କରୋନ। ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ 

ଭୁବନେଶ୍ୱର : ଆଜି ରାଜ୍ୟ ଆଉ ଜଣେ ଦକ୍ଷ ଯୁବ ମହିଳା ସାମ୍ବାଦିକା ତଥା  ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ  Voice of SOA Community 90.4 ରେ କାର୍ଯ୍ୟରତ Production Executive cum RJ ସବନମ ସିରିନ ଙ୍କର କୋଭିଡ ଯୋଗୁଁ ଭୁବନେଶ୍ୱର ଏମ୍ସ ଠାରେ  ମୃତ୍ୟୁ ଘଟିଛି |  ଗତ କିଛି ଦିନ…

ମାନସିଂହ ସାହିତ୍ୟ ସଂସଦର ମାସିକ କବିତା ଆସର

ପୁରୀ:    ମାନସିଂହ ସାହିତ୍ୟ ସଂସଦର ମାସିକ କବିତା ଆସର ମଇ ମାସ ୧୦ ତାରିଖ ସନ୍ଧ୍ୟା ୭ ଟାରେ ଅନୁଷ୍ଠିତ ହୋଇ ସାରିଛି । ଏହି ଆସରକୁ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ଦଳାଇ ଆରମ୍ଭ କରିବା ସହ ଅନ୍ତରାତ୍ମାରୁ ସାହିତ୍ୟର ସୃଷ୍ଟିକୁ  ବୁଝାଇ ଥିଲେ । ଗଞ୍ଜାମର ସହିତ୍ୟଘର ଅଧ୍ୟକ୍ଷ…

ବଜ୍ରାଘାତରେ ଜଣଙ୍କ ମୃତ୍ୟୁ

ବଲାଙ୍ଗୀର(ନିରୋଜ ମିଶ୍ର): ବଲାଙ୍ଗୀର ଜିଲ୍ଲା ସଦର ଥାନା ବରକାନୀ ଗାଁରେ ଦୁଇ ଜଣ ମହିଳା ଗାଧୋଇବା ପାଇଁ ପୋଖରୀକୁ ଯାଇଥିବା ବେଳେ ଝଡ଼ତୋଫାନ ସହିତ ବିଜୁଳି ମାରିଥିଲା। ଆଉ ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ଘଟିଥିଲା।ମୃତ ମହିଳାଙ୍କ ନାଁ ପାଣିବୁଡ଼ି ମେଶ୍ୱା। ତାଙ୍କୁ ୬୫ ବର୍ଷ ହୋଇଥିଲା। ଅନ୍ୟ ଜଣେ…

ଜିଲ୍ଲା ପ୍ରଶାସନର ସହାୟତାରେ ବାଲ୍ୟବିବାହ ବନ୍ଦ କଲା “ସଖୀ” ୱାନ ଷ୍ଟପ ସେଣ୍ଟର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୁମ୍ମା ବ୍ଳକ ଅନ୍ତର୍ଗତ ପରିଚ୍ଛା ଗ୍ରାମରେ ଚଳିତ ମାସ ୧୮ ତାରିଖରେ ଏକ ବାଲ୍ୟବିବାହ ହେବାକୁ ଯାଉଥିବା ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ କାର୍ଯ୍ୟରତ "ସଖୀ" ୱାନ ଷ୍ଟପ ସେଣ୍ଟରଙ୍କୁ ଦୃଷ୍ଟି ଗୋଚର ହୋଇଥିଲା।  ଏହାର ସତ୍ୟାସତ୍ୟ ଜାଣିବା…

କରୋନା ଆକ୍ରାନ୍ତ ଜଣେ ମହିଳାଙ୍କ ମୃତ୍ୟୁ, ବିଡିଓଙ୍କ ତତ୍ତ୍ୱାବଧାନରେ ହେଲା ଅନ୍ତିମ ସଂସ୍କାର ।

ବୀରମହାରାଜାପୁର - (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜାପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଚୁପକାଦାଦର ଗ୍ରାମର ବାବୁଲାଲ ପଧାନ ଙ୍କ ସ୍ତ୍ରୀ ନମିତା ପଧାନ (୩୫) ଙ୍କ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ  ଚମ୍ପାମାଳ ଠାରେ ଏକ ଭଡାଘରେ  ବାବୁଲାଲ ସପରିବାର…

