ବିଶିଷ୍ଟ କଣ୍ଠଶିଳ୍ପୀ କୁନାବାବୁ ହଳଧରଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ସ୍ତରରେ ଶିଳ୍ପୀ କଣ୍ଠ ପ୍ରତିଯୋଗୀତା ରେ ଓଡ଼ିଶାରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଗଜପତି ଜିଲ୍ଳାପାଇଁ ଗୌରବ ଆଣିଛନ୍ତି ବିଶିଷ୍ଟ କଣ୍ଠ ଶିଳ୍ପୀ କୁନାବାବୁ ହଳଧର। ପାରଳାଖେମୁଣ୍ଡି ସ୍ଥିତ ବଡରାଧାକାନ୍ତ ମନ୍ଦିର ପରିସରରେ ଅନୁଷ୍ଠିତ…

ଏମଭିଆଇ ଚେକିଂ। ଚାରି ଲକ୍ଷ ଟଙ୍କା ଜୋରିମାନା ଆଦାୟ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଏସପି ଓ ଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ ଝାରସୁଗୁଡ଼ା ଆରଟିଓ ଆଜି ବଡ଼ମାଲଠାରେ ବିଜୁ ଏକ୍ସପ୍ରେସ୍ ୱେ ଉପରେ ଟ୍ରକମାନଙ୍କ ଦ୍ବାରା ବେନିୟମ ପାର୍କିଂ ଉପରେ ଅଙ୍କୁଶ ଲଗାଇବା ପାଇଁ ପଦକ୍ଷେପ ନେଇଥିଲେ। ବଡ଼ମାଲ ଆଇଆଇସି ଏବଂ ଅନ୍ୟାନ୍ୟ ପୋଲିସ…

ଝାରସୁଗୁଡା ଜିଲ୍ଲା ଗସ୍ତରେ ମନ୍ତ୍ରୀ  ଅଶୋକ ଚନ୍ଦ୍ର ପଣ୍ଡା

 ସରକାରଙ୍କ ଜନମଙ୍ଗଳକାରୀ ଯୋଜନାର ସଫଳ ରୂପାୟନ ଉପରେ କଲେ  ଗୁରୁତ୍ୱାରୋପ । ଝାରସୁଗୁଡ଼ା :(ସୁଭାଷ ସହାରେ): ବିଜ୍ଞାନ ଓ ବୈଷୟିକ, ପବ୍ଲିକ ଏଣ୍ଟରପ୍ରାଇଜେସ ଓ ଏସଏସଇପିଡି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଦୁଇ ଦିନିଆ ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଆସି ଇନ୍ଦିରା ଗାନ୍ଧୀ ଜାତୀୟ ପେନସନ ଯୋଜନା,…

ଓଡ଼ିଶା ମାନବ ଅଧିକାର ଆୟୋଗ ଅଧ୍ୟକ୍ଷ ବି କେ ପଟେଲ ଦିନିକିଆ ଝାରସୁଗୁଡ଼ା ଗସ୍ତରେ : ମାନବ ଅଧିକାର ସମ୍ପର୍କିତ…

  ଝାରସୁଗୁଡ଼ା :(ସୁଭାଷ ସହାରେ): ଓଡ଼ିଶା ମାନବ ଅଧିକାର ଆୟୋଗ ଅଧ୍ୟକ୍ଷ ବି କେ ପଟେଲ ଝାରସୁଗୁଡ଼ା ଦିନିକିଆ ଗସ୍ତରେ ଆସି ମାନବ ଅଧିକାର ସମ୍ପର୍କିତ ବିଭିନ୍ନ କାର୍ଯ୍ୟାବଳୀର ସମୀକ୍ଷା କରିଥିଲେ । ଏହି ଅବସରରେ ଆୟୁକ୍ତ ଶ୍ରୀ ପଟେଲ ବିଭିନ୍ନ ସାମାଜିକ ଅନୁଷ୍ଠାନ ସମେତ ଜିଲ୍ଲା…

ଝାରସୁଗୁଡ଼ା ଜିଲ୍ଲାରେ କୋଭିଡ ଟୀକାକରଣ : ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୫୧୩୬ ଜଣ କୋଭିଡ ଟୀକା ପ୍ରଦାନ କରାଯାଇଛି ।

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା - ଆଜି ଜିଲ୍ଲାରେ  ଚାରିଟି ସ୍ଥାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , ବେଲପାହାଡ଼ ସରକାରୀ ଡାକ୍ତରଖାନା , ଲଖନପୁର ବ୍ଲକ କାର୍ଯ୍ୟାଳୟ ଏବଂ ଓଏସ୍ଏପି ୨ୟ ବାଟାଲିଅନଠାରେ ସମୁଦାୟ ୬୩୩ଜଣଙ୍କୁ କୋଭିଡ ଟୀକା ପ୍ରଦାନ କରାଯାଇଛି । ଜିଲ୍ଲା ମୁଖ୍ୟ…

