ସାପଲହର ଗାନ୍ଧୀ ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ।

 ସହଯୋଗର ହାତ ବଢାଇଲେ ପୂର୍ବତନ ଛାତ୍ରଛାତ୍ରୀ । ପଦ୍ମପୁର-ସାପଲହର ଗାନ୍ଧୀ ସ୍ମାରକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ  ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶୋଭା ସାଗର ମେହେରଙ୍କ ସଭାପତିତ୍ବରେ…

ବାହାଘରକୁ ଯିବା ହେଲା କାଳ.. ଗାଡି ଓଲଟି ଦୁଇ ମୃତ ,୩୩ ଗୁରୁତର  

 ମୋହନା(ଏସ୍. ତ୍ରିପାଠୀ): ବାହାଘର ଭୋଜିରେ ଯୋଗ ଦେବା ପାଇଁ ଏକ ୪୦୭ ଗାଡିରେ କିଛି ଲୋକ ଯାଉଥିବା ବେଳେ ଗାଡିଟି ଆର.ଉଦୟଗିରି ଥାନା ନିକଟସ୍ଥ କଙ୍କଡାଗୁଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ବହୁ ଧନ ଜୀବନ ନଷ୍ଟ ହୋଇଛି । ସୂଚନା ପ୍ରକାରେ ନୂଆଁଗଡ଼ ବ୍ଲକର ତୁମନ ଗ୍ରାମରେ ଏକ…

ଗଜପତି ସଡ଼କ ଦୁର୍ଘଟଣା, ମୁଖ୍ୟମନ୍ତ୍ରୀଙ୍କ ଶୋକ: ଦୁଇ ଲଷ ଟଙ୍କା ଲେଖାଏଁ ସହାୟତା ଘୋଷଣା 

ଭୁବନେଶ୍ୱର:ଗଜପତି ଜିଲ୍ଲା ର ଆର୍ ଉଦୟଗିରି ଠାରେ ଆଜି ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ରେ  ଦୁଇ ଜଣଙ୍କର ମୃତ୍ୟୁ ବରଣ କରିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ଶୋକ ପ୍ରକାଶ କରିଛନ୍ତି ।ମୃତକଙ୍କ ପରିବାର ଲୋକଙ୍କୁ ଗଭୀର ସମବେଦନା ଜଣାଇବା ସହ  ମୁଖ୍ୟମନ୍ତ୍ରୀ ନିକଟତମ…

ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ : ରାଉରକେଲାରେ ଆନ୍ତର୍ଜାତିକ ମାନର ହକି ଷ୍ଟାଡିଅମର ଶିଳାନ୍ୟାସ

ଷ୍ଟାଡିଅମକୁ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କଲେ ମୁଖ୍ୟମନ୍ତ୍ରୀ ୨୦ ବର୍ଷ ତଳେ ରାଜ୍ୟର ଯୋଜନା ବଜେଟ ୨୮୦୦ କୋଟି ଥିବାବେଳେ ଆଜି କେବଳ ସୁନ୍ଦରଗଡ ଜିଲ୍ଲା ପାଇଁ 5000 ହଜାର କୋଟି ଟଙ୍କାର ପ୍ରକଳ୍ପ ହୋ ଓ ମୁଣ୍ଡାରି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନିତ…

 କଂଗ୍ରେସ ପକ୍ଷରୁ ବନ୍ଦ ଡାକରା  ସଫଳ ଜନଜୀବନ ପ୍ରଭାବିତ ଖାଁ ଖାଁ ବିଭିନ୍ନ ସହର।

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)-କେନ୍ଦ୍ର ସରକାରଙ୍କ ବିଫଳ ଅର୍ଥନୀତି, କୃଷକ ବିରୋଧୀ କଳା କୃଷି ଆଇନ , ପେଟ୍ରୋଲ ଓ ଡିଜେଲ  ଦରଦାମ୍ ବୃଦ୍ଧି ତଥା ଏକଛତ୍ରବାଦୀ ଶାସନର ।ଦୃଢ଼ ପ୍ରତିବାଦ କରି ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ସମଗ୍ର ରାଜ୍ୟରେ ସକାଳ ୭ ଘଣ୍ଟା ରୁ ମଧ୍ୟାହ୍ନ ୧ଟା…

