Sign in
Sign in
Recover your password.
A password will be e-mailed to you.
ଯାଜ୍ଞସେନୀ ଡାକ୍ତରଖାନାରେ ରୋଗୀ ଭର୍ତ୍ତି ମନା।
ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅବସ୍ଥିତ ଥିବା ଯାଜ୍ଞସେନୀ ନର୍ସିଂ ହୋମରେ ରୋଗୀ ଭର୍ତ୍ତି ନ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ଅଗ୍ନିଶମ ବିଭାଗ, ରାଉରକେଲା ଅନୁଯାୟୀ ଡାକ୍ତରଖାନାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା…
ବେଦାନ୍ତର ଓଡ଼ିଶା ପ୍ରକଳ୍ପ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ
ଭୁବନେଶ୍ୱର :ଭାରତର ଅଗ୍ରଣୀ ଆଲୁମିନିୟମ ତଥା ମୂଲ୍ୟଯୁକ୍ତ ଉତ୍ପାଦର ନିର୍ମାତା ବେଦାନ୍ତ ଲିମିଟେଡ୍ ପକ୍ଷରୁ ଏହାର ଲାଞ୍ଜିଗଡ଼ଠାରେ ଥିବା ଆଲୁମିନା ରିଫାଇନାରୀ ଓ ଝାରସୁଗୁଡ଼ାଠାରେ ଆଲୁମିନିୟମ ତଥା ପାୱାର ଅପରେସନରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ…
ଭୁଷୁଡ଼ି ପଡିଲା ସ୍କୁଲ ଫାଟକ , ଚାଲିଗଲା ଶିଶୁର ଜୀବନ
ବିଦ୍ୟାଳୟ ଫାଟକ ତଳେ ଚାପି ହୋଇ ଜଣେ ଛାତ୍ରୀ ମୃତ
ଜଣେ ଛାତ୍ର ଏବଂ ଜଣେ ଛାତ୍ରୀ ଗୁରୁତର
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ରାଇକିଅ ବ୍ଲକ ବେଲକଟି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି I ସେହି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ଫାଟକ ଭାଙ୍ଗିଯିବାରୁ…
ମୁଖ୍ୟମନ୍ତ୍ରୀଙ୍କର ନୂଆପଡା ଗସ୍ତର ଏଲସିଡି ମାଧ୍ୟମରେ ସିଧା ପ୍ରସାରଣ
ବରଗଡ :- ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂଆପଡା ଜିଲ୍ଲା ଗସ୍ତରେ ଆସି ନୂଆପଡାବାସୀଙ୍କ ଉନ୍ନତି ଓ ବିକାଶ ପାଇଁ ପ୍ରାୟ ଚାରି ହଜାର କୋଟି ଟଙ୍କାର ଅନେକ ଗୁଡିଏ ପ୍ରକଳ୍ପର ଉଦଘାଟନ ତଥା ଶିଳାନ୍ୟାସ କରିଥିଲେ । ଏହି ଅବସରରେ ମୁଖ୍ୟ ସମାରୋହ ଖରିଆର ଠାରେ ଆୟୋଜନ କରାଯାଇଥିବା ବେଳେ…
ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ସମସ୍ୟା ମୁକାବିଲା ସକାଶେ ପ୍ରସ୍ତୁତି ବୈଠକ
ଝାରସୁଗୁଡ଼ା :(ସୁଭାଷ ସହାରେ)- ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ସମସ୍ୟା ମୁକାବିଲା ସକାଶେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଡି ଏମ୍ ଏଫ ଅଡିଟୋରିଅମ ହଲରେ ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହ ସମୟରେ ଲୋକମାନେ କିପରି ପାନୀୟ ଜଳ ପାଇପାରିବେ…
