ପଦ୍ମପୁର ବାଳିକା ହାଇସ୍କୁଲକୁ “ସେଣ୍ଟର ଅଫ୍ ଏକ୍ସସେଲେନ୍ସ୍” ଘୋଷଣା କଲେ ଓଡିଶା ସରକାର

ପଦ୍ମପୁର(ଶାସକ ପ୍ରଶାସକ)    “କରିବା ଓ ଶିଖିବା” ଉକ୍ତିର ସଫଳ ରୂପାୟନ କରିବାର ଉଦ୍ଦେଶ୍ୟ ନେଇ ବାଳିକା ହାଇସ୍କୁଲ ପଦ୍ମପୁରରେ ଆରମ୍ଭ ହୋଇଛି  “ସ୍ୱୟଂସିଦ୍ଧା” କାର୍ଯ୍ୟକ୍ରମ ।  ଏହି କାର୍ଯ୍ୟକ୍ରମରେ  ଛାତ୍ରୀମାନଙ୍କ ସ୍ୱପ୍ରସ୍ତୁତ ପ୍ରକଳ୍ପ  ପ୍ରଦର୍ଶିତ ହୋଇଛି  । ଏହି  ‘ସ୍ୱୟଂସିଦ୍ଧା’ …

ବିରୋଧୀଙ୍କ ଗାଲରେ ଅପରାଜିତାଙ୍କ ଶକ୍ତ ଚଟକଣା

ଭୁବନେଶ୍ୱର :  ଭୁବନେଶ୍ଵରରେ ବିଭିନ୍ନ ସ୍ଥାନରେ ସାଂସଦ ଅପରାଜିତା ଷଢଙ୍ଗି ନିଖୋଜ ବୋଲି ଲାଗିଛି ପୋଷ୍ଟର | ଲିଙ୍ଗରାଜ ମନ୍ଦିରକୁ ନେଇ ଏନଏମଏ ଉପନିୟମ ପ୍ରତ୍ୟାହାର ହୋଇନଥିବା ବେଳେ ସାଂସଦ ଏ ପ୍ରସଙ୍ଗରେ ନିଖୋଜ ବୋଲି ଲାଗିଛି ପୋଷ୍ଟର | କୋଉଠି ଲୁଚିଛନ୍ତି ଅପରାଜିତା ଓ କାହିଁକି ଏ…

ଦୁର୍ନୀତିକୁ ନେଇ ପଞ୍ଚାୟତ ପ୍ରଶାସନ ଉପରେ  ୫-ଟି  ପାହାର 

ପଞ୍ଚାୟତ  ଇଓ ଏବଂ ଜେଇଙ୍କୁ ଜରିମାନା ସହ କାରଣ ଦର୍ଶାଅ ନୋଟିସ୍ (ରେଢାଖୋଲ ଉପଖଣ୍ଡ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ଅନ୍ତର୍ଗତ ବୁର୍ଡା ଗ୍ରାମ ପଞ୍ଚାୟତରେ ବ୍ୟାପକ ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କ 5T ତାଗିଦ କରିଥିବା ଜାଣିବାକୁ…

 ଇଏ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନା ଧାନ ମଣ୍ଡି !!!

  ଧାନ କିଣାରେ ଅବ୍ୟବସ୍ଥା : ଉପଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାନ ଗଦାଇଲେ ଚାଷୀ । ପଦ୍ମପୁର :- ଚାଷ ଓ ଚାଷୀଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଖରା ବର୍ଷା ଶୀତ ସବୁକୁ ସହି ବହୁ କଷ୍ଟରେ ଚାଷୀ ଧାନ ଚାଷ କରୁଛି । ଧାନ ଅମଲ କରି ସରକାରୀ ମୂଲ୍ୟରେ ବିକ୍ରି କରିବା ପାଇଁ ଚାଷୀ…

ବେଆଇନ କାଠ ଚୋରାଚାଲାଣ ବେଳେ ଦୁଇ ଅଭିଯୁକ୍ତ ସହ ଟ୍ରାକ୍ଟର ଜବତ ।

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) ମାଲକାନଗିରି ଜିଲ୍ଲା କାଲିମେଳା ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ଦଳେଇଙ୍କ ନିର୍ଦେଶ କ୍ରମେ ଗତକାଲି ମଧ୍ୟରାତ୍ରୀରେ ଏକ ଟ୍ରାକ୍ଟର ଯୋଗେ ଜଙ୍ଗଲରୁ ଚୋରା କାଠ  ଚାଲାଣ ହେଉଥିବା ଖବର ପାଇ  ବନପାଳ ସ୍ୱୟଂ ପ୍ରଭା ମହାନ୍ତି ଙ୍କ ନେତୃତ୍ୱରେ ବନପାଳ…