ସହରାଞ୍ଚଳରେ ଫାଇଲେରିଆ ଔଷଧ ସେବନ ର ମାତ୍ରା ବୃଦ୍ଧି କରିବାକୁ ଜିଲ୍ଲାପାଳଙ୍କ ନିର୍ଦେଶ

ଝାରସୁଗୁଡ଼ା :(ସୁଭାଷ ସହାରେ):ଝାରସୁଗୁଡ଼ା : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲାର ସମସ୍ତ ଜନସାଧାରଣ ଙ୍କୁ ଫାଇଲେରିଆ ର ଔଷଧ ସେବନ କରାଯାଉଛି ।ଏଥିରେ ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀମାନେ ଘରକୁ ଘର ଯାଇ ଔଷଧ ସେବନ କରାଉଛନ୍ତି ।ତଥାପି ସହରରାଞ୍ଚଳ ର କେତେକ…

ଏଠି ବିକାଶ ଭାରି ଜୋରରେ ଦୌଡୁଛି 

୧୦ବର୍ଷ ହେଲାଣି, ନୂତନ ଅଙ୍ଗନବାଡ଼ି ନିର୍ମାଣ କାମ ସରିନି । http://www.youtube.com/watch?v=YauAWq0mnEI  ମାଲକାନଗିରି : (ବି ଶ୍ରୀନିବାସ ପାତ୍ର)ମାଲକାନଗିରି ଭଳି ଆଦିବାସୀ ବହୁଳ ପଛୁଆ ଜିଲ୍ଳାକୁ ମୁଖ୍ୟଶ୍ରୋତ ରେ ଯୋଡିବା ପାଇଁ ରାଜ୍ୟ ସରକାର ବହୁ ଯୋଜନା ତଥା ଆର୍ଥିକ ସହାୟତା…

ଯୌତୁକ ନିର୍ଯାତନା ସହ  ହତ୍ୟା ଅଭିଯୋଗ। 

ଟିଟିଲାଗଡ, (ଗୌରବ ଦର୍ଜୀ)-ମୁରିବାହାଲ ବ୍ଲକ ଗଡ଼ଗଡ଼ବାହାଲ  ଗାଁ ର  ଠାକୁରମୁନି ମହାନନ୍ଦ ଙ୍କୁ ଶାଶୁ ଘର ଲୋକେ ପିଟି ପିଟି ମାରି ଦେଇ ଥିବା ଅଭିଯୋଗ କରିଛନ୍ତି ମୃତକ ମହିଳା ର ପରିବାର ଲୋକେ।  ଅଭିଯୋଗ ଅନୁଯାୟୀ  ଠାକୁରମୁନି ମହାନନ୍ଦ  ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଂଚାୟତ ବୁଣଜିପଦର ଗାଁ…

ମାଲକାନଗିରିରେ ୟୁଥ ଫର ଆକ୍ସନର ପ୍ରଥମ ବୈଠକ ଅନୁଷ୍ଠିତ ।

ମାଲକାନଗିରି :(ବି ଶ୍ରୀନିବାସ ପାତ୍ର) : ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଆଦର୍ଶ, ଚିନ୍ତାଧାରା ତଥା ଜନଭାମୁଖୀ  କାର୍ଯ୍ୟଗୁଡ଼ିକ ରାଜ୍ୟ ବାସୀଙ୍କ ଦ୍ୱାରା ଆଦୃତ ହୋଇଛି l ବିଭିନ୍ନ ଅଞ୍ଚଳରେ ସଭା ସମିତି ମାଧ୍ୟମରେ ହେଉ କିମ୍ବା ରଜ୍ୟ ସରକାରଙ୍କ ବିଫଳତା କୁ ସର୍ବସାଧାରଣରେ…

ପଶ୍ଚିମ ଓଡିଶା ବିକାଶ ପରିଷଦକୁ ରାଜ୍ୟ ସରକାରଙ୍କ ଅନୁଦାନ ଦୁଇ ଗୁଣ କରାଯିବ – ମୁଖ୍ୟମନ୍ତ୍ରୀ

ଗୋଟିଏ ନିଷ୍ପତ୍ତିରେ ତୁଟିଲା ମୁଖ୍ୟାଳୟ କେଁ : ସବୁ ଜିଲ୍ଲାରେ ହେବ କାର୍ଯ୍ୟାଳୟ   ୧୦ ଜିଲ୍ଲା ଓ ଆଠମଲ୍ଲିକରେ  WODC କାର୍ଯ୍ୟାଳୟ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ  ଭୁବନେଶ୍ୱର (ଶାସକ ପ୍ରଶାସକ) :  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ…