ଟିଟିଲାଗଡ, ( ଗୌରବ ଦର୍ଜୀ)-ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଉପଲକ୍ଷେ ସର୍ବତ୍ର ଅନେକ ଉତ୍ସାହ ର ସହିତ ଯୋଗ ଦିବସ ପାଳିତ ହୋଇଛି। ଟିଟିଲାଗଡ ନଗର ବିଜେପି ତରଫରୁ ମଧ୍ୟ ସ୍ଥାନୀୟ ଘଣ୍ଟାସୁନି ମନ୍ଦିର ରେ ଅନେକ ଉତ୍ସାହ ର ସହିତ ଯୋଗ ଦିବସ ପାଳିତ ହୋଇଛି। ଟିଟିଲାଗଡ ନଗର ବିଜେପି ସଭାପତି ପ୍ରଶାନ୍ତ ଷଡଙ୍ଗୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସୁନ୍ଦରଲାଲ ଶର୍ମା ଯୋଗ ପ୍ରଶିକ୍ଷକ ଭାବରେ ସମସ୍ତଙ୍କୁ ୨୧ରୁ ଉର୍ଦ୍ଧ୍ବ ଆସନ ଅଭ୍ୟାସ କରାଇଥିଲେ। ଏହି ଯୋଗ ଶିବିର ରେ ଜିଲ୍ଲା ମିଡିଆ ପ୍ରଭାରୀ ଆଲୋକ ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ। ଏହି ଶିବିର ରେ ଅଶୋକ ମିଶ୍ର,ପ୍ରଶାନ୍ତ ମହାନ୍ତି,ଲିଙ୍ଗରାଜ ନାୟକ,ରାଜୁ ରାଓ,ସୁନିଲ ଆଚାର୍ଯ୍ୟ,ଗୋପଲ କୃଷ୍ଣ ସାହୁ,ବିଶ୍ଵଜିତ ଦାସ,ଚନ୍ଦନ ପଣ୍ଡା,ଶେଖର ଦାସ,ମୋହିତ ଯାଦବ, ତୁଷାର ସାହୁ, ଦୁର୍ଗା ମହାନନ୍ଦ, ଆସିଫ ଖାନ,ତପନ ଖର୍ସେଲ,ରିକି ନାଗ, ବିନାୟକ ଶ୍ରେଷ୍ଠା,ରାଜ ମିଶ୍ର, ବିଜୟ ସାହୁ ପ୍ରମୁଖ ଙ୍କ ସମେତ ଅନେକ କର୍ଯ୍ୟକର୍ତା ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post