SHASAK EXCLUSIVE : ଚାକିରୀ କରାଇଦେବାକୁ ନେଇ ବାରମ୍ବାର ଦୁଷ୍କର୍ମ

ନାବାଳିକାଙ୍କୁ ଦୁଷ୍କର୍ମ ପରେ ମାଡ଼ମାରି ଯୁବକ ଫେରାର  ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ବଇଦପାଳି ଗ୍ରାମର ଜଣେ ଷୋହଳ ବର୍ଷୀୟା ନାବାଳିକା କୁ ସେହି ଗ୍ରାମର ଟଂକଧର ଘିବେଳା ନାମକ ଜଣେ ଯୁବକ ଗତ ମାସ ୩୧ ତାରିଖ ସନ୍ଧ୍ୟାରେ ଚାକିରୀ କରାଇଦେବା ନାଁରେ ଭୂତେଇ ନେଇ ଯାଇଥିଲା…

ଆଇଏମ୍ଏସ୍ ଆଣ୍ଡ ସମ୍ ନୂତନ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଯୋଗ ଶିକ୍ଷା ପ୍ରଦାନ

ଭୁବନେଶ୍ୱର, : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ  ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଚଳିତ ବର୍ଷ ନୂତନକରି ଯୋଗ ଦେଇଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରାଯାଇଛି । ଡକ୍ଟର୍ସ ଓରିଏଂଟେସନ୍ ପ୍ରୋଗ୍ରାମ୍ -୨୦୨୧ ଅବସରରେ ଗତ…

ଜୁନାଗଡ଼ ପୋଲିସ ଆନୁକୂଲ୍ୟରେ ରକ୍ତଦାନ ଶିବିର ।।

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)ଗତକାଲି  ଜୁନାଗଡ ପୋଲିସ ଆନୁକୂଲ୍ୟରେ ଜୁନାଗଡ ଅଗ୍ରେସନ  ଭବନ ଠାରେ ଏକ ରକ୍ତ ଦାନ ଶିବିର  ଅନୁଷ୍ଠିତ ହୋଇଯାଇଛି । ସରକାର ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିର ରେ କଳାହାଣ୍ଡି ଜୁନାଗଡ ଥାନା ଓ ଆଇ ସି ଉତ୍ତମ କୁମାର ସାହୁ , ବରିଷ୍ଠ…

 ଏକାମ୍ର କ୍ଷେତ୍ର ସମ୍ବନ୍ଧୀୟ ଏନଏମଏ ଉପ-ନିୟମ ପ୍ରତ୍ୟାହାର ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସଂସଦୀୟ ଦଳ…

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଏକାମ୍ରକ୍ଷେତ୍ରର ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ୱର ମନ୍ଦିର ଉପରେ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଜ୍ଞପିତ ଚିଠା ଉପନିୟମକୁ ନେଇ ସେବାୟତ, ଶ୍ରଦ୍ଧାଳୁ ତଥା ସ୍ଥାନୀୟ ଅଧିବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିବା ଆଜି ବିଜୁ ଜନତା ଦଳ…

ଧାନ କିଣାରେ ଅବ୍ୟବସ୍ଥା ନେଇ ସର୍ଗିବାହାଲ ଛକରେ ବିଜେପିର ଚକାଜାମ ।

ପଦ୍ମପୁର(ଶାସକ ପ୍ରଶାସକ)-ବିଜେପି ପକ୍ଷରୁ ବରଗଡ଼ ପଦ୍ମପୁର ରାସ୍ତା ସର୍ଗିବାହାଲ ଛକରେ ମଧ୍ୟ  ରାସ୍ତା ରୋକ କରା ଯାଇଥିଲା | ଏହି ରାସ୍ତାରୋକ 10 ଟାରୁ 1ଯାଏଁ ଅନୁଷ୍ଠିତ ହୋଇଥିବା ବେଳେ ବିଜେପି କୃଷକ ମୋର୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଦଳର ବହୁ ନେତୃବୃନ୍ଦ ଯୋଗ…

ଚାଷୀ ସମସ୍ୟା ସମାଧାନ ଦାବିରେ ରେଢ଼ାଖୋଲ ବିଜେପି ପକ୍ଷରୁ ଚକାଜାମ  ଆନ୍ଦୋଳନ।

 ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମଗ୍ର ରାଜ୍ୟରେ ଲାଗି ରହିଥିବା ଚାଷୀ ,ଧାନ ବିକ୍ରିର ସମସ୍ୟାର ଶୀଘ୍ର ଓ ସ୍ଥାୟୀ ସମାଧାନ ଦାବୀରେ  ଶନିବାର ବିଜେପି ପକ୍ଷରୁ ପଶ୍ଚିମାଞ୍ଚଳର ୧୦ଟି ଜିଲ୍ଲା ଯଥା ସମ୍ବଲପୁର, ବରଗଡ଼, ଝାରସୁଗୁଡା, ଦେବଗଡ଼, ସୁନ୍ଦରଗଡ, ବଲାଙ୍ଗୀର, କଳାହାଣ୍ଡି, ନୂଆଁପଡା,…

ଗୋଲାମୁଣ୍ଡା : ପାଣି ସମସ୍ୟାକୁ ନେଇ ରାସ୍ତା ଅବରୋଧ 

ଗୋଲାମୁଣ୍ଡାବ୍ଲକ ରୁ ନହୁସ ବାଗ : ଦୀର୍ଘ ଦିନଧରି ପାଣି ସମସ୍ୟା ଉପରେ ପ୍ରଶାସନକୁ ଅନେକ ଦାବିପତ୍ର ଦେବା ସତ୍ୱେ ପୂରଣ ନ ହେବାରୁ ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଡଙ୍ଗରିଗୁଡା ଗ୍ରାମବାସୀ ଗୋଲାମୁଣ୍ଡାରୁ କେଗାଁ ଯାଉଥିବା ରାସ୍ତାଉପରେ ଶହଶହ ସଂଖ୍ୟାରେ ଜମାହୋଇ ରାସ୍ତା ଅବରୋଧ…

ପଦୁଅଁ ଉପରେ ଭାରି ପଡିଲେ ନୃସିଂହ-ବିଜୟ ଯୋଡି

ପର୍ଜଙ୍ଗ(ଶାସକ ପ୍ରଶାସକ):ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ  ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଢେଙ୍କାନାଳ ଜିଲ୍ଲା ପରିଷଦ କୋଡିଏ ନମ୍ବର ଜୋନ୍ ଉପ -ନିର୍ବାଚନରେ ଉଡିଲା ବିଜେଡି ବାନା | ବିଜେପି ଉପରେ ଭାରି ପଡିଲେ ନୃସିଂହ-ବିଜୟ ଯୋଡି | ବିଜେପି ହାତରେ ଥିବା ଆସନକୁ ନିଜ ପକ୍ଷକୁ ଆଣିବା ସହିତ ଏକ…

ଯୁବ ବିକାଶ ପରିଷଦର ଆମରଣ ଅନଶନକୁ ସମର୍ଥନ ଦେଲା ପ୍ରେସ ୟୁନିୟନ, ରାୟଗଡ 

ରାୟଗଡରେ ସୁପର୍ ସ୍ପେଶିଆଲିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ଦାବୀରେ ୧୦୦ ଘଣ୍ଟିଆ ଆମରଣ ଅନଶନ  ରାୟଗଡ(ସରୋଜ କୁମାର ସାହୁ) -ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସୁପର୍ ସ୍ପେଶିଆଲିଟି ହସ୍ପିଟାଲ ସହ ରାୟଗଡା ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବୀର ଆଜି ଚତୁର୍ଥ ଦିନ । ଦୀର୍ଘ ବର୍ଷ…

ସ୍କୁଲ ନିର୍ଦ୍ଦେଶକଙ୍କ ପୁଅଙ୍କ ମୃତଦେହ ମିଳିଲା କୋଠରୀରୁ। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ସହରର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଥେନ ଥୋମାସର ନିର୍ଦ୍ଦେଶକଙ୍କ ୨୯ ବର୍ଷ ବୟସ୍କ ପୁଅ ପ୍ରବୀଣ ଡାନିଏଲଙ୍କ ମୃତ ଦେହ ତାଙ୍କ କୋଠରୀରୁ ମିଳିଛି। ସୂଚନାନୁଯାୟୀ, ପରିବାରର ଲୋକଙ୍କ ଅନୁସାରେ ବିଷାକ୍ତ ବାଷ୍ପର ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି।  ଜଣେ…