“ବିଶ୍ୱ ରକ୍ତଦାତା ଦିବସ” ରେ ଓଡ଼ିଶା ମୋ ପରିବାର “ଜୀବନବିନ୍ଦୁ” ଆନୁକୂଲ୍ୟରେ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର ଠାରେ ଜିଲ୍ଲା ବିଜେଡି ପକ୍ଷରୁ "ବିଶ୍ୱ ରକ୍ତଦାତା ଦିବସ" ରେ ଓଡ଼ିଶା ମୋ ପରିବାର "ଜୀବନବିନ୍ଦୁ" ଆନୁକୂଲ୍ୟରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ…

ସଂକ୍ରମଣ ଧିରେ ଧିରେ କମୁଥିଲେ ବି ଆମ ପାଇଁ ସାବଧାନତା ଜରୁରୀ : ଜିଲ୍ଲାପାଳ

ରାୟଗଡା(ସରୋଜ ସାହୁ) – ରାୟଗଡା ଜିଲ୍ଲାରେ କରୋନା ସଂକ୍ରମଣ ଏବେ ତଳମୁହାଁ ହେବାରେ ଲାଗିଛି । ଏପ୍ରିଲ ମାସର ଶେଷ ସପ୍ତାହରେ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିଲା । ମଇ ମାସରେ କରୋନା ଶୀର୍ଷରେ ଥିବା ବେଳେ ଜୁନ ମାସର ଦ୍ୱିତୀୟ ସପ୍ତାହରେ କରୋନା ମହାମାରୀର ସ୍ଥିତିରେ…

ଯାଦବ ମହାସଭାର ଭର୍ଚୁଆଲ ବୈଠକ। 

ଟିଟିଲାଗଡ, ( ଗୌରବ ଦର୍ଜୀ)-ଆଜି ଜିଲ୍ଲା ଯାଦବ ମହାସଭା ବଲାଙ୍ଗୀର ତରଫ ରୁ ଜୁମ ଆପ ମାଧ୍ୟମ ରେ ଏକ ବୈଠକ ସଭା ଆୟୋଜନ ହୋଇଥିଲା।  ଆଗାମୀ ଜୁଲାଇ ମାସ ରେ ( ଦ୍ବିତୀୟ ବର୍ଷ ) ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ଏହି ସଭା ଆୟୋଜନ ହୋଇଥିଲା।   ଏଥିରେ ଜିଲ୍ଲା ଯାଦବ ମହାସଭା ର…

ଭର୍ଚୁଆଲ ଭାବେ ପାଳିତ ହେଲା ୩ୟ ଲୋକକଳା ଦିବସ: ସାମିଲ ହେଲେ ୩୦୦ କଳାକାର

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଆଜି ରାଜ୍ୟସ୍ତରରେ ତୃତୀୟ ଲୋକକଳା ଦିବସ ପାଳିତ ହୋଇଯାଇଛିା ଭର୍ଚୁଆଲ ମାଧ୍ୟମରେ ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହା ଦେଶର ଏକ ଅନନ୍ୟ…

ବିଶ୍ୱ ରକ୍ତଦାତା ଦିବସ ଉପଲକ୍ଷେ ରକ୍ତଦାନ ଶିବିର

ବରଗଡ :- ଆଜି ବିଶ୍ୱ ରକ୍ତଦାତା ଦିବସ । ଏହି ବସରରେ  କରୋନା କାଳରେ ରକ୍ତ ଅଭାଵକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ବିଜେପୁର ରେଡ଼ିଆନ୍ସ କଲେଜ ଠାରେ ବିଜେପୁର ବିଜୁ ଯୁବ ଜନତା ଦଳର ତତ୍ତ୍ଵାବଧାନରେ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ…

ସମ୍ କୋଭିଡ୍ ହସ୍ପିଟାଲରେ ଗୁରୁତର ବାଳିକାଙ୍କର ସଫଳ ଅସ୍ତ୍ରୋପଚାର 

ଭୁବନେଶ୍ୱର: ସମ୍ କୋଭିଡ ହସ୍ପିଟାଲରୁ  ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିବାର ତାଲିକା ବେଶ ଲମ୍ବା । ଅନେକ ଗୁରୁତର ବ୍ୟକ୍ତି ସୁସ୍ଥ ହେଉଥିବା ବେଳେ ଭେଂଟିଲେଟରରୁ  ବାହାରି ସମ୍ପୂର୍ଣ୍ଣ ଭଲ ହୋଇ ଫେରିବାର ମଧ୍ୟ ଅନେକ ନଜିର ରହିଛି । ଏପରିକି ପରିଣତ ବୟସରେ ପହଂଚିଥିବା ଅନେକ…

କରୋନା କାଳରେ ଲୋକଙ୍କୁ ସଚେତନ କରିବା ସହ ଅସହାୟଙ୍କୁ ସହାୟତା ଯୋଗାଉଛି ଶିକ୍ଷାନୁଷ୍ଠାନ  ।

ପଦ୍ମପୁର- କରୋନା ମହାମାରୀ ସାରା ଦେଶରେ କରାଲ  ରୂପ ଧାରଣ କରିଛି  । ଏହି ସମୟରେ ସଚେତନତା ହିଁ ସବୁଠାରୁ ମୂଖ୍ୟ ଔଷଧ  । ଉପାନ୍ତ ଅଂଚଳ ତଥା ଅପହଂଚ ଅଂଚଳରେ ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ରହିଥିବା ଦେଖିବାକୁ ମିଲିଥାଏ  । ଶିକ୍ଷାନୁଷ୍ଠାନ କେବଳ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦେନ…

ମୁହାଁ ମୁହିଁ କାର ଧକ୍କା :  ୩ ଗୁରୁତର

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଉପକଣ୍ଠ ସିନଖମନ ନିକଟରେ  ଦୁର୍ଘଟଣା ଘଟି  ୩ ଗୁରୁତର ଆଗତ ଯୋଇଛନ୍ତି ।ଆଜି ସକାଳ ସାଢେ଼ ଆଠଟା ସମୟରେ ଦୁଇଟି କାର ସାମ୍ନା ସାମ୍ନୀ ଧକ୍କା ହୋଇଛି।  ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ କାରରେ ବସି  ବଲାଙ୍ଗିରର ଦୁଇ ଜଣ ଟିଟିଲାଗଡ ଅଭିମୁଖେ…

ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ୨୦୦ ରୁ ଉର୍ଦ୍ଧ୍ବ  ନେତା ଓ କର୍ମୀ

https://www.youtube.com/watch?v=WWuJy3O_hGs ପାରଳାଖେମୁଣ୍ଡି ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ମାଛମରା ପଞ୍ଚାୟତ ରାଜପୁର ଗ୍ରାମର ୨୦୦ ରୁ ଉର୍ଦ୍ଧ୍ବ ବିଜେଡି ନେତା ଓ କର୍ମୀ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ଆସି ବିଜେପି ଦଳରେ ଯୋଗ ଦେଇଥିଲେ।  ବିଜେଡି…