ପ୍ରଶାସନ ପକ୍ଷରୁ  କମିରା ଗ୍ରାମ ସହ ୬ ଗାଁ କୁ  କଣ୍ଟେନମେଣ୍ଟ ଜୋନ ଘୋଷିତ । 

ବୀରମହାରାଜାପୁର -( ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜାପୁର ବ୍ଲକର ବିଭିନ୍ନ ଗ୍ରାମରେ କରୋନା ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ ହୋଇଥିବାରୁ ଆଜି  ଜିଲ୍ଲା ପ୍ରଶାସନ ପକ୍ଷରୁ ୭  ଗ୍ରାମକୁ ଆବଦ୍ଧା ଅଞ୍ଚଳରେ ଘୋଷଣା କରାଯାଇଛି । ବ୍ଲକ ର କମିରା,  ଲକ୍ଷ୍ମୀ, ଚମ୍ପାମାଳ ର…

ଉଦୟନାଥ ଫର୍ଣ୍ଣିଚରର ୧୮ତମ ଲକି ଡ୍ର ଉଠାଣ

ପଦ୍ମପୁର :- ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୧୮ତମ ଲକି ଡ୍ର' ଉଠାଣ  ଅନୁଷ୍ଠିତ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ନୂଆପଡ଼ା ନିବାସୀ ଶମ୍ଭୁରାମ ସାହୁ ।ଏହି ଉଠାଣ କାର୍ଯ୍ୟକ୍ରମରେ ରୋହିତ କୁମାର ପଟ୍ଟନାୟକ,…

ଇସ୍ପାତ୍ ମନ୍ତ୍ରଣାଳୟ ଓ ଷ୍ଟିଲ୍ ପିଏସୟୁର ଅଫିସର ମାନଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ

ଇସ୍ପାତ୍ ପ୍ଲାଂଟ୍ ଦ୍ୱାରା ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନର ଯୋଗାଣ ନେଇ ସମୀକ୍ଷା କଲେ ଧର୍ମେନ୍ଦ୍ର  ନୂଆଦିଲ୍ଲୀ – କୋଭିଡ-୧୯ର ସଂକଟ ସମୟରେ ଦେଶରେ ଇସ୍ପାତ୍ କାରଖାନା ଦ୍ୱାରା ଉତ୍ପାଦିତ  ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନ  (ଏଲଏମଓ)ର ଯୋଗାଣ ଓ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା…

ଚିକିତ୍ସାଧୀନ ଅବସ୍ଥାରେ ଫେମିଲି କୋର୍ଟ କର୍ମଚାରୀ ମୃତ

ବାରିପଦା(ଦିଲ୍ଲୀପ ମହାନ୍ତି )- କୋଭିଡ଼-୧୯ ଭୁତାଣୁରେ ଆକ୍ରାନ୍ତ ଥାଇ ଚିକିତ୍ସାଧୀନ ଅବସ୍ଥାରେ ବାରିପଦା ଫେମିଲି କୋର୍ଟ କର୍ମଚାରୀ ମୃତ ପ୍ରଭାତ ବେହେରାଙ୍କର ଗତ କାଲି ବିଳମ୍ବିତ ରାତିରେ ବାଙ୍କିଶୋଳସ୍ଥିତ କୋଭିଡ଼ ହସପିଟାଲରେ ମୃତ୍ୟୁ ହୋଇଥିବାର ଜଣାପଡ଼ିଛି । ତେବେ ଦିବଂଗର ଫେମିଲି…

ରାସ୍ତା ପାଲଟିଛି ଅଭିଶାପ  

ବାରିପଦା/ ଦିଲ୍ଲୀପ ମହାନ୍ତି : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ବ୍ଲକ ଅଧୀନ ବୈଶିଙ୍ଗା ପଂଚାୟତ ଜାମନଣ୍ଡା ଗ୍ରାମଟି ଏକ ଉପାନ୍ତ ଅଂଚଳ ହୋଇଥିବା ବେଳେ ସ୍ୱାଧୀନତାର ୭୪ ବର୍ଷ ପର୍ଯ୍ୟନ୍ତ ଏହି ଗ୍ରାମକୁ ସରକାରୀ ରାସ୍ତାଟିଏ ନାହିଁ । ଲୋକେ ରେଳଧାରଣା ପାଶ୍ୱର୍ରେ ୩କିମି ଯାଉଥିଲେ । ସାଂସଦ ଭାବେ…