Sign in
Sign in
Recover your password.
A password will be e-mailed to you.
ଗୁଣପୁର ଠାରେ ଚଳିତ ବର୍ଷ ବଂଶଧାରା ମହୋତ୍ସବ ପାଇଁ ସଂସ୍କୃତିକ ଗୀତର ସୁଟିଂ ଚାଲିଛି
ରାୟଗଡ (ସରୋଜ କୁମାର ସାହୁ) : ରାୟଗଡ଼ ଜିଲ୍ଲା ଗୁଣପୁର ଠାରେ ଏଇ ମାସ 14 ତାରିଖରୁ ବଂଶଧାରା ମହୋତ୍ସବ ଆରମ୍ଭ ହେଉଛି କୋଭିଡ୍ କଟକଣା ପାଇଁ ଚଳିତ ବର୍ଷ ରେ ଚଇତି ବା ଇଡତାଲ ମହୋତ୍ସବ ହୋଇ ପାରିନାହିଁ ବର୍ତ୍ତମାନ ସଂସ୍କୃତିକ ଉତ୍ସବକୁ ଅନୁମତି ହେବା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ…
ନିଆଁରେ ପୋଡ଼ି ହୋଇ ଜଣେ ଯୁବକଙ୍କ ମୃତ୍ୟୁ
ଘୁ. ଉଦୟଗିରି (ଗଗନ କୁମାର ପ୍ରଧାନ):କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଲିଙ୍ଗାଗାଡ ଗ୍ରାମରରେ ଗୁରବାର ସନ୍ଧ୍ୟା ପାଖାପାଖି ୭.୩୦ମି ସମୟରେ ନିଆଁରେ ପୋଡ଼ି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି I ଯୁବକ ଜଣକ ହେଲେ ଅଶୋକ ଦଳବେହେରା(୨୫) I
ପ୍ରାପ୍ତ ସୂଚନା ଅନୁସାରେ ଅଶୋକ ଦଳବେହେରା ଭଉଣୀଙ୍କ…
ଏଟିଏମ୍ ଅନ୍ଧକାର,ଗ୍ରାହକ ହନ୍ତସନ୍ତ ।
କଳାହାଣ୍ଡି/ତୁଲମଣି ନାଗ (ଶାସକ ପ୍ରଶାସକ)-ଦେଶର ସର୍ବ ବୃହତ୍ ବ୍ୟାଙ୍କ ହେଉଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । କିନ୍ତୁ କଳାହାଣ୍ଡିବାସୀଙ୍କୁ ଏହି ସଂସ୍ଥା ଭୂଆଁ ବୁଲାଇ କୋଟିକୋଟି ଟଙ୍କା ଲାଭ କରିବାରେ ବ୍ୟସ୍ତ । ଅନ୍ୟ ପଟରେ ଗ୍ରାହକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ କିଛି ବ୍ୟବସ୍ଥା…
୫ ଟି ଜିଲ୍ଲାର ସମସ୍ତ ପୌରାଚଂଳର କାର୍ଯ୍ୟସମୀକ୍ଷା, ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ଉପରେ ଗୁରୁତ୍ୱ
ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ସହର ପ୍ରତିଯୋଗିତା ଲାଗି ଯୋଗ୍ୟ ହେବାକୁ ନଗରଉନ୍ନୟନ ପ୍ରମୁଖ ସଚିବଙ୍କ ପରାମର୍ଶ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ରାଜ୍ୟର ପୌରାଚଂଳଗୁଡିକରେ ହେଉଥିବା ବିକାଶ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ ଲାଗି ତଦାରଖ ଓ ସମୀକ୍ଷା ଉପରେ ଗୁରୁତ୍ୱ…
ବସ୍ତୁବାଦୀ ଦୁନିଆରେ ସତସଙ୍ଗ ମାନବ ଜୀବନ ପାଇଁ ଭ୍ୟାକସିନ୍ – ଧର୍ମେନ୍ଦ୍ର
ନୂଆଦିଲ୍ଲୀ/ଭୁବନେଶ୍ୱର - ସାମ୍ପ୍ରତିକ ସମୟରେ ସମଗ୍ର ମାନବ ଜାତିକୁ କରୋନା ମହାମାରୀ ରୂପକ ସମସ୍ୟାକୁ ସମାଧାନ କରିବା ପାଇଁ ଯେପରି ଭାବରେ ଭ୍ୟାକସିନ ଉପଯୋଗୀ ହୋଇଛି ସେହିପରି ବସ୍ତୁବାଦୀ ଦୁନିଆରେ ମାନବ ଜୀବନକୁ ଆଧ୍ୟାତ୍ମିକ ଚେତନାରେ ଯୋଡ଼ିବା ପାଇଁ ସତସଙ୍ଗ ହିଁ ଆଜିର ଦିନରେ ଭ୍ୟାକସିନ୍…