ମାଓ ଉପଦ୍ରୁତ ମୁଦୁଲିପଡା ଠାରେ ବି ଏସ ଏଫ କ୍ୟାମ୍ପ ପ୍ରତିଷ୍ଠା ।

ମାଲକାନଗିରି 09/2(ବି ଶ୍ରୀନିବାସ ପାତ୍ର) ଜିଲ୍ଲା ବଣ୍ଡା ଘାଟି ରେ ପ୍ରତିଷ୍ଠା ହେଲା ବି ଏସ ଏଫ  କ୍ୟାମ୍ପ।ବଣ୍ଡା ଘାଟି ର ମୁଦୁଲିପଡା ଠାରେ ବି ଏସ ଏଫ  ର 15 ବାଟାଲିୟନ ର COB ପ୍ରତିଷ୍ଠା ହେଲା।ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରିଷୀକେଶ ଦୟାନନ୍ଦ ଖିଲାରୀ ଙ୍କ ପ୍ରଚେଷ୍ଟା ରେ ଏହି…

ରାସ୍ତା କଡ଼ ପାଳଗଦାରୁ ନବଜାତକ ଶିଶୁକନ୍ୟା ଉଦ୍ଧାର।

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)-କୋକସରା ବ୍ଲକ ଶିଉନି ଗ୍ରାମ ମୁଣ୍ଡରେ ଥିବା ଏକ ପାଳ ଗଦାରୁ ଏକ ନବ ଜାତକ ଶିଶୁ ର କାନ୍ଦ ଶୁଣି ଶୌଚ ପାଇଁ ଯାଉଥିବା କିଛି ମହିଳା ଦେଖି ପରେ ଗ୍ରାମବାସୀ ଙ୍କୁ ଖବର ଦେଇଥିଲେ ଆଶା କର୍ମୀ  ଓ ଅଙ୍ଗନବାଡି କର୍ମୀ ପହଞ୍ଚି ଶିଶୁ କୁ ଉଦ୍ଧାର କରିବା ସହ…

ଷ୍ଟେସନ ନିକଟରୁ ଅଜଣା ଯୁବତୀଙ୍କ ମୃତ ଦେହ ଉଦ୍ଧାର। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲା ଇବ ଷ୍ଟେସନ ନିକଟରେ ଜଣେ ଅଜଣା ଯୁବତୀଙ୍କ ଶବ ଉଦ୍ଧାର ହୋଇଛି। ପୋଲିସ ଦ୍ବାରା ଉଦ୍ଧାର ହୋଇଥିବା ଏହି ମୃତ ଯୁବତୀଙ୍କ ବୟସ ପ୍ରାୟ ୨୦ ରୁ ୨୧ ହେବ ବୋଲି ଅନୁମାନ କରାଯାଇଛି। ମୃତ୍ୟୁର କାରଣ ବିଷୟରେ ବିଶେଷ କିଛି ଜଣା ପଡ଼ି ନଥିବା ବେଳେ…

ଅଧ୍ୟାପକଙ୍କ ଘର ମାଟି ତଳୁ ମିଳିଲା ବହୁମୂଲ୍ୟ କାଠ ଗଣ୍ଡି। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ାର ଇଂଜିନିୟରିଂ ସ୍କୁଲ ପରିସରରୁ ଜନୈକ ଅଧ୍ୟାପକଙ୍କ ଘର ନିକଟରୁ ମାଟି ତଳୁ ବହୁମୂଲ୍ୟ କାଠଗଣ୍ଡି ଉଦ୍ଧାର କରାଯାଇଛି। ଘଟଣାଟି ଜଣା ପଡ଼ିଲା ପରେ ଅଞ୍ଚଳରେ ଚହଳ ପଡ଼ିଯାଇଛି।  ସୂଚନା ଅନୁଯାୟୀ, ଇଂଜିନିୟରିଂ ସ୍କୁଲ ପରିସରରେ ଅନେକ ମୂଲ୍ୟବାନ ଗଛ ଯଥା…

ସମ୍ବଲପୁରରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ।

ସମ୍ଵଲପୁର/ରମାକାନ୍ତ ବିଶ୍ବାଳ : ସମ୍ବଲପୁର ଜିଲ୍ଲା ପ୍ରେକ୍ଷାଳୟରେ ଶିଳ୍ପ ଅନୁଷ୍ଠାନ ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲାପାଳ ଶୁଭମ ସାକ୍ସେନା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଦକ୍ଷତା ବିକାଶର ଆବଶ୍ୟକତା ଓ ଏଥିପାଇଁ ରହିଥିବା ସରକାରୀ ପ୍ରୋତ୍ସାହନ ଉପରେ ଆଲୋକପାତ…