ସମ୍ବିଧାନର ୮ମ ଅନୁଚ୍ଛେଦରେ ହୋ ଏବଂ ମୁଣ୍ଡାରୀ ଭାଷା ସାମିଲ ଜରୁରୀ: ବିଜେଡି

ଭୁବନେଶ୍ୱର, : ଆଦିବାସୀମାନଙ୍କ ଦ୍ୱାରା ବହୁଳ ବ୍ୟବହାର ହେଉଥିବା ଭାଷା ହୋ ଏବଂ ମୁଣ୍ଡାରୀକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଦାବି କରାଯାଇଛି । ଏହି ଭାଷାଗୁଡିକୁ ସମ୍ବିଧାନରେ ସାମିଲ୍ର ବହୁଳ ଆବଶ୍ୟକତା ରହିଥିବା ଏଠାରେ ଆୟୋଜିତ ଏକ ସାମ୍ବାଦିକ…

ସମ୍ମମ୍ ମଥାରେ ଆଉ ଏକ ଶିରିପା : ଏନଏବିଏଚ ସ୍ୱୀକୃତି ଲାଭ କଲା ସମ୍ ଅଲ୍ଟିମେଟ୍ ମେଡିକେୟାର

ଭୁବନେଶ୍ୱର,: ରୋଗୀ ସେବା ଏବଂ ସୁରକ୍ଷା କ୍ଷେତ୍ରରେ ଉକ୍ରୃଷ୍ଟ ମାନ୍ୟତାର ପ୍ରତୀକ ନ୍ୟାସନାଲ ଆକ୍ରେଡିଟେସନ୍ ବୋର୍ଡ ଫର୍ ହସ୍ପିଟାଲ୍ ଆଣ୍ଡ ହେଲ୍ଥ କେୟାର ପ୍ରୋଭାଇଡର୍ସ ( ଏନଏବିଏଚ) ସାର୍ଟିଫିକେଟ୍ ପାଇବା ନିମନ୍ତେ ଯୋଗ୍ୟତା ହାସଲ କରିଛି ଦ ୱାନ୍ ଷ୍ଟପ୍, ନେକ୍ସ ଜେନେରେସନ୍…

କତାରରୁ ଓଡିଆ ଯୁବକଙ୍କ ମରଶରୀର ଫେରାଇ ଆଣିବାକୁ ବୈଜୟନ୍ତଙ୍କ ଉଦ୍ୟମ 

ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା କତାରରୁ ଓଡିଆ ଯୁବକ ପ୍ରଭାତ କୁମାର ବାରିକଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ କତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା…

ରାୟଗଡ ପିଡି ଡ଼ିଆରଡ଼ିଏ ଭାବେ ଯୋଗଦେଲେ ମହେଶ୍ୱର ନାଏକ

ରାୟଗଡ(ସରୋଜ କୁମାର ସାହୁ) ରାୟଗଡ ଜିଲ୍ଲା  ଗ୍ରାମୀୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ (ପିଡି ଡ଼ିଆରଡ଼ିଏ) ଭାବେ ମହେଶ୍ୱର ନlଏକ ଯୋଗଦାନ କରିଛନ୍ତି l ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ରୂତୁରାଜଙ୍କ ବଦଳି ହେବାପରେ ଦୀର୍ଘ 2ମାସରୁ ଅଧିକ ପଦଵୀ ଖାଲିଥିଲା l ଅତିରିକ୍ତ ପ୍ରକଳ୍ପ…

ଭାଗବତ ପାଢୀ କବି‐କମଳ ସମ୍ମାନରେ ସମ୍ମାନିତ

ପାରଳାଖେମୁଣ୍ତି / ବାଳକୃଷ୍ଣ ପାଣିଗ୍ରାହୀ : ପୁରୀଠାରେ ନାରାୟଣୀ ସାହିତ୍ୟ ଓ ସଂସ୍କୃତି ପରିଷଦ ତରଫରୁ ସମାବେଶରେ କବିତା ପାଠତ୍ସୋବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାରଳାଖେମୁଣ୍ତିର ବରିଷ୍ଠ ସାମ୍ବାଦିକ ତଥା ଲେଖକ ଭାଗବତ ପାଢୀ ନିଜ ସ୍ବରଚିତ କବିତା ପାଠ କରିଥିଲେ। ଅନ୍ୟମାନଙ୍କୁ…

ପିତୃମାତୃହୀନ ପିଲାଙ୍କୁ ଥାଇଥାନ  ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପିତୃମାତୃହୀନ ପିଲାଙ୍କୁ ଥାଇଥାନ  ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ଓ ଅଗ୍ରାଧିକାର ଭିତ୍ତିରେ ପିଲାମାନଙ୍କୁ କିପରି ଥଇଥାନ କରାଯିବ ତାହାଉପରେ କାର୍ଯ୍ୟ ଆରମ୍ଭ କରିଛି। ପ୍ରଥମେ ଅଙ୍ଗନବାଡି କର୍ମିଙ୍କ ଦ୍ବାରା ପ୍ରତି ପଞ୍ଚାୟତ…

୫ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଉଦଯାପିତ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ,ଓଡିଶାର ମିଳିତ ଆନୁକୂଲ୍ୟରେ ଦୀର୍ଘ ୫ ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ…

 ‘ସରକାର କା ମାଲ ଦାରିଆମେ ଡାଲ’ :ବେପରୁଆ ଏନଏସି, ଲୋକଙ୍କ ସ୍ଥିତି ବେହାଲ !

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ) : କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ I ଯାହାକି ୧୯୭୯ରେ ଗଠିତ ହୋଇ ଥିଲା I ଏହା ଜିଲ୍ଲାର ପୁରାତନ ବିଜ୍ଞାପିତ ଅଞ୍ଚଳ ପରିଷଦ I ହେଲେ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ବାସୀଙ୍କ ସମସ୍ୟା କହିଲେ ନ ସରେ I ଏହି ବିଜ୍ଞାପିତ…

ସ୍ୱଦେଶ ଦର୍ଶନ ଯୋଜନାରେ ଟାମ୍ପରା ହ୍ରଦକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଆଣିବା ଲକ୍ଷ୍ୟ -ଧର୍ମେନ୍ଦ୍ର ପ୍ରଧାନ

ଗଞ୍ଜାମରେ ‘ଟାମ୍ପରା ଲେକ୍ ଭ୍ୟୁ ପାର୍କ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ମାରଦା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର/ଛତ୍ରପୁର– କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାରେ ଗଞ୍ଜାମ ଜିଲ୍ଲାର ଟାମ୍ପରା ହ୍ରଦକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ…

ଗୃହ ଯୋଗାଣ କ୍ଷେତ୍ରରେ ବୈମାତୃକ ମନୋଭାବ ଦେଖାଉଛି କେନ୍ଦ୍ର: ବିଜେଡି

ଭୁବନେଶ୍ୱର,: ଓଡିଶା ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‍ଏୱାଇ)ରେ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ସାମାଜିକ ଅର୍ଥନୈତିକ ଜାତି ଭିତ୍ତିକ ଗଣନା (ଏସ୍‍ଇସିସି) ତାଲିକାରୁ ପକ୍କାଘର ଦେଇଥାନ୍ତି । ବର୍ତ୍ତମାନ ଏହି ଏସ୍‍ଇସିସିରେ ଥିବା ପ୍ରତୀକ୍ଷା ତାଲିକା (ୱେଟିଙ୍ଗ ଲିଷ୍ଟ) ସମ୍ପୂର୍ଣ୍ଣ…