ଖୋର୍ଦ୍ଧା ଜିଲ୍ଲାରେ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନର ଆଂଚଳିକ କେନ୍ଦ୍ରକୁ ଶିଳାନ୍ୟାସ କଲେ କେନ୍ଦ୍ର କୃଷି ମନ୍ତ୍ରୀ
ଡାଲି ଉତ୍ପାଦନ କ୍ଷେତ୍ରରେ ଓଡିଶା ଆତ୍ମନିର୍ଭରଶୀଳ ହେବ :ସମୀର ମହାନ୍ତି
ଭୁବନେଶ୍ୱର : ଡାଲି ଉତ୍ପାଦନ କ୍ଷେତ୍ରରେ ଭାରତ ଆଗରେ ରହିଛି । ବିଗତ ୫-୬ ବର୍ଷ ମଧ୍ୟରେ ଦେଶର କୃଷକ ଓ ବୈଜ୍ଞାନିକମାନଙ୍କର କଠିନ ପରିଶ୍ରମ ଏବଂ କେନ୍ଦ୍ର ସରକାରଙ୍କ କୃଷି ଅନୁକୂଳ ନୀତି ଯୋଗୁଁ ଦେଶରେ ଡାଲି ଉତ୍ପାଦନ…
ଢାବା ମ୍ୟାନେଜର୍ କୁ ଅପହରଣ ପାଇଁ ପ୍ରୟାସ : ଦୁଇ ଗିରଫ।
ବାରିପଦା(ଦିଲ୍ଲୀପ ମହାନ୍ତି)-: ଅଠର ନମ୍ବର ଜାତୀୟ ରାଜପଥର ପାର୍ଶ୍ବବର୍ତ୍ତୀ ଢାବାରୁ ଢାବା ମ୍ୟାନେଜରକୁ ବଳପୂର୍ବକ ଅପହରଣ କଲେ ଦୃବୃତ୍ତ। ରାତି ପ୍ରାୟ ସାଢ଼େ ୯ ପାଖାପାଖି ବେତନଟୀ ଥାନା ତୁଳସୀଚଉରା ନିକଟସ୍ଥ ସ୍ବସ୍ତିକ ପେଟ୍ରଲ ପମ୍ପ ନିକଟରେ ଥିବା ବିଷ୍ଣୁ ଢାବା (ପୂଜା ଢାବା)ର ମ୍ୟାନେଜର…
ଜେଲରେ ପହଂଚିଲା ବିଶ୍ୱବିଦ୍ୟାଳୟ।
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: କାରାଗାରରେ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ହେବ ପାଠ ପଢ଼ା। ସମ୍ବଲପୁର ଜେଲ ଅନ୍ତେବାସୀ ପାଠ ପଢିବେ +୨ ଠାରୁ ଆରମ୍ଭ କରି ପିଜି ପର୍ଯ୍ୟନ୍ତ । ଏଥିପାଇଁ ସମସ୍ତ ପାଠ୍ୟ ପୁସ୍ତକ ମାଗଣାରେ ମିଳିବ ସେମାନଙ୍କୁ। ଏଭଳି ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ…
13 ରେ ୩ଘଣ୍ଟା ପାଇଁ ହେବ ଚକାଜାମ।
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:: ଚାଷୀଙ୍କ ଧାନ ସରକାର କିଣିବା ପ୍ରସଙ୍ଗ ରେ ପୁଣି ଆନ୍ଦୋଳନ କରିବ ବିଜେପି ଆସନ୍ତା 13 ରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜାତୀୟ ଓ ରାଜ୍ୟ ରାଜପଥ ରେ କରାଯିବ ଚକାଜାମ ପଶ୍ଚିମ ଓଡିଶାର 5 ଲୋକସଭା ର 37 ଟି ବିଧାନସଭା ଅଂଚଳରେ ହେବ ଚକାଜାମ କରି…
ସ୍ବାସ୍ଥ୍ୟମନ୍ତ୍ରୀ ଉଦଘାଟନ କଲେ ବିଭିନ୍ନ ଲୋକାଭିମୁଖୀ ଯୋଜନା।
ଝାରସୁଗୁଡ଼ା :(ସୁଭାଷ ସହାରେ) -ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ ଝାରସୁଗୁଡ଼ା ଜିଲ୍ଲାରେ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉଦଘାଟନ କରିଛନ୍ତି। ସହରର ଦୁଇଟି ମୂଖ୍ୟ ରାସ୍ତାରେ ଆଲୋକୀକରଣ ଓ ଏକ କ୍ଲବ ଘର ଉଦଘାଟନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।
ସୂଚନା ଅନୁଯାୟୀ, ଝାରସୁଗୁଡ଼ା…