ନାମଯଜ୍ଞ ମାଧ୍ୟମରେ ସମ୍ବଲପୁରୀ କଳା ସଂସ୍କୃତି ପ୍ରଚାର ପ୍ରସାର ପାଇଁ ପ୍ରୟାସ ।

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସମ୍ବଲପୁର ରେମେଡ ଠାରେ ପବିତ୍ର ମହାଶିବରାତ୍ରି ଉପଲକ୍ଷେ ୨୪ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ରେମେଡ ସ୍ଥିତ ବାବା କମଲେଶ୍ୱର ବାବା ଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ନାମଯଜ୍ଞ ରେ ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ରୁ ୧୦ରୁ…

“ନିଫା” ସ୍ବେଚ୍ଛାସେବୀ ସଂଗଠନର କାର୍ଯ୍ୟକ୍ରମ ଆରମ୍ଭ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ନିଫା(ନେସନାଲ ଇଣ୍ଟିଗ୍ରେଟେଡ୍‌ ଫୋରମ୍‌ ଫର୍ ଆର୍ଟିସ୍ଟ ଏଣ୍ଡ ଆକ୍ଟିଭିସ୍ଟ)ର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଉପାନ୍ତ ତଥା ଅଧ୍ୟୁୂଷିତ ଜିଲ୍ଲାରେ କଳାକାରମାନଙ୍କୁ ପ୍ରୋତ୍ସାହନ ଏବଂ ବିଭିନ୍ନ ସମାଜ ସେବାର ଆଭିମୁଖ୍ୟ ନେଇ ଏହି…

ମୟୂରଭଞ୍ଜ: ଅଂଶୁଘାତର ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ପାନୀୟ ଜଳ ଯୋଗାଣ ଓ ସ୍ୱାସ୍ଥ୍ୟସେବା  ତ୍ୱରାନ୍ୱିତ ଉପରେ ଗୁରୁତ୍ୱାରୋପ   ବାରିପଦା (ଦିଲ୍ଲୀପ ମହାନ୍ତି )- ଚଳିତ ଗ୍ରୀଷ୍ମ ଋତୁରେ ସମଗ୍ର ମୟୁରଭଞ୍ଜ ଜିଲ୍ଲାରେ ସମ୍ଭାବ୍ୟ ଅଂଶୁଘାତର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ…

କୋଭିଡ କଟକଣା ପାଇଁ ପ୍ରସିଦ୍ଧ ହୁମା ମେଳା ପଡିଲା ଫିକା

ସମ୍ବଲପୁର/ରମାକାନ୍ତ  ବିଶ୍ୱାଳ :  ଆଜି ହେଉଛି ପଵିତ୍ର ମହାଶିବରାତ୍ରି । ଭକ୍ତ ଙ୍କ ପାଇଁ  ପ୍ରଭୁ ଭୋଲେନାଥ ଙ୍କର  ପବିତ୍ର ଆରାଧନା ର ଦିନ । ଏହିଦିନ ପ୍ରଭୁଙ୍କ ଦର୍ଶନ କଲେ କୋଟି ଜନ୍ମର ପୁନ୍ୟ ମିଲିଥାଏ । ତେବେ କୋଭିଡ କଟକଣା ପାଇଁ ଏଥର ଭକ୍ତଙ୍କ ଶିବାଲୟ ପ୍ରବେଶ ଉପରେ କଟକଣା ଥିବାରୁ…

ସବୁଜିମା ମାୟାରେ ଚନ୍ଦନ

ହାଟଡ଼ିହୀ: କେନ୍ଦୁଝର ଜିଲ୍ଲା ହାଟଡି଼ହୀ ବ୍ଲକ ଇଞ୍ଚୋଳ ଇଞ୍ଚୋଳ ଗାଁର ଚନ୍ଦନ ଏବେ ପରିବେଶ ପ୍ରେମରେ ପଡିଯାଇଛନ୍ତି। ବୟସ ତାଙ୍କର ୨୬ ପାଖାପାଖି ହେବ। ପେସାରେ ସାମ୍ବାଦିକ ହେଲେ ନିଶା ତାଙ୍କର  ଗଛ ଲଗାଇବା ଓ ତା’ର ଯତ୍ନ ନେବା ସହ ସବୁଜ ରେ ସାହିତ୍ୟ ସାଧନା। ତାଙ୍କ ପିତା ନୃସିଂହ ଚରଣ ପଣ୍ଡା…

ମହାଶିବରାତ୍ରୀ ଅବସରରେ ନିଷ୍ଠା ପରିବାର ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର 

ବରଗଡ଼:ଗୁରୁବାରଦିନ ମହାଶିବରାତ୍ରୀ ଅବସରରେ ଶ୍ରୀ ଶ୍ରୀ ବାବା ବରାଡ ବାଲୁଙ୍କେଶ୍ଵର ଧାମ, ଗାଇସୀମା ଠାରେ ନିଷ୍ଠା ପରିବାର ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ପ୍ରତ୍ୟେକ ବର୍ଷ ଶିବରାତ୍ରି ଅବସସରେ ନିଷ୍ଠା ପରିବାର ପକ୍ଷରୁ ରକ୍ତଦାନ ଶିବିର ହୋଇଥାଏ । ଦୂର…

ତିନି ଦିନରେ ବନ୍ଧା ହେଲେ ୭୩ଜଣ ୱାରେଣ୍ଟି 

ଜାମିନ୍ ବିହୀନ ପରୱାନା (ଏନବିଡବ୍ଲ୍ୟୁ) ବିରୋଧରେ ରାଜ୍ୟ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ୍ ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟ ପୋଲିସ୍ ତରଫରୁ ଜାମିନ୍ ବିହୀନ ପରୱାନା (ଏନବିଡବ୍ଲ୍ୟୁ ) ବିରୋଧରେ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରାଯାଇଛି । ଚଳିତ ମାସ ୭ ତାରିଖଠାରୁ ଆରମ୍ଭ ହୋଇଥିବା ଏହି…

ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ : ପ୍ରଦୀପ ପୁରୋହିତ 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ବରଯାତ୍ରୀ ଭଳି ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି । ଅତୀତରେ କୈାଣସି ମୁଖ୍ୟମନ୍ତ୍ରୀ ଏଭଳି ଆଡମ୍ବର ଭାବେ ଜିଲ୍ଲା ଗସ୍ତ କରୁନଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଜିର ଗସ୍ତ ପୂର୍ବରୁ ସରକାରୀ କଳକୁ ଅପବ୍ୟବହାର କରି ଶାସକ…

ରାଜ୍ୟରେ ଓଜେଏସ ଟପ୍ପର ଇର୍ସିତା , ଚତୁର୍ଥ ପ୍ରିୟଙ୍କା

ସମ୍ବଲପୁର (ରମାକାନ୍ତ ବିଶ୍ବାଳ) - ରାଜ୍ୟରେ ଓଜେଏସ ଟପ୍ପର ହୋଇଛନ୍ତି ସମ୍ବଲପୁର ଜ଼ିଲ୍ଲା ବାମରା ବ୍ଲକ ଗଡ଼ପୋଷ ର ଝିଅ ଇର୍ସିତା କେସରୱାନି I  ମଙ୍ଗଳବାର  ଓପିଏସସି ପ୍ରକାଶ କରିଛି ଓଡିଶା ଜୁଡିସିଏଲ ସର୍ଭିସର ପରୀକ୍ଷା ଫଳ। ଏହି ଓଡିଶା ଜୁଡିସିଆଲ ସର୍ଭିସ (OJS) ପରୀକ୍ଷାରେ ବାମରା ବ୍ଲକ…

ବିଜେଡ଼ି ପକ୍ଷରୁ ସୋସିଆଲ ମିଡ଼ିଆ ଅଭିଯାନକୁ ସଫଳତା

ବାରିପଦା(ଦିଲ୍ଲୀପ ମହାନ୍ତି )-ସୋମବାର ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦେଶ କ୍ରମେ ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି ପକ୍ଷରୁ ‘ବିଜେଡ଼ି ଆଟ୍‍ ଶିମିଳିପାଳ’ ଅଭିଯାନ ଆରମ୍ଭ କରାଯାଇ ନିର୍ବାଚନମଣ୍ଡଳୀ ସ୍ତରୀୟ ଟିମ ଗଠନ କରି ଜଙ୍ଗଲରେ ନିଆଁ ଲିଭାଇବା ଓ ସଚେତନତା…