ବ୍ରହ୍ମପୁରଏମକେସିଜି ମେଡିକାଲ କଲେଜରେ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ :  ୧୯ଟି ପଦବୀ କୁ ମଞ୍ଜୁର

ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ବ୍ରହ୍ଣପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ  ହସ୍‌ପିଟାଲରେ Gastroenterology ବିଭାଗ ଖୋଲିବାକୁ ଯାଉଛି।  ଏଥିପାଇଁ ମୁଖ୍ୟମନ୍ତ୍ରୀ   ଉଭୟ surgical  ଓ medical…

‘ମୋ କଲେଜ’ ଅଭିଯାନ ସହ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଲେଜ ଓ ଆଲୁମନିଙ୍କ ଭିତରେ ସମ୍ପର୍କର ସେତୁ ‘ମୋ କଲେଜ’ ଯେଉଁଠୁ ପାଇଛୁ ପରିଚୟ,ତାକୁ କିଛି ଫେରାଇବାର ନିଆରା ସୁଯୋଗ  ଲାଇଭ୍‍ ଷ୍ଟ୍ରିମିଂରେ ସାମିଲ ହେଲେ ରାଜ୍ୟ ତଥା ଦେଶ ବାହାରେ ଥିବା ଲକ୍ଷଲକ୍ଷ ଓଡ଼ିଆ ଭୁବନେଶ୍ୱର: ଏକ ଭାବ ପୂର୍ଣ୍ଣ ପରିବେଶ ଭିତରେ ଲୋକାର୍ପିତ ହୋଇଯାଇଛି ‘ମୋ କଲେଜ’…

ଟିକେ ଖେଂଚୀ ଦେଲେ ବବି : ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ଜଣାଇବା ସହ ମନେ ପକାଇଦେଲେ ମୋଦିଙ୍କ ପ୍ରତିଶ୍ରୁତି 

ଭୁବନେଶ୍ୱର: ରାଉରକେଲାରେ ଆଇଜିଏଚ୍‌ ସୁପର ସ୍ପେସିଆଲିଟି ହସ୍ପିଟାଲ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲୋକାର୍ପିତ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ (ବବି) । ହେଲେ ଧନ୍ୟବାଦ…

ଅପରାଧ ଅଭିଯୁକ୍ତ ସାରଦାଙ୍କ ପାଇଁ ଓକିଲାତି କରୁଛନ୍ତି ଜେଲ୍‍ ଫେରନ୍ତା ଇରାଶିଷ: ବିଜେଡି

ଭୁବନେଶ୍ୱର(ଶାସକ ପ୍ରଶାସକ) : ଏକାଧିକ ଅପରାଧରେ ଜଡିତ ହୋଇ ଜେଲ୍‍ ଯାଇଥିବା ଓ ନିକଟରେ ରାଜଧାନୀରେ ଗଣ୍ଡଗୋଳ କରି ଫେରାର ଥିବା ବିଜେପି ନେତା ସାରଦା ପ୍ରଧାନଙ୍କ ପାଇଁ ଓକିଲାତି କରୁଥିବା ଇରାଶିଷ ଆଚାର୍ଯ୍ୟ ମଧ୍ୟ ଜଣେ ଜେଲ୍‍ ଫେରନ୍ତା । ଜଣେ ଅପରାଧିକୁ ସୁରକ୍ଷା ଦେବାପାଇଁ ଆଉ ଜଣେ ଅପରାଧି…

ଖୁନୀ ମନ୍ତ୍ରୀଙ୍କ ସୁରକ୍ଷାରେ ବ୍ୟୋମକେଶଙ୍କ ବିବୃତି ସଇତାନର ବେଦ ପାଠ ସଦୃଶ:ଇରାସିସ

ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଧାନସଭାର ପବିତ୍ରଗୃହରେ ବିରୋଧୀ ଦଳର ବିଧାୟକ ମାନଙ୍କ ଦ୍ୱାରା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ବିଶେଷ କରି ମାହାଙ୍ଗା ଡବଲ ମର୍ଡର ନେଇ ଯେଉଁ ବିବୃତି ରଖାଗଲା, ତାହା ଉତରରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ…

ସୋହେଲାରେ ରକ୍ତଦାନ ଶିବିର

ବରଗଡ :-  ରକ୍ତ ଭଣ୍ଡାର ରେ ପ୍ରାୟ ସବୁ ସମୟରେ ରକ୍ତର ଅଭାବ ପରିଲକ୍ଷିତ ହୋଇଥାଏ । ଏହି ଅଭାବ କୁ କିଛି କମ କରିବା ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଅନେକ ସମୟରେ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥାଏ । ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲାଗିରହିଥିବା…

“ବିଶ୍ବ ଘରଚଟିଆ ଦିବସ” ପାଳିତ

https://www.youtube.com/watch?v=3a_8QfMPqm8 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ପାଟିକୋଟ ଗ୍ରାମରେ ଶନିବାର ଦିନ ଆଞ୍ଚଳିକ ବିକାଶ ପରିଷଦ-ଗଞ୍ଜାମ ଓ ବ୍ରହ୍ମପୁର ସ୍ଥିତ ସବୁଜ ବାହିନୀର ମିଳିତରେ ପାରଳାଖେମୁଣ୍ଡି ବନଖଣ୍ଡ ବିଭାଗ…

ପ୍ରଥମଥର ପାଇଁ ଟ୍ରାନ୍ସଜେଣ୍ଡରଙ୍କୁ ମଧୁବାବୁ ପେନସନ ପ୍ରଦାନ। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ପ୍ଥଥମ ଥର ପାଇଁ ଝାରସୁଗୁଡ଼ା ଜିଲ୍ଲାର ଦୁଇଜଣ ଟ୍ରାନ୍ସଜେଣ୍ଡରଙ୍କୁ ମଧୁବାବୁ ପେନସନ ଯୋଜନା ଅନ୍ତର୍ଭୁକ୍ତ କରାଯାଇ ଆର୍ଥିକ ଭତ୍ତା ପ୍ରଦାନ କରାଯାଇଛି। ଉକ୍ତ ଦୁଇଜଣ ହେଲେ ହିର୍ମା ଗ୍ରାମପଞ୍ଚାୟତର କୁମ୍ଭାରୀ ଗ୍ରାମର ବୃନ୍ଦାବନ ଜଗତ ଓ ଲୋଚନ ରୋହିଦାସ। ପ୍ରଥମ…

ଆଇଓସିଏଲ ପେଟ୍ରୋଲ ଡିପୋ ଅଞ୍ଚଳରେ ଅଗ୍ନିକାଣ୍ଡ

ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡ଼ା ଜିଲ୍ଲାର କିର୍ମିରା ବ୍ଲକର ସାରସମାଲ ଓ ବନ୍ଧରପଡ଼ା  ମଝିରେ ତଥା ଧୁତୁରା ରେଳଷ୍ଟେସନ ନିକଟରେ ଥିବା ଆଇଓସିଏଲ ପେଟ୍ରୋଲ ଡିପୋରେ ଗତକାଲି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଯଦିବା ଏହାଦ୍ବାରା କୌଣସି ମାନବୀୟ କ୍ଷତି ହୋଇନାହିଁ, କିନ୍ତୁ ନିକଟରେ ଥିବା…

ଆସନ୍ତା କାଲି ଆସୁଛନ୍ତି ରାଷ୍ଟ୍ରପତି।

ଝାରସୁଗୁଡ଼ା ବିମାନବନ୍ଦରରେ ଓହ୍ଲାଇଲା  ବାୟୁସେନାର ତିନି ହେଲିକପ୍ଟର।  ଏସପିଙ୍କ ଦ୍ୱାରା ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା ତଦାରଖ।   ଝାରସୁଗୁଡ଼ା :( ସୁଭାଷ ସହାରେ) :ଆସନ୍ତା କାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଝାରସୁଗୁଡ଼ାର ସ୍ବଳ୍ପ ସମୟର ରହଣି ହେବ…