ବିଜୟ ହଜାରେ ଟ୍ରଫି। ଓଡ଼ିଶା ଦଳରେ ଝାରସୁଗୁଡ଼ା ଜିଲ୍ଲାର ଦୁଇଜଣ ଖେଳାଳିଙ୍କୁ ମିଳିଲା ସ୍ଥାନ। 

  ଝାରସୁଗୁଡ଼ା :(ସୁଭାଷ ସହାରେ) ଓଡ଼ିଶା ଦଳରେ ଝାରସୁଗୁଡ଼ା ଜିଲ୍ଲାର ଦୁଇଜଣ ଖେଳାଳିଙ୍କୁ ଖେଳିବା ପାଇଁ ଚୟନ କରାଯାଇଛି। ଆଗାମୀ ୨୦ ତାରିଖରୁ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଯାଉଥିବା ଏହି ଖେଳାଳୀମାନଙ୍କ ଚୟନ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଖୁସିର…

ବିଧାୟକଙ୍କ ଦ୍ୱାରା ୪ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପଣ

ରେଢାଖୋଲ ସ୍ୱତନ୍ତ୍ର ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ : ଜଳ ସଂପଦ ବିଭାଗ ତରଫରୁ ସମ୍ବଲପୁର ଜିଲ୍ଲା  ନାକଟିଦେଉଳ ବ୍ଲକ୍‌ରେ ୪ ଟି ସ୍ଥାନରେ କ୍ଷୁଦ୍ର ଜଳ ସଂପଦ ପ୍ରକଳ୍ପର ଲୋକାର୍ପଣ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ନାକଟିଦେଉଳ ବ୍ଲକ୍ କିସିଣ୍ଡା ପଂଚାୟତର…

ପ୍ରଧାନପାଲି ଛକରୁ ୧୦ କେଜି ଗଞ୍ଜେଇ ଜବତ: ୨ ବାଇକ୍ ସହ ୪ ଜଣ ଗିରଫ

ରେଢାଖୋଲ ସ୍ୱତନ୍ତ୍ର ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ  ଚାରମାଳ ପୋଲିସ ଯାନବାହାନ ଯାଂଚ କରୁଥିବା ବେଳେ ପ୍ରଧାନପାଲି ଛକରୁ ଦୁଇଟି ମୋଟର ସାଇକେଲରୁ ୧୦ କେଜି ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସ୍ ସୂତ୍ରରୁ…

ଛୋଟ ଛୋଟ ସହରର ବିକାଶ ଉପରେ ସ୍ବତନ୍ତ୍ର ଗୁରୁତ୍ୱ   ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା  ହିଞ୍ଜିଳି ପୌରାଞ୍ଚଳରେ 28 କୋଟିରୁ ଉର୍ଦ୍ଧ୍ବ ଟଙ୍କାର  ପ୍ରକଳ୍ପ ଉଦ୍‌ଘାଟନ ଭୁବନେଶ୍ୱର (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ହିଞ୍ଜିଳି ପୌର ପରିଷଦ ଅଞ୍ଚଳରେ 28କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର…

କୃଷକମାନଙ୍କ ଆୟ ବୃଦ୍ଧି ଦିଗରେ ପ୍ରାଣୀପାଳନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି :ମନ୍ତ୍ରୀ ଡ. ସାହୁ

ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କ ବୈଠକ ପ୍ରାଣୀସଂପଦର ଅଭିବୃଦ୍ଧି ନିମନ୍ତେ ୫-"ଟି' ଓ "ମୋ ସରକାର' କାର୍ଯ୍ୟକ୍ରମକୁ  କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଭୁବନେଶ୍ୱର : କୃଷକମାନଙ୍କ ଆୟ ବୃଦ୍ଧି ଦିଗରେ ପ୍ରାଣୀପାଳନର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛିା…

ମହଙ୍ଗା ପଡ଼ିଲା ମହିଳା କର୍ମଚାରି ଙ୍କୁ  ନିର୍ଯ୍ୟାତନା ,ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ  l 

