ଘର ଭିତରେ ପରିବାର ଗୃହବନ୍ଦୀ : ଉଦ୍ଧାର ପାଇଁ ପୋଲିସ ଚଳାଇଛି ଉଦ୍ୟମ

0

 https://www.youtube.com/watch?v=qNh-RgtQDjc

ବଲାଙ୍ଗିର/ ନିରୋଜ ମିଶ୍ର : ଆଜି ବଲାଙ୍ଗିର ସହର ଶାନ୍ତି ପଡା(ଚନ୍ଦ୍ରଶେଖର ମନ୍ଦିର ସାମନା) ରେ ଏକ ପରିବାରକୁ କିଛି ଅଜଣା ଦୁର୍ବୃତ୍ତ ଘରେ କଏଦ କରି ରଖିଥିବା  ଅଭିଯୋଗ ହୋଇଛି l ବର୍ତ୍ତମାନ ପୋଲିସ ଓ ଓଡ୍ରାଫ୍ ଟିମ୍ ସେଠାରେ ପହଂଚି ଉଦ୍ଧର କାମ ଜାରି ରଖିଛନ୍ତି l କେଉଁ କାରଣରୁ ଏହି ପରିବାରକୁ ଜୋରଜବରଦସ୍ତି ଗୃହବନ୍ଦୀ କରି ରଖାଯାଇଛି ତାର କାରଣ ଜଣାପଡ଼ି ନାହିଁ l

Leave A Reply

Your email address will not be published.