ନୂତନ ନିର୍ବାହୀ ଯନ୍ତ୍ରୀଙ୍କ ଦାୟୀତ୍ଵ ଗ୍ରହଣ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା  ମୋହନା ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଜନ କାର୍ଯ୍ୟାଳନରେ ବହୁ ଦିନ ଧରି ନିର୍ବାହୀ ଯନ୍ତ୍ରୀ ପଦବୀ ଖାଲି ପଡ଼ିଥିଲା। ଶୁକ୍ରବାର ଦିନ ନୂତନ ନିର୍ବାହୀ ଯନ୍ତ୍ରୀ ଭାବେ ଅଭିମନ୍ୟୁ ପାତ୍ର ରାଉରକେଲାରୁ  ଆସି ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ସେ ରାତରକେଲା ଇଡକୋ ଡିଭିଜନରେ କାର୍ଯ୍ୟରତ ଥିଲେ । ସେ ନିଜ ପ୍ରତିକ୍ରିୟାରେ  ମୋହନା ଡିଭିଜନରେ ବାକି ରହିଯାଇଥିବା ପୁରୁଣା କାମ ଗୁଡ଼ିକୁ ଯଥା ଶୀଘ୍ର ମରାମତି କରିବା ସହ ଅଧପନ୍ତରିଆ ରାସ୍ତାଗୁଡ଼ିକୁ ସଂପୂର୍ଣ୍ଣ କରିବାପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି।

Leave A Reply

Your email address will not be published.