ୟୁଏଆଇଏଲ୍ ପକ୍ଷରୁ ବାଫଲିମାଲି ଖଣିରେ ପରିବେଶ ଓ ଖଣିଜ ସଚେତନତା କାର୍ଯ୍ୟକ୍ରମ

ରାୟଗଡ(ସରୋଜ କୁମାର ସାହୁ) :  ଆଦିତ୍ୟ ବିର୍ଲା ଗ୍ରୁପ କଂପାନି ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜର ୟୁନିଟ୍ ଉତ୍କଳ  ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡର  ବାଫଲିମାଲି ଖଣିରେ ସୋସାଇଟି ଅଫ୍ ଜିଓସାଇନ୍ଟିଷ୍ଟ୍ ଆଣ୍ଡ୍ ଆଲାଏଡ୍ ଟେକ୍ନୋଲୋଜିଷ୍ଟ, ଭୁବନେଶ୍ୱର ଆନୁକୂଲ୍ୟରେ ଆଂଚଳିକ ପରିବେଶ ଓ ଖଣିଜ…

ସ୍ମୃତିରେ ଭିଜିଲା ପରିବେଶ, ଭାବନାରେ ଭିଜିଲା ମନ 

୨୭ ବର୍ଷ ପରେ ବନ୍ଧୁମାନଙ୍କ ସହ ନିଆରା ମିଳନ  ରାୟଗଡ ଗୋପବନ୍ଧୁ ମ୍ୟୁନିସିପାଲ ହାଇସ୍କୁଲର୧୯୯୩ ମ୍ୟାଟ୍ରିକ ବ୍ୟାଚର ଏକ ନିଆରା ବନ୍ଧୁ ମିଳନ  ରାୟଗଡ(ସରୋଜ କୁମାର ସାହୁ) : ୨୭ ବର୍ଷ ତଳେ ପଢୁଥିଲେ ଏକାଠି | ସମୟ ଗଡିଯିବା ସହ ପେଟପାଟଣା, ସଂସାର ଜଂଜାଳ ବା କର୍ମ ସଂସ୍ଥାନର ବ୍ୟସ୍ତତା…

ମୁଖ୍ୟମନ୍ତ୍ରୀଙ୍କ ରମାଦେବୀ ବିଶ୍ବ ବିଦ୍ୟାଳୟ ଗସ୍ତ

  ନୂଆ ଏକାଡେମିକ୍‌ ବ୍ଲକ୍‌, ପାଠାଗାର ଓ ହଷ୍ଟେଲ ବିଲ୍‌ଡିଂ ଉଦ୍‌ଘାଟିତ ୧୮ କୋଟି ଟଙ୍କାରେ ପୁରୁଣା ଭିତ୍ତିଭୂମିକୁ ନୂଆ ରୂପ ଦିଆଯିବ - ମୁଖ୍ୟମନ୍ତ୍ରୀ http://www.youtube.com/watch?v=pfFfcaAZMzM 

ପ୍ରତ୍ୟାହୃତ ହେଲା ବିବାଦୀୟ ବାଇ ଲ’, ନବୀନ କହିଲେ ” ଜୟ ଜଗନ୍ନାଥ” |

ଭୁବନେଶ୍ୱର( ଶାସକ ପ୍ରଶାସକ) : ଓଡ଼ିଶାର ଚାପ ଆଗରେ ନଇଁଛନ୍ତି କେନ୍ଦ୍ର ସରକାର । ଶ୍ରୀମନ୍ଦିର ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ) ର ବିବାଦୀୟ ବାଇ ଲ’ ଶେଷରେ ପ୍ରତ୍ୟାହୃତ ହୋଇଛି । ଏହି ବାଇ ଲ ପ୍ରତ୍ୟାହାର ହେବ ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂକ୍ଷିପ୍ତ…

ଦଳୀୟ କାମ ପାଇଁ ସରକାରୀ ହେଲିକପ୍ଟରରେ ବୁଲୁଛନ୍ତି ସଂଜୟ :ବଳଭଦ୍ର 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଗତ ଫେବୃଆରୀ ୨ ତାରିଖରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ  ଶ୍ରୀ ସଂଜୟ ଦାସବର୍ମା ଓ ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାସ ଦାସ ସରକାରୀ ଖର୍ଚ୍ଚରେ ହେଲିକପ୍ଟର ଯୋଗେ ରାଇଘର ଆସିଥିଲେ । ଗସ୍ତକୁ ସରକାରୀ ରୂପ ଦେବା ପାଇଁ ରାଇଘରଠାରେ ଏକ ପ୍ରଶୃତି…