତ୍ତା। ସମର୍ଥନ ଜଣାଇଲେ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ।  ଝାରସୁଗୁଡ଼ା :(ସୁଭାଷ ସହାରେ) : କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଓ ସିସିଆଇଏମ (ସେଣ୍ଟ୍ରାଲ କାଉନସିଲ ଅଫ ଇଣ୍ଡିଆନ ମେଡିସିନ ତରଫରୁ ଆୟୁଷ…

ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହେଲା ବୋଲିଂ ସଂଘ।

ସମ୍ବଲପୁର :  ସମ୍ବଲପୁର ଜିଲ୍ଲା ରେ ବୋଲିଂ ସଂଘ ଆରମ୍ଭ ହୋଇଛି ।ସମ୍ବଲପୁର ଜିଲ୍ଲା ରେ ବୋଲିଂ ଖେଲକୁ ଅଧିକ ଲୋକପ୍ରିୟ କରାଇବା ସହ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ସଂଘ କାର୍ଯ୍ୟ କରିବ ବୋଲି ସଂଘର ଉଦଘାଟିତ ଅବସରରେ ସୁଚନା ଦିଆଯାଇଥିଲା । ବୋଲିଂ ଖେଲ ରାଜ୍ୟ ବାହାରେ ବେଶ ଲୋକପ୍ରିୟ…

ଏକଲବ୍ୟ ଆବାସିକ ବିଦ୍ୟାଳୟ ରେ ଚୟନ ହୋଇଥିବା ସ୍ଥାୟୀ ଶିକ୍ଷକ ନିଯୁକ୍ତି ପାଇଁ ଦାବି।

 ସମ୍ବଲପୁର (ରମାକାନ୍ତ ବିଶ୍ବାଳ):  ସମ୍ବଲପୁର ଜିଲ୍ଲା ରେ ଏକ ମାତ୍ର ଏକଲବ୍ୟ ଆଦିବାସୀ ଆଦର୍ଶ ଆବାସିକ ବିଦ୍ୟାଳୟ କୁଚିଣ୍ଡା ସହରରେ ବିଗତ ତିନିବର୍ଷ ତଳେ ସ୍ଥାପିତ ହେଇଥିଲେ ମଧ୍ୟ ପ୍ରଶାସନିକ ବିଫଳତା ଓ ଆଗ୍ରହ ର ଅଭାବ ଯୋଗୁଁ ଜଣେ ହେଲେ ସ୍ଥାୟୀ ଶିକ୍ଷକ ବା କର୍ମଚାରୀ ନିଯୁକ୍ତ ହୋଇ…

କେନ୍ଦ୍ର ଗୃହ ମନ୍ତ୍ରୀ ଏବଂ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଜେପି ସଦସ୍ୟ ଏବଂ ଶ୍ରୀମନ୍ଦିର…

ନୂଆଦିଲ୍ଲୀ/ଭୁବନେଶ୍ୱର: ମହାପ୍ରଭୃ ଶ୍ରୀଜଗନ୍ନାଥ ମନ୍ଦିର ସହ କୋଟି କୋଟି ଓଡିଆ ଲୋକଙ୍କ ଭାବାବେଗ ଜଡିତ ରହିଛି । ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ଏନଏମଏର ଐତିହ୍ୟ ଉପନିୟମକୁ ଲାଗୁ ନକରିବା ପାଇଁ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟ ବିଜେପି…

ବିକଟ ଶବ୍ଦ କରୁଥିବା ବାଇକ ଚଳାଇ ନେଲେ ନାମ 

 ୬ ବାଇକ ଜବତ, ବାଇକ ପିଛା ୨୨ ହଜାର ଟଙ୍କା ତଣ୍ଡ ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ଟାଉନ ଥାନା ପୁଲିସ ପକ୍ଷରୁ ଆଜି ଗାଡ଼ି ଯାଞ୍ଚ କରାଯାଉଥିବା ସମୟରେ ୬ଟି ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ୬ଟି ବାଇକକୁ ଜବତ କରିବା ସଂଗେସଂଗେ ପ୍ରତ୍ୟେକ ବାଇକ ପିଛା ୨୨ ହଜାର ଟଙ୍କା ଜୋରିମାନା ଲାଗୁ…

ବାରିପଦା ଟାଉନ ଥାନା ପୁଲିସର ବଡ଼ ସଫଳତା

ଦୁଇ ଆନ୍ତ ରାଜ୍ୟ ଲୁଟେରା ଗିରଫ, ବାରିପଦା ସହରରେ ବିଭିନ୍ନ ଲୁଟରେ ସମ୍ପୃକ୍ତି ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ଟାଉନ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ନିକଟରେ ବାରିପଦା ପୌରପରିଷଦରେ ବିଭିନ୍ନ ଲୁଟ ଘଟଣାରେ ସମ୍ପୃକ୍ତ ଥିବା  ଦୁଇ ଆନ୍ତଃ ରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି…

ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ସଞ୍ଜୟ : ଗୋଲକ 

ଭୁବନେଶ୍ୱର: ପ୍ରସ୍ତାବିତ କୋଷ୍ଟାଲ ହାଇୱେ ପ୍ରସଙ୍ଗରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଜାଣିଶୁଣି ମିଛ କାହାଣୀ ଗପୁଛନ୍ତି । କାରଣ କୋଷ୍ଟାଲ ହାଇୱେ ବିଳମ୍ବ ହେବାରେ ରାଜ୍ୟ ସରକାରଙ୍କ ଢାଲ ହୋଇ ଛିଡା ହୋଇଛନ୍ତି ସଞ୍ଜୟ ଦାସ ବର୍ମା । କୋଷ୍ଟାଲ ହାଇୱେ ନିଜ ହିସାବରେ…

ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପକୁ ଆହୁରି ତିନିଶହ ଚାଳିଶ କୋଟି ଟଙ୍କା ପ୍ରଦାନ

http://www.youtube.com/watch?v=UD9NSU-sDjI  ବରଗଡ :-  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୨୭ ଗୋଟି ପ୍ରସ୍ତାବ ମଂଜୁର ହୋଇଛି | ତନ୍ମଧ୍ୟରେ ବରଗଡ଼ ଜିଲ୍ଲାର ବିଜେପୁର, ସୋହେଲା , ବରପାଲ୍ଲୀ ବ୍ଲକର ଅଣଜଳସେଚିତ ଅଂଚଳ  ଓ  ସୋନପୁର…

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଶ୍ରୀମନ୍ଦିର ସେବାୟତ

ସମସ୍ତଙ୍କ ସହଯୋଗରେ ଶ୍ରୀମନ୍ଦିର ବିକାଶ କାର୍ଯ୍ୟ ତ୍ବରାନ୍ବିତ କରାଯିବ : ମୁଖ୍ୟମନ୍ତ୍ରୀ  ଭୁବନେଶ୍ବର (ଶାସକ ପ୍ରଶାସକ) -ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ବିବାଦୀୟ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷଙ୍କ ଉପନିୟମ ପ୍ରତ୍ୟାହାର ହୋଇଥିବା ଯୋଗୁ ସନ୍ତୋଷ ବ୍ୟକ୍ତ କରିଛନ୍ତି…

କଥା ରଖିଲେ ମୁଖ୍ୟମନ୍ତ୍ରୀ

ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ କୁ ଆହୁରି ତିନିସହ ଚାଳିଶ କୋଟି ଟଙ୍କା ପ୍ରଦାନ ବରଗଡ :-  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ନିମନ୍ତେ ଆହୁରି ତିନିସହ ଚାଳିଶ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଭଟଲି ଓ ବିଜେପୁର…