ଉଦୟନାଥ ଫର୍ଣ୍ଣିଚରର ୧୬ତମ ଲକି ଡ୍ର ଉଠାଣ ।
ପଦ୍ମପୁର -ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୧୬ତମ ଲକି ଡ୍ର' ଉଠାଣ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ପାଟଣାଗଡ଼ର ଦୀପକ ଭୋଇ । ଏହି ଉଠାଣ କାର୍ଯ୍ୟକ୍ରମରେ ରୋହିତ କୁମାର ପଟ୍ଟନାୟକ ,…
ଡାକ୍ତର ନିଯୁକ୍ତି ଦାବିରେ ବିଜେପି ଗାଇସିଲେଟ ବ୍ଳକ ପକ୍ଷରୁ ଦାବିପତ୍ର ପ୍ରଦାନ
ପଦ୍ମପୁର-ଓଡିଶାରେ ଡାକ୍ତର ପଦବୀ କୁ ନେଇ ଦେଖାଯାଇଛି ଘୋର ମରୁଡି l ସବୁଠି ସରକାରୀ ଡାକ୍ତରଖାନା ଡାକ୍ତର ଅଭାବ ନେଇ ଶୁନଶାନ୍ ଲାଗୁଛି ଯାହା ବିଭିନ୍ନ ପତ୍ର ପତ୍ରିକା ରେ ପ୍ରାୟ ସବୁଦିନ ଦେଖିବାକୁ ମିଳିଥାଏ l ଠିକ ସେମିତି ଅଚଳାବସ୍ଥା ସୃଷ୍ଟି ହୋଇଛି ବରଗଡ ଜିଲ୍ଲା ରେ l ତାଲପାଲି ଓ…
ସଡକ ଦୁର୍ଘଟଣାରେ ବାପାମା ଓ ଝିଅ ମୃତ ଘଟଣା: ପରିବାରବର୍ଗଙ୍କୁ ସାକ୍ଷାତ କଲେ କଳାହାଣ୍ଡି ଯୁବ ଯାଦବ ମହାସଭା
ଧର୍ମଗଡ଼ ସୁଶାନ୍ତ ରାଉତ : କିଛି ଦିନ ତଳେ ଡ଼ଙ୍ଗରିଗୁଡା ଛକ ଠାରେ ଏକ ଘରୋଇ ବସ୍ ଧକ୍କା ଦେବାରୁ ଗୋଲାମୁଣ୍ଡା ବ୍ଲକ ତୁରେଛଡ଼ା ଗାଁର କୃଷ୍ଣଚନ୍ଦ୍ର ବାଗଙ୍କ ସମେତ ତାଙ୍କ ଧର୍ମପତ୍ନୀ ଓ ନାବାଳିକା ଝିଅର ମୃତ୍ୟୁ ହୋଇଥିଲା। ଏକାସାଙ୍ଗରେ ୩ଜଣଙ୍କ ମୃତ୍ୟୁ ହୋଇଥିବାରୁ ପରିବାରବର୍ଗ ଦୁଃଖରେ…
ଓଜେଏସ୍ ପରୀକ୍ଷାରେ କିଟ୍ ଲ ସ୍କୁଲର ୯ ଛାତ୍ରଛାତ୍ରୀ କୃତକାର୍ଯ୍ୟ
ଭୁବନେଶ୍ୱର: ଓଡିଶା ବିଚାର ବିଭାଗୀୟ ସେବା (ଓଜେଏସ୍) ପରୀକ୍ଷାରେ କିଟ୍ ଲ ସ୍କୁଲର ୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଓଡିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ମଙ୍ଗଳବାର ଓଜେଏସ୍ -୨୦୧୯ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ମୋଟ୍ ୪୭ଜଣ କୃତକାର୍ଯ୍ୟ ହୋଇଛନ୍ତି ।…
କାଲି ଶିମିଳିପାଳ ନିଆଁ ଲିଭାରେ ସାମିଲ ହେବେ ବବି
ମୟୁରଭଞ୍ଜ (ଦିଲ୍ଲୀପ ମହାନ୍ତି) : ଶିମିଳିପାଳ ନିଆଁକୁ ନେଇ ଉଦବେଗ ଚାରିଆଡେ | ଚର୍ଚା ମୟୁରଭଞ୍ଜରୁ ଦିଲ୍ଲୀ ପର୍ଯ୍ୟନ୍ତ | ରାଜନୀତି ନିଆଁ ବି ଜୋର ଶିମିଳିପାଳକୁ ନେଇ | ସରକାରଙ୍କ ପକ୍ଷରୁ, ସ୍ୱଚ୍ଛାସେବୀଙ୍କ ପକ୍ଷରୁ ଚାଲିଛି ବ୍ୟାପକ ତଥା ସେମିଲିଟା ଉଦ୍ୟମ | ଅନେକାଂଶରେ ନିଆଁ ନିୟନ୍ତ୍ରଣ…