 ମାଲକାନଗିରି ଚିତ୍ରକୋଣ୍ଡା:(ବି ଶ୍ରୀନିବାସ ପାତ୍ର)ଗତ ଜାନୁୟାରୀ ମାସରେ ମାଲକାନଗିରି ଜିଲା  ଚିତ୍ରକୋଣ୍ଡା ଏସଏସଡି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ସେଠି ଙ୍କ ନାମରେ ଉକ୍ତ  ବିଦ୍ୟାଳୟର  ୬ଜଣ ଶିକ୍ଷୟତ୍ରୀ, ମହିଳା କିରାଣୀ, ମାଟ୍ରନ, ୱାଡେନ ଓ ସିସି କର୍ମଚାରୀ ମାନଙ୍କୁ ଅଶ୍କିଳ…

ଯୁବ ଓ ଛାତ୍ର ଜନତା ଦଳପକ୍ଷରୁ ବିରାଟ ସମାବେଶ ।

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ମାଲକାନଗିରି ଦିଏନକେ ପଡିଆ ଠାରେ ଜିଲ୍ଲା ବିଜୁ-ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ମାଲକାନଗିରି ଯୁବ ଜନତା ଦଳର ସଭାପତି ଆଡ଼ମା ରାବା ଓ ଚିତ୍ରକୋଣ୍ଡା…

ଘରପୋଡି ସର୍ବସାନ୍ତ ହୋଇଗଲା ହେମସଗାରଙ୍କର ପରିବାର

ବରଗଡ :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସାନବାଉଁସେନ ପଞ୍ଚାୟତର ଝାଳପାଳି ଗ୍ରାମରେ ଆଜି ଦୀପହରେ ହେମସଗାର ବାରିହାଙ୍କର ଘରରେ ନିଆଁ ଲାଗି ଯାଇଥିଲା ଯାହାଫଳରେ ହେମସଗାରଙ୍କର ସମ୍ପୂର୍ଣ୍ଣ ଘରପୋଡିଯାଇ ପାଉଁଶ ଗଦାରେ ପରିଣତ ହୋଇଯାଇଥିଲା । ନିଆଁ ଲାଗିବାର ଖବର ପାଇବା ପରେ ଅଗ୍ନିଶମ…

ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ସହାୟତା ରାଶି ପାଇଁ ଦାବି।

ଟିଟିଲାଗଡ, (ଗୌରବ ଦର୍ଜୀ):ଟିଟିଲାଗଡରେ ପାଇଁ କିଛି ଦିନ ମଧ୍ୟରେ ଅନେକ ସଡକ ଦୁର୍ଘଟଣା ଘଟିଛି। ଏମିତିକି ଗତ ମଙ୍ଗଳବାର ଦିନ ଟିଟିଲାଗଡ ପୋଲିସ ଷ୍ଟେସନ ନିକଟରେ ଏକ ସଡକ ଦୁର୍ଘଟଣାରେ ଗୋଟିଏ ବୋଲେରୋ ପିକ ଅପ୍ ଗାଡ଼ି ମାଡ଼ିଯିବାରୁ ଅନେକ ଲୋକ ଆଘାତ ହେବା ସହ ଜଣେ ବୃଦ୍ଧା ଙ୍କ ମୃତ୍ୟୁ…

କୁଚିଣ୍ଡା ଗସ୍ତରେ ଆସିଥିବା ମନ୍ତ୍ରୀଙ୍କୁ ବିରୋଧ କଲେ ଚାଷୀ

କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କୁ ବିରୋଧ କଲେ କୁଚିଣ୍ଡା ଉପଖଣ୍ଡର ଚାଷୀ l ଉପଖଣ୍ଡ ର ଚାଷୀମାନେ ଧାନ ବିକ୍ରି କରି ପାରିନଥିବା ବେଳେ ଉପଖଣ୍ଡ ର ବିଭିନ୍ନ ଧାନ ମଣ୍ଡିରେ ପଡ଼ିରହିଛି ଧାନ ବସ୍ତା…