ମୋହନା ଖ୍ରୀଷ୍ଟ ବିଶ୍ୱାସୀଙ୍କ ପୂଣ୍ୟ କ୍ରୁଶ ପଦଯାତ୍ରା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟବ୍ଳକରେ ବସବାସ କରୁଥିବା ଖ୍ରୀଷ୍ଟଧର୍ମା ବଲମ୍ବୀମାନଙ୍କ ପକ୍ଷରୁ ଶୁଭ ଶୁକ୍ରବାର( ଗୁଡ୍ ଫ୍ରାଇଡେ) ପାଳନ ହେବାର ଦୁଇ ଦିନ ପୂର୍ବରୁ ପୂଣ୍ୟ କ୍ରୁଶ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ଳକର ବିରିକୋଟ, ଅଡ୍‌ବା, ବଡ଼ ଖଣି,…

ମାରଓ୍ବାଡି ଯୁବାମଂଚ ସଭାପତି ପଦ :  ପ୍ରଥମଥର ପାଇଁ ଲଢ଼ୁଛନ୍ତି ଜଣେ ମହିଳା ସରିତା ଅଗ୍ରୱାଲ ।

ପଦ୍ମପୁର- ମାରଓ୍ବାଡି ଯୁବାମଂଚ ବିଭିନ୍ନ ସମୟରେ ସମାଜସେବା ତଥା ଜନମଙ୍ଗଳକାରୀ କାର୍ଯ୍ୟ କରି ଆସୁଛି । ଦୀର୍ଘ ୩୭ ବର୍ଷ ହେବ ମାରଓ୍ବାଡି ଯୁବାମଂଚ ଓଡ଼ିଶାରେ  ରକ୍ତଦାନ, ଅମୄତଧାରା,ବୃକ୍ଷ ରୋପଣ ତଥା ଅନ୍ୟାନ୍ୟ ସମାଜସେବା ମୂଳକ କାର୍ଯ୍ୟକ୍ରମ କରି ଆସୁଛି । ମାରଓ୍ବାଡି ଯୁବାମଂଚ ପକ୍ଷରୁ…

ଖଡ଼ଗପୁର : ଓଡ଼ିଆ ଭୋଟରଙ୍କୁ ପ୍ରଭାବିତ କରିବାକୁ ପ୍ରଚାର ମୈଦାନରେ ଗୋଲକ 

ଖଡ଼ଗପୁର /ଭୁବନେଶ୍ୱର (ଶାସକ ପ୍ରଶାସକ) : ପଶ୍ଚିମ ବଙ୍ଗରେ ନିର୍ବାଚନୀ ଉସ୍ମତା ବୃଦ୍ଧି ପାଇଥିବା ବେଳେ ପ୍ରଚାର କାର୍ଯ୍ୟ ଜୋର ଧରିଛି | ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଭିନ୍ନ ଦଳ ସ୍ୱତନ୍ତ୍ର ରଣନୀତି ଆପଣାଇଥିବା ବେଳେ ବିଜେପି ମଧ୍ୟ ତାହାର ସମସ୍ତ ସାମର୍ଥ୍ୟ ପ୍ରୟୋଗ କରୁଛି ବଙ୍ଗ ଦଖଲ…

କିଟରେ  ୬୯ତମ ବରିଷ୍ଠ  ଜାତୀୟ ଭଲିବଲ୍‍ ଚାମ୍ପିଅନ୍‍ସିପ୍‍ ଉଦ୍‍ଯାପିତ

ପୁ୍‍ରୁଷବର୍ଗରେ ହରିଆନା ଓ ମହିଳାବର୍ଗରେ କେରଳ ଚାମ୍ପିଅନ୍‍ ଭୁବନେଶ୍ୱର : କିଟ୍‍ର ବିଜୁ ପଟ୍ଟନାୟକ ଇନ୍‍ଡୋର ଷ୍ଟାଡିଅମ୍‍ଠାରେ ଚାଲିଥିବା ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ (ପୁରୁଷ ଓ ମହିଳା) ଚାମ୍ପିଅନ୍‍ସିପ୍‍ ୨୦୨୦-୨୧ଗୁରୁବାର ଉଦ୍‍ଯାପିତ ହୋଇଛି । ଆଜି ଖେଳାଯାଇଥିବା ଫାଇନାଲ୍‍ …

ପୁରାଣ ପ୍ରସିଦ୍ଧ ଐତିହାସିକ ଶୈବପୀଠ ମହେନ୍ଦ୍ରଗିରି ଇତିହାସରେ ପ୍ରଥମ ଥର ପାଇଁ ବିନା ଭକ୍ତରେ  ଜାଗର 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସମେତ ଗଜପତି ଜିଲ୍ଲାର ବିଭିନ୍ନ ଶୈବ ପୀଠ ଓ ତଥା ଶିବ ମନ୍ଦିର ମାନଙ୍କରେ  ପବିତ୍ର ଶିବରାତ୍ରି ଅତ୍ୟନ୍ତ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି । କିନ୍ତୁ ରାମାୟଣ , ମହାଭାରତରେ ପ୍ରସିଦ୍ଧି ଲାଭ କରିଥିବା ଓଡିଶାର ହିମାଳୟ…

ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭା ଅଭିଯାନ : ସାମିଲ ହେଲେ ବବି 

ବାରିପଦା(ଦିଲ୍ଲୀପ ମହାନ୍ତି )- ଗତ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ବର୍ତ୍ତମାନ ନିୟନ୍ତ୍ରଣାଧିନ ଅବସ୍ଥାକୁ ଆସିଥିବାର କୁହାଯାଇଛି । ଏହି ସମୟରେ ଆଜି ଅଭୟାରଣ୍ୟରେ ନିଆଁ ଲିଭାଇବା ନିମନ୍ତେ ବିଜେଡ଼ିର ସଙ୍ଗଠନ ସମ୍ପାଦକ ତଥା ମୟୂରଭଞ୍ଜ ପର୍ଯ୍ୟବେକ୍ଷକ…

ଶିମିଳିପାଳ ପରିଦର୍ଶନ କଲେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଡ଼ଃ ମୋନା ଶର୍ମା

ବାରିପଦା(ଦିଲ୍ଲୀପ ମହାନ୍ତି )- ଶିମିଳିପାଳରେ ଲାଗିଥିବା ନିଆଁକୁ ନେଇ ଓଡ଼ିଶା ସହିତ ଜାତୀୟସ୍ତରରେ ମୁଖୂ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଶିମିଳିପାଳ ବନ ବିଭାଗ ଜଳୁଥିବା ନିଆଁ ନିୟନ୍ତ୍ରଣାଧୀନ ରହିଥିବାର କହୁଥିବା ବେଳେ ଜନସାଧାରଣ ଅଣାୟତ୍ତ ବୋଲି ହେଉଥିବା ଆଲୋଚନାରୁ ଜଣାପଡ଼ିଛି । ତେବେ…

ମାଲକାନଗିରି ସ୍ୱାଭିମାନ ଅଂଚଳ ଜଳବନ୍ଦୀଙ୍କ ଜଳ ତୃଷ୍ଣା ।

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ରାଜ୍ୟ ସରକାର ସ୍ୱାଭିମାନ ଅଞ୍ଚଳରେ ବିକାଶର ଧାରାକୁ ଆଗକୁ ନେବା ପାଇଁ ଅଣ୍ଟା ଭିଡି ଥିବାବେଳେ ତାହାର ନଗ୍ନ ଛବି ଦେଖିବାକୁ ମିଳିଛି ଜଳବନ୍ଦୀ ଅଞ୍ଚଳ ବା ସ୍ୱାଭିମାନ ଅଞ୍ଚଳରେ ।  ସରକାରଙ୍କ ବିକାଶ କାମକୁ  ଅଧିକାରୀ ମାନେ କାର୍ଯ୍ୟରେ ଦେଖାନ୍ତୁ…

ବୀର ସୁରେନ୍ଦ୍ର ସାଏ ସ୍ପୋଟିଂ କ୍ଲବ ତରଫରୁ ଟେନିସ ବଲ କ୍ରିକେଟ ଟୁର୍ନାମେଣ୍ଟ

ସୋହେଲା :- (ସୁଧୀର ତ୍ରିପାଠୀ ) ସୋହେଲା ବ୍ଲକ୍ ଡୁମ୍ବେରପାଲି ପଂଚାୟତ ଅନ୍ତର୍ଗତ ବଞ୍ଜାରି ଗ୍ରାମରେ ଆୟୋଜିତ ପ୍ରଥମ ବୀର ସୁରେନ୍ଦ୍ର ସାଏ ସ୍ପୋଟିଂ କ୍ଲବ ତରଫରୁ ଟେନିସ ବଲ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ଦିବସରେ ମୁଖ୍ୟ ଅତିଥି ଭାବେ ସୋହେଲା ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଜିବର୍ଧନ ବରିହା ଓ…

ଦିବଂଗତ ବିଧାୟକ ସୁବଳ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି

ବରଗଡ :-ଆଜି ଶିବରାତ୍ରିର ପୁଣ୍ୟ ତିଥିରେ ବରପାଲି ନିର୍ବାଚନ ମଣ୍ଡଳୀର ଦିବଂଗତ ବିଧାୟକ ସୁବଳ ସାହୁ ଦାଦାଙ୍କ ଜୟନ୍ତୀ ଅବସରରେ,ବରପାଲି ନିକଟସ୍ଥ ସୁବଳ ଶିଶୁଉଦ୍ୟାନ ସ୍ଥିତ ତାଙ୍କର ପ୍ରତିମୂର୍ତ୍ତିରେ ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ତଥା ସୁବଳ ଦାଦାଙ୍କର ଧର୍ମପତ୍ନୀ ଶ୍ରୀମତୀ  ରୀତା…