Sign in
Sign in
Recover your password.
A password will be e-mailed to you.
ସୁରକ୍ଷିତ ରକ୍ତ ପରୀକ୍ଷା: ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଆଇଡି-ନାଟ୍ ମେସିନ୍…
ଭୁବନେଶ୍ୱର, (ଶାସକ ପ୍ରଶାସକ) : ଓଡ଼ିଶାର ପ୍ରଥମ ସ୍ୱାସ୍ଥ୍ୟ ଅନୁଷ୍ଠାନ ଭାବେ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ ପୋଷ୍ଟ ଗ୍ରାଜୁଏଟ୍ ଡିପାର୍ଟମେଂଟ ଅଫ୍ ଟ୍ରାନ୍ସଫ୍ୟୁଜନ ମେଡିସିନ୍ ରେ ସୁରକ୍ଷିତ ରକ୍ତ ଅର୍ନ୍ତକ୍ଷେପଣ ନିମନ୍ତେ ଆଇଡି- ନାଟ୍ ବ୍ଲଡ୍…
ମିଥ୍ୟା ତଥ୍ୟ ଦର୍ଶାଇ ଅଧିକା ଟୋକନ୍ ନେବା ମହଙ୍ଗା ପଡିଲା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଖଞ୍ଜା ସାହିର ଶ୍ରୀ ଦୁର୍ଗାସି କେଶବ ରାଓ , ପିତା-ଆଦି ନାରାୟଣ ଚଳିତ ଖରିଫ୍ ଋତୁ ୨୦୨୦-୨୧ବର୍ଷ ପାଇଁ ମିଥ୍ୟା ତଥ୍ୟ ଦର୍ଶାଇ ରାମଲିଙ୍ଗେଶ୍ଵର ସମବାୟ ସମିତିରେ ଧାନଚାଷୀ ଭାବରେ ପଞ୍ଜିକରଣ କରିଥିଲେ।
ଅନୁସନ୍ଧାନରୁ…
୧୫ରୁ କୃଷି କୁମ୍ଭ ‘କୃଷି ଓଡ଼ିଶା ୨୦୨୧’ : ଏଥର ‘କୃଷି ଓଡ଼ିଶା’ର ମାସ୍କଟ ପାଳ ଛତୁ
ଭୁବନେଶ୍ୱର :- ଓଡ଼ିଶା ସରକାରଙ୍କ କୃଷି, କୃଷକ କଲ୍ୟାଣ ବିଭାଗ ଓ ଫିକ୍କୀର ମିଳିତ ଆୟୋଜନରେ ପୂର୍ବ ବର୍ଷ ପରି ଅନୁଷ୍ଠିତ ହେବାକୁ ଯାଉଛି କୃଷି କୁମ୍ଭମେଳା ‘କୃଷି ଓଡ଼ିଶା ୨୦୨୧’ | ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ‘କୃଷି ଓଡ଼ିଶା ୨୦୨୧’ କୁ ୧୫…
ଭବାନୀପାଟଣା ସହରର ସୌନ୍ଦର୍ଯ୍ୟକରଣ : ସହରର ୭ଟି ସ୍ଥାନରେ ହେବ ସେଲ୍ଫି ପଏଣ୍ଟ ।।
କଳାହାଣ୍ଡି/ତୁଳମଣି ନାଗ : କଳାହାଣ୍ଡି ଜ଼ୀଲ୍ଲା ଭବାନୀପାଟଣା ସହରର ସୌନ୍ଦର୍ଯ୍ୟକାରଣ ପାଇଁ ପ୍ରୟାସ ଆରମ୍ଭ ହେଉଛି । ସହରର ୭ ଟି ସ୍ଥାନରେ ସେଲ୍ଫି ପଏଣ୍ଟ ସ୍ଥାପନ ପାଇଁ ପ୍ରସ୍ତାବ ରହିଛି । ଭବାନୀପାଟଣା ସହରର ଦୟାନିଧି ଛକର ସାମ୍ନାରେ ବିଜୁ କଲ୍ୟାଣମଣ୍ଡପ , ଷ୍ଟାଡିୟମ୍ ନିକଟ , ଜେଲ ଖାନା…
ଭାଷା ବଞ୍ଚି ରହିଲେ ଜାତି ଓ ସଂସ୍କୃତି ବଞ୍ଚି ରହିବ
ଉତ୍କଳ ହିତୈଷିଣୀ ସମାଜ ପକ୍ଷରୁ "ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ-୨୦୨୧" ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ପକ୍ଷରୁ ସମାଜର ସଭାଗୃହ ଠାରେ "ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ-୨୦୨୧ ପାଳିତ…
ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ତରଫରୁ ମେଣ୍ଢାଶାଳରେ ସ୍ତନ୍ୟପାନ ଓ ପୋଷଣ ସମ୍ବନ୍ଧୀୟ କର୍ମଶାଳା
ଭୁବନଶ୍ୱର(ଶାସକ ପ୍ରଶାସକ) : ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ମେଣ୍ଢାଶାଳ ଅଙ୍ଗନବାଡ଼ି କେନ୍ଦ୍ରରେ ସ୍ତନ୍ୟପାନ ଆଉ ପୋଷଣ ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଏନ.ଆର.ସି ଭୁବନେଶ୍ୱରର ଅନୁଶ୍ରୀୟା ସାହୁ ଯୋଗ ଦେଇ ଗର୍ଭବତୀ,ପ୍ରସୂତୀ ମାନଙ୍କୁ ସ୍ତନ୍ୟପାନ…
ବିଶାଳ ରକ୍ତ ଦାନ ଶିବିରର ଆୟୋଜନ କରିବେ ବିଜେଡି ଯୁବ ନେତା ଅରିନ୍ଦମ ରୟ
କଟକ : ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ପକ୍ଷରୁ ଲୋକପ୍ରିୟ ଅଭିନେତା ତଥା ବିଜେଡି ଯୁବ ନେତା ଶ୍ରୀ ଅରିନ୍ଦମ ରୟ, ୮ ଦିନ ବ୍ୟାପୀ ଏକ ବିଶାଳ ରକ୍ତଦାନ ଶିବିରର ଆୟୋଜନ କରିବାକୁ ଯାଉଛନ୍ତି । ରାଜ୍ୟରେ ରକ୍ତର ଘୋର ଅଭାବକୁ ଦୂର କରିବା ପାଇଁ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ…
ସମ୍ବଲପୁର :୧୬ ଓ ୧୭ ତାରିଖରେ ହିରାଖଣ୍ଡ ନାଟ୍ୟ ମହୋତ୍ସବ।
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ- ସମ୍ବଲପୁରର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଅଦୄଶ୍ୟ ନାଟ୍ୟ ଆଶ୍ରମ ପକ୍ଷରୁ ସମ୍ବଲପୁର ଠାରେ ଦୁଇଦିନିଆ ହିରାଖଣ୍ଡ ନାଟ୍ୟ ମହୋତ୍ସବ ଆୟୋଜିତ ହେବ । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ,ଓଡିଶା ସଂସ୍କୃତି ବିଭାଗ ତଥା କେନ୍ଦ୍ରିୟ ସଙ୍ଗୀତ ଏକାଡେମୀର ସହଯୋଗରେ…
କୋଭିଡ କଟକଣା ଭିତରେ ରେଙ୍ଗାଲିର ସମସ୍ତ ଶୈବ ପୀଠରେ ଶିବରାତ୍ରି ସହ ଜାଗର ଯାତ୍ରା ସଂମ୍ପର୍ଣ୍ଣ
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକରେ ଥିବା ସମସ୍ତ ଶୈବ ପୀଠରେ କୋଭିଡ କଟକଣା ଓ ସାମାଜିକ ଦୂରତାକୁ ଆଖି ଆଗରେ ରଖି ମହାଶିବରାତ୍ରି ସହ ଜାଗର ଯାତ୍ରା ନିଷ୍ଠାର ସହ ସଂମ୍ପର୍ଣ୍ଣ ହୋଇଯାଇଛି। ବ୍ଲକର ରେଙ୍ଗଲି ପୁରୁଣାବସ୍ତି ସ୍ଥିତ ସପ୍ନେଶ୍ବର ବାବା,ବାବା…
ବଡବାହାଲ ମିଶ୍ର ପୋଲ ପାଖରେ ହଇୱା ଧକ୍କାରେ ଜଣେ ମୃତ
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଳକ ବଡବାହାଲ ମିଶ୍ର ପୋଲ ନିକଟରେ ଏକ ହାଇୱା ଧକ୍କାରେ ଜଣେ ମୃତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ଲଇଣ୍ଡାମାଲ ଗ୍ରାମର ଶୁଭକାନ୍ତ ପ୍ରଧାନ ସଲେସିଂ ପାଖରେ ଏକ ଘୋରାଇ କଲେଜରେ ରୋଷେୟା ଭାବରେ କାମ କରନ୍ତି ସେ ଆଜି…