ବାଲୁକା ଶିଳ୍ପୀ କାର୍ତ୍ତିକ ନାୟକ ଙ୍କ ଅଭିନଵ ପ୍ରୟାସ

0

ଝାରବନ୍ଧ/ ମନୋହର ଦାସ : ବରଗଡ ଜିଲ୍ଲା ଭେଡେନ ବ୍ଲକ ଭେଡେନ ଗ୍ରାମର ଜଣାଶୁଣା  ବାଲୁକା ଶିଳ୍ପୀ କାର୍ତିକ ନାୟକ ବାଲୁକା କଳା ମାଧ୍ୟମରେ ଶୀତଳଷଷ୍ଠୀ ଯାତ୍ରା ର ଶିବ ପାର୍ବତୀ ବିବାହ ଉତ୍ସବ ଉପଲକ୍ଷେ ବାଲୁକା କଳା ରେ ପ୍ରଦର୍ଶିତ କରିଛନ୍ତି। କାର୍ତିକ ନାୟକ ବାଲୁକାଶିଳ୍ପୀ କହିଛନ୍ତି ଯେ ଯଦି ସରକାରୀ ପ୍ରୋତ୍ସାହନ ମିଳେ ଏହି ବାଲୁକା କଳା ବହୁତ ଆଗକୁ ନେଇପାରିବେ। ସରକାରଙ୍କ ତରଫରୁ ବରଗଡ ଜିଲ୍ଲା ଠାରେ ବାଲୁକା କଳା ର ଯଦି ବିଦ୍ୟାଳୟ ଖୋଲା ଯାଏ ତାହା ହେଲେ ଆମ ଅଂଚଳର ବହୁତ ପିଲା ବାଲୁକା କଳା ଶିଖି ଦେଶବିଦେଶରେ ଆମ ଅଂଚଳର ନାଁ ରଖିପାରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ବାଲୁକା କଳା ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା ପ୍ରଦର୍ଶନ କରିବେ।

Leave A Reply

Your email address